Swastik Tv News Odisha

ଅଣ୍ଟା ବିନ୍ଧା ( Back Pain ) ହେଲେ କ’ଣ କରିବେ ? | Dr. Amrita B Rao

0

ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କୁ ସ୍ୱାସ୍ଥ୍ୟ ହି ସମ୍ପଦ ହୋଇଥାଏ | ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମର ଶରୀରରେ ତୋ ବହୁତ ପ୍ରକାରର ରୋଗ ଦେଖା ଦେଇଥାଏ ଆଉ ଯାହାର ପ୍ରତିକାର ପାଇଁ ଆମେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର | ତେବେ ମୁଁ ସେମିତି ଗୋଟିଏ ରୋଗ ବିଷୟରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି ଯାହା ବିଷୟରେ ଆପଣ ଜାଣି ରଖିବା ଆବଶ୍ୟକ ହୋଇଥାଏ | ତେବେ କେତୋଟି ଉପାୟରେ ଆଉ କେତୋଟି ସତର୍କତା ମୂଳକ କାର୍ଯ୍ୟ ପ୍ରତି ଧ୍ୟାନ ଦେଲେ ଆପଣ ଏହି ଅଣ୍ଟା ବ୍ୟଥା ଜଣିତ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରିବା |

ତେବେ ସାଧାରଣତଃ ଅଣ୍ଟା ଆମ ମାନଙ୍କର ବିନ୍ଧିଥାଏ | କିନ୍ତୁ ଏହି ଅଣ୍ଟା ବିନ୍ଧିବା ଯଦି ସିଭିୟର ହେଇଯାଏ ତାହେଲେ ତାହା ଆମ ପାଇଁ ଵା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ |ତେବେ ଆମେ ସାଧାରଣ ଭାବରେ ଜାଣିଛୁ କି ଆମର ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଗୋଟିଏ ହାଡ଼ ରହିଥାଉ ଯାହାକୁ ଆମେ ମେରୁଦଣ୍ଡ ଵା ସ୍ପାଇନାଲ କୋଡ଼ ବୋଲି କହିଥାଉ | ତେବେ ସେହି ସ୍ପାଇନାଲ କୋଡ଼ ମଧ୍ୟରେ ଯୋଉ ଜୋଏଣ୍ଟ ରହିଛି ତାହା ଭିତରେ ଭାଙ୍କ ରହିଛି ଆଉ ଯଦି ତାହା ଦୁର୍ବଳ ହୋଇଯାଏ ତାହେଲେ ଆମର ଅଣ୍ଟା ବିନ୍ଧା ଭଳି ସମସ୍ୟା ଦେଖା ଯାଇଥାଏ | ତାହା ବ୍ୟତୀତ ଜ୍ୱର ଆସିବା ଵା ଚାଲିବା ଯୋଗୁଁ ଗୋଡ଼ ରେ ଯନ୍ତ୍ରଣା ହେବା ଏହି ଭଳି ସମସ୍ୟା ମଧ୍ୟ ଆମର ଅଣ୍ଟା ବିନ୍ଧାର କାରଣ ହୋଇଥାଏ | ତେବେ ଏହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ କରିବା ଆବଶ୍ୟକ |

ଆନ୍ତବିନ୍ଧା କେଉଁ କେଉଁ କାରଣ ରୁ ହୋଇଥାଏ ଓ ସେଥିରୁ ମୁକ୍ତି ପାଇବା ପାଇଁ କଣ କରିବା ଆବଶ୍ୟକ :-

1- ଆମର ଯଦି ମେଦ ବହୁଳତା ଅଧିକ ହୋଇଯାଇଥାଏ , ତାହେଲେ ମଧ୍ୟ ଏହା ଆମ ଅଣ୍ଟା ଉପରେ ପ୍ରେସର ପକାଇଥାଏ ଓ ଆମର ଅଣ୍ଟା ଯନ୍ତ୍ରଣା ହୋଇଥାଏ | ତେବେ ଆମେ ସେଥିରୁ ମୁକ୍ତି ପାଇବା ପାଇଁ ବେଲେନ୍ସ ଡାଏଟ କୁ ଖାଇବା ସହିତ ଆମର ଓଜନ କୁ କୋମାଇଲେ ମଧ୍ୟ ସେଥିରୁ ମୁକ୍ତି ପାଇବା |

2- ଯଦି ଆମେ ଅଫିସ ରେ ରେଗୁଲାର ବସିଥିବା ତେବେ ମଧ୍ୟ ଆମର ଅଣ୍ଟା ଯନ୍ତ୍ରଣା ହୋଇଥାଏ , ଆଉ ସେଥିରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ଲାଗତର ଭାବରେ ନ ବସି ମଝିରେ ମଝିରେ ଉଠି ଚଲା ବୁଲା କରିବା ଉଚିତ |

3- ଯଦି ଆପଣ ସବୁବେଳେ ବାଇକ ଚଲାଉଛନ୍ତି ଆଉ ରାସ୍ତା ରେ ଥିବା ହୋପ୍ସ ଉପରେ ଅଧିକ ଥର ଯାଉଛନ୍ତି ତାହେଲେ ମଧ୍ୟ ଏହା ଆମ ମେରୁଦଣ୍ଡ ଉପରେ ପ୍ରେସର ପକାଇଥାଏ ଓ ଆମର ଅଣ୍ଟା ଯନ୍ତ୍ରଣା ହୋଇଥାଏ | ତେବେ ଆମେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ |

4- ଯଦି ଆମେ ଅଧିକ ସମୟ କମ୍ପୁଟର ଚଳାଇବା ପାଇଁ ବସି ରହୁଛି ତାହେଲେ ଆମେ ଆମର କମ୍ପୁଟର ସହିତ ଆଡ଼ଜଷ୍ଟ କରିକି ବସିବା ଓ ଅଣ୍ଟା ଉପରେ ପ୍ରେସର ପକାଇବାକୁ ଦେବା ନାହିଁ |

ତେବେ ଏହି ଭଳି ଭାବରେ ଆମେ ଅଣ୍ଟା ବିନ୍ଧାରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.