ଅଙ୍ଗନବାଡି ଦିଦି ଙ୍କ ” ଆମ କୁନା ଯିବ ମାମୁଁ ଘର ” ଗୀତରେ ରୋମାଣ୍ଟିକ ଠୁମକା ଡ୍ୟାନ୍ସ… ଦେଖିଲେ ଆପଣ ବି ସମ୍ଭାଳି ପାରିବେନି….

ବନ୍ଧୁଗଣ ବର୍ତ୍ତମାନ ଶିକ୍ଷା ଗୋଟିଏ ବ୍ୟାପାର ହୋଇଗଲାଣି ଆଉ କୌଣସି ବିଦ୍ୟାଳୟ କିମ୍ବା କଲେଜ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଗ ଭଳି ପାଠ ପଢ଼ାଉ ଥିବାର ଦେଖିବାକୁ ମଧ୍ୟ ମିଳୁ ନାହାନ୍ତି। ଆଜିକାଲି ର ଛାତ୍ରଛାତ୍ରୀ ମାନେ ମାର୍କ ତ ବହୁତ ନେଇ ଆସୁଛନ୍ତି କିନ୍ତୁ କାହା ପାଖରେ ଜ୍ଞାନ ଥିବା ଭଳି ଜଣାପଡୁ ନାହିଁ। କିନ୍ତୁ ଏହି ସ୍ୱାର୍ଥପର ଦୁନିଆଁ ରେ ଏବେ ବି ଜଣେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଯେଉଁ ମାନେ କି ପିଲା ଙ୍କୁ ପାଠ ପଢ଼ିବା ର ଭିନ୍ନ ଭିନ୍ନ ଉପାୟ ବାଛି ଥାନ୍ତି। ଆଉ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଜଣେ ଅଙ୍ଗନବାଡି ଦିଦି ଙ୍କ ର ଭିଡ଼ିଓ ଭାଇରାଲ ହେଉଛି ଯାହାଙ୍କ ର ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆଉ ନିଶ୍ଚିତ ଭାବରେ କହିବେ କି ଶିକ୍ଷୟତ୍ରୀ ହେବ ତ ଏମିତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଅଙ୍ଗନବାଡି ଦିଦି ବେଶ ଚର୍ଚ୍ଚା ରେ ରହିଛନ୍ତି ,ଆଉ ତାଙ୍କ ଚର୍ଚ୍ଚା ର କାରଣ ଜାଣିଲେ ଆପଣ ତାଙ୍କୁ ପ୍ରଶଂସା କରି ଉଠିବେ। ତେବେ ଆପଣ ମାନେ ଜାଣିଛନ୍ତି କି କୁନି କୁନି ପିଲା ଙ୍କୁ ପାଠ ପଢେଇବା ବହୁତ କଷ୍ଟ ଅଟେ ,ତେଣୁ ଏମାନ ଙ୍କୁ ପଢିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣେଇ ବାକୁ ହୋଇଥାଏ। ତେବେ ଏହି ଦିଦି ଏମିତି ଏକ ଉପାୟ ଆପଣେଇଛନ୍ତି ଯାହା ଦ୍ୱାରା ପିଲା ମାନେ ପାଠ ବି ପଢୁଛନ୍ତି ଆଉ ମଜା ବି କରୁଛନ୍ତି।

ତେବେ ଭଦ୍ରକ ର ଏହି ଅଙ୍ଗନବାଡି ଦିଦି ଜଣଙ୍କ ପିଲାଙ୍କୁ ପଢ଼ିବା ସମୟରେ ଗୀତ ଗାଇ ଏବଂ ଡ଼୍ୟାନ୍ସ କରି ପଢ଼ୁଛନ୍ତି। ପିଲା ମାନେ ମଧ୍ୟ ଦିଦି ଙ୍କ ଗୀତ ରେ ତାଳ ଦେଉଛନ୍ତି ଆଉ ତାଙ୍କର ନାଚ ଦେଖି ମନ ଖୁସି ରେ ପାଠ ପଢୁଛନ୍ତି। କାହାର କିଛି ଅସୁବିଧା ନାହିଁ ସବୁ ପିଲା ରେଗୁଲାର ଅଙ୍ଗନବାଡି ଆସୁଛନ୍ତି ଆଉ ଦିଦି ଙ୍କର ଗୀତ , ନାଚ ସହ ପାଠ ପଢୁଛନ୍ତି। ତେବେ ଦିଦି ଜଣଙ୍କ ଛୋଟ ଛୋଟ ପିଲା ମାନ ଙ୍କୁ ଭିନ୍ନ ଭିନ୍ନ କେରେକ୍ଟର ରେ ସଜେଇ ସେମାନ ଙ୍କୁ ନାଟକ ମାଧ୍ୟମ ରେ ପାଠ ପଢ଼ୁଛନ୍ତି।ଗୀତ ଓ ନାଟକ ର ନାମ ରହିଛି “ମାମୁଁ ଘରେ କିଏ କିଏ ରୁହନ୍ତି” ଆଉ ତା ପରେ ସେ ଜଣଙ୍କ ପରେ ଜଣ ଙ୍କୁ ନେଇ ପିଲା ଙ୍କୁ ପଢ଼ାଉଛନ୍ତି।

ଆଉ ଏହି ଅଙ୍ଗନବାଡି ଦିଦି ଙ୍କର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିବା ସହ ଦିଦି ଙ୍କର କୁନି ପିଲାଙ୍କୁ ପଢ଼ିବା ର ଏହି ନୂଆ ଆନ୍ଦାଜ କୁ ଖୁବ ପ୍ରଶଂସା କରିଛନ୍ତି। ତେବେ ଆପଣ ମଧ୍ୟ ଭିଡିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ ଆପଣ ମଧ୍ୟ ତାଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment