Swastik Tv News Odisha

ଅଜବ ପ୍ରଶ୍ନ ! ମୋ ମା’ ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ? ଯାହାର ଉତ୍ତର 99 % ଲୋକଙ୍କୁ ଜଣା ନାହିଁ, 2 ସେକେଣ୍ଡ ସମୟ ଥିଲେ ଉତ୍ତର ଦେଇ ଦେଖାଅ

0

ବର୍ତ୍ତମାନ ର ସମୟରେ କୌଣସି ଚାକିରୀ କରିବା ପୂର୍ବରୁ ସର୍ବପ୍ରଥମେ ବୁଦ୍ଧି ପରୀକ୍ଷା କରାଯାଇଥାଏ । ବୁଦ୍ଦି ପରୀକ୍ଷାରେ ଯେଉଁମାନେ ଉତ୍ତିର୍ଣ୍ଣ ହୋଇଥାନ୍ତି , ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥାନ୍ତି । ପିଲାମାନେ କୌଣସି ପ୍ରକାର ଚାକିରୀ ପାଇବା ପାଇଁ ଅନେକ ପରିଶ୍ରମ କରିଥାନ୍ତି , ଏବଂ କେହି କେହି ସହଜ ପ୍ରଶ୍ନର ମଧ୍ୟ ଉତ୍ତର ଦେଇ ପାରନ୍ତି ନାହିଁ । ଯାହା ଫଳରେ ସେମାନଙ୍କୁ ପୁଣି ଥରେ ଅପେକ୍ଷା କରିବା ପାଇଁ ପଡିଥାଏ । ଆଇଏସ ,ଆଇପିଏସ ଇଣ୍ଟରଭ୍ୟୁ ମାନଙ୍କରେ ମଜାଳିଆ ପ୍ରଶ୍ନ ମାନ ପଚାରାଯାଇଥାଏ , ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ । କେତେକ କ୍ଷେତ୍ରରେ ସାମାନ୍ୟ କଷ୍ଟ ଦାୟକ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ମଜାଳିଆ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।

1. ମୁଁ ବାୟୁ ଠାରୁ ହାଲୁକା କିନ୍ତୁ ଶହେ ଲୋକ ମୋତେ ସାବଧାନରେ ଉଠାନ୍ତି ମୁଁ କିଏ ?
ଉତ୍ତର – ବେଲୁନ ।

2. ଆହାତରୁ ତା ହାତ ହୁଏ ସେ ବହୁତ ଜା ହାତରେ ରହିଲା ସେ ମଜବୁତ ?
ଉତ୍ତର – ଟଙ୍କା ।

3. ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କଣ ହୋଇଥିବ ?
ଉତ୍ତର – ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନଥାଏ ।

4. ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର – ନାମ ।

5. ମମତା ଦେବୀଙ୍କର 5 ଜଣ ପୁଅ ସମସ୍ତଙ୍କର ଜଣେ ଲେଖାଏଁ ଭଉଣୀ ମମତା ଦେବୀଙ୍କର ସମୁଦାୟ କେତେଜଣ ସନ୍ତାନ ?
ଉତ୍ତର – 6 ଜଣ ।

6. ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ୱବାସୀଙ୍କୁ କିଏ ପ୍ରଥମେ ଅବଗତ କରାଇଥିଲେ ?
ଉତ୍ତର – ସାର ଆଇଜାକ୍ ନିଉଟନ ।

7. ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ?
ଉତ୍ତର – ଚିଉନି ଡଗ୍ । କାରଣ ତାଙ୍କ ମା’ଙ୍କୁ କୁକୁର ଏବଂ ତାଙ୍କ ବାପା ଙ୍କୁ କଦଳୀ ବୋଲି କୁହାଯାଏ

8. ଖାଇବାକୁ ଦେଲେ ବଞ୍ଚେ , ପିଇବାକୁ ଦେଲେ ମରେ ?
ଉତ୍ତର – ନିଆଁ ।

9. ଗୋଟିଏ ଗାଡି 4 ଟି ପାଇଲଟ୍ ?
ଉତ୍ତର – କୋକେଇ ।

10. ଜଣେ ଲୋକ 3 ଟଙ୍କା ରେ ନଡିଆ କିଣି 2 ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?
ଉତ୍ତର – ସେ ଆଗରୁ କୋଟିପତି ଥିଲା ।

11. ଆଗ ବାପା ଜନ୍ମ ନା ପୁଅର ଜନ୍ମ ?
ଉତ୍ତର – ପୁଅ ଜନ୍ମ ହେଲା ପରେ ଡାକିବ ।

12. ଆଜିକାଲି ଲୋକ କଣ ମାଗଣାରେ ବେଶି ମାରୁଛନ୍ତି ?
ଉତ୍ତର – ମିଶକଲ୍ ।

13. ତିନି ଅକ୍ଷର ନାମ ତାର , ଓଲଟା କିମ୍ୱା ସିଧା ଲେଖ ହେବ ସମାନ ?
ଉତ୍ତର – କଟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.