Swastik Tv News Odisha

ଅନ୍ଧାର ଘରେ ଏହି ମହିଳା ସହିତ ରହୁଥିଲା ଭୟଙ୍କର ଇଚ୍ଛାଧାରୀ ନାଗ ( Cobra ), ଆଉ ତା’ ପରେ ଯାହା ହେଲା ଆପଣ ବିଶ୍ୱାସ କରି ପାରିବେନି…

0

ବନ୍ଧୁଗଣ ପୁଣି ଏକ ସାପ ଉଦ୍ଧାରର ଏକ ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠି ଜଣେ ସ୍ନେକ ରେସ୍କ୍ୟୁଅର କିପରି ଭାବରେ କୌଶଳ କ୍ରମେ ସାପକୁ ଧରିଛନ୍ତି ତାହା ଦେଖିବାକୁ ମିଳିଛି। ତେବେ ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ।

ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ। ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।

ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ନିଜ ଉପରେ ଆଘାତ ଆସିଲେ ହିଁ ସେ ଜଣଙ୍କୁ ଆକ୍ରମଣ କରିଥାଏ। କିନ୍ତୁ ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। ଏଠାରେ ଏହି ସାପଟି ମହିଳାଂକ ସହିତ ଘରେ ରହୁଥିଲା।

ହଠାତ୍ ଏ ବିଷୟରେ ଜାଣିବା ପରେ ସାପ ଧରାଳି ଙ୍କୁ ସୂଚନା ଦିଆ ଯାଇଥିଲା।ପରେ ସାପ ଧରାଳି ଙ୍କୁ ଜଣାଇବା ପରେ ସାପ ଧରାଳି ଜଣଙ୍କ କୌଶଳ କ୍ରମେ ଏହି ନାଗସାପ ଟିକୁ ଉଦ୍ଧାର କରି ଏହାକୁ ପୂରାଇ ନେଇ ଯାଉଥିବାର ଦେଖିବାକୁ ମିଳିଚି।ଏହି ସାପଟି କିପରି ଭାବରେ ପ୍ରତିକ୍ରିୟା ଦେଖାଉଛି ଉଦ୍ଧାର ସମୟରେ ତାହା ଥରେ ଦେଖନ୍ତୁ। ଏହାକୁ ଉଦ୍ଧାର କରିବା ପରେ ଘରର ମହିଳା କାନ୍ଦୁଥିବା ବେଳେ ସାପକୁ ଛାଡି ଦେବାକୁ କହୁଛନ୍ତି। କିନ୍ତୁ ସାପ ଧରାଳି ଜଣଙ୍କ ତାଙ୍କ ବୁଝାଉଛନ୍ତି କି ଏପରି ବିଷଧର ସାପକୁ ରଖିବା କେତେ ବିପଦ ଜନକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.