Swastik Tv News Odisha

ଅଧା ରାତିରେ ଭୟଙ୍କର ଚନ୍ଦ୍ରନାଗ ( cobra ) ରଚିଲା ତାଣ୍ଡବ. ଗୋମାତା ବଞ୍ଚାଇଲା ଜୀବନ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସାପ କେତେ ଭୟଙ୍କର ଜୀବ ତାହା ତ ଆପଣ ଜାଣିଥିବେ। ତେବେ ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି।

ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ। ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।

ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। କିନ୍ତୁ ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ନାଗ ଭଳି ଏକ ଭୟଙ୍କର ବିଷଧର ସାପ ଯାହାର ନାମ ହେଉଛି ଚନ୍ଦ୍ରନାଗ, ତାର ରେସ୍କ୍ୟୁ ର ଭିଡିଓ ରହିଛି।କିପରି ଭାବରେ ବିପଦପୂର୍ଣ୍ଣ ସ୍ଥିତିକୁ ବି ସାହସର ସହିତ ସାମ୍ନା କରି ଏହି ସାପ ଟିକୁ ଉଦ୍ଧାର କରା ଯାଉଛି ତାହା ଥରେ ଦେଖନ୍ତୁ।

ଯଦିଓ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ତଥାପି ସାପ ଧରାଳି ମାନେ ଉପଯୁକ୍ତ ତାଲିମ୍ ନେବାପରେ ଯାଇ ଏପରି କରିବାରେ ସଫଳ ହୋଇଥାନ୍ତି।ଏଠାରେ ଏହି ସାପଟି ଏକ ଜାଳେଣି ରହିଥିବା ଘର ଭିତରକୁ ପ୍ରବେଶ କରିଥିଲା। ଏହାପରେ ଅଧ ରାତିରେ ସାପ ଧରାଳି ଙ୍କୁ ଜଣାଇବା ପରେ ସାପ ଧରାଳି ଜଣଙ୍କ କୌଶଳ କ୍ରମେ ଏହି ଚନ୍ଦ୍ରନାଗ ସାପଟିକୁ ଉଦ୍ଧାର କରି ନେଇ ଯାଇଥିଲେ।ଏହି ସାପଟି ଏଠାରେ କିପରି ଉଦ୍ଧାର ସମୟରେ ତାର ତାଣ୍ଡବ ରଚୁଛି ତାହା ଆପଣ ଏହି ଭିଡିଓ ରେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.