Swastik Tv News Odisha

ଅନ୍ଧାର ରାତିରେ ଆପେ ଚାଲୁଛି ଟ୍ୟୁବୱେଲ୍.. ଦେଖିଲା ପରେ ନିଜେ ବି ବିଶ୍ୱାସ କରିପାରିବେନି… ଦେଖନ୍ତୁ Video

0

ଆଜିର ବିଜ୍ଞାନ ବହୁତ ଆଗେଇଲାଣି। ଲୋକ ମାନେ ଯାଇ ଚନ୍ଦ୍ରମା ରେ ପାଦ ଥାପିଲେଣି। ପ୍ରତି ଦିନ କିଛି ନା କିଛି ନୂଆ ନୂଆ ଆବିଷ୍କାର ହେଉଛି। ତେବେ ଆମେ ଆଜି ବିଜ୍ଞାନ ବଳରେ ଅନେକ କିଛି ସୁବିଧା ହାସଲ କରି ପାରିଛୁ। ହେଲେ ଆଜି ବି ଲୋକ ମାନଙ୍କ ମନ ମଧ୍ୟରେ ଭୂତ ପ୍ରେତର ଭୟ ଭରି ରହିଛି। ଯାହାକି ଆମେ ସେଗୁଡିକୁ ବିଶ୍ୱାସ କଲେ ମଧ୍ୟ ବିଜ୍ଞାନ ଏହାକୁ ବିଶ୍ୱାସ କରେ ନାହିଁ। ହେଲେ ଲୋକ ମାନେ ଯେଉଁ ମାନେ କି ବିଜ୍ଞାନ ଉପରେ ବିଶ୍ୱାସ କରନ୍ତି। ସେମାନଙ୍କର ଭୂତ ପ୍ରେତ ଉପରେ ଭରଷା ନଥାଏ।

ହେଲେ ଅନେକ ଅଛନ୍ତି ବିଜ୍ଞାନ ସହିତ ଯୋଡିକି ଭୂତ ପ୍ରେତ ଉପରେ ଭରଷା କରନ୍ତି। ତେବେ ଏସବୁ କହିବାର ଅର୍ଥ ହେଉଛି ଯେ ସୋସିଆଲ ମିଡିଆରେ ଏକ ଭୂତ ପ୍ରେତର ଭିଡ଼ିଓ ଭାଇରାଲ ହେଉଛି। ଯାହାକି ଟ୍ଵିବେଲ ଆପେ ଆପେ ଚାଲୁଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ ସତ୍ୟା ସତ୍ୟ ବିଷୟରେ। ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବା ପାଇଁ ପାଇଥିବେ ଯାହାକି ଆପଣ ମାନଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଥାଏ। ବେଳେ ବେଳେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଥାଏ ଯାହା ଆମକୁ ସତ ବୋଲି ମନେହୁଏ।

ହେଲେ ବର୍ତ୍ତମାନ ସମୟରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି, ଆପଣ ସମସ୍ତେ ଜାଣିଥିବେ। ଆଗରୁ ଯେଉଁ ଟ୍ଵିବଲ ହାତରେ ମାଡ଼ିଲେ ସେଥିରୁ ପାଣି ବାହାରି ଯାହା ଆମେ ସମସ୍ତେ ଜାଣିଥାଉ। ହେଲେ ଏଭଳି ଆପେ ଆପେ ଟ୍ଵିବଲ ଚାଲିବା ଏହା ବାସ୍ତବରେ ଏକ ଅଦ୍ଭୂତ ଘଟଣା କହିଲେ କିଛି ଭୂଲ ହେବ ନାହିଁ। ଏହା ଏକ ପ୍ରକାର ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଏବେ ଏହି ଘଟଣାକୁ ଅନେକ ଲୋକ ବିଶ୍ୱାସ କରୁଥିବା ବେଳେ ଅନେକ ଏହାକୁ ବିଶ୍ୱାସ କରୁ ନାହାନ୍ତି। ତେବେ ଆପଣ ମଧ୍ୟ ବିଶ୍ୱାସ କରୁଛନ୍ତି କି ନାହିଁ ତାହା ଆପଣ ମାନେ ଜାଣିଥିବେ।

ହେଲେ ବିଜ୍ଞାନ ସବୁବେଳେ ଲୋଜିକ ଉପରେ ଭରଷା କରେ ବିନା ଲୋଜିକ ରେ ଅନ୍ଧ ଭଳି ବିଶ୍ୱାସ କରିବା ଠିକ ନୁହେଁ। ତେବେ ଏହି ଭିଡ଼ିଓରେ ମଧ୍ୟ ଅନେକ କିଛି ଲୋଜିକ ରହିଥାଇ ପାରେ। ଯାହା ଆମେ ଆପଣ ମାନଙ୍କୁ ଦେଖାଇବୁ , ଟ୍ଵିବଲ କେବେ ବି ଆପେ ଆପେ ଚାଲିବ ନାହିଁ। ହୁଏତ କେହି ଜଣେ ଏକ ସୂତା ଲଗାଇ ଟାଣୁଛି ଯେଉଁ ସୂତା ଲୁଚା ଯାଇଥିବା। ଏହାକୁ କେହି ଜଣେ ଏପରି କରି ଲୋକଙ୍କୁ ଡ଼ରେଇବା ପାଇଁ କରିଥାଇ ପାରେ। ସୋସିଆଲ ମିଡିଆରେ କେତେ ଭିଡ଼ିଓ ଠିକ ଏପରି ଭାଇରାଲ ହେଉଛି। ଯାହାକି ଲୋକ ମାନେ ଅନ୍ଧ ଭଳି ବିଶ୍ୱାସ କରିନେଉଛନ୍ତି। ତେଣୁ ଆପଣ ମାନେ କୌଣସି ଅନ୍ଧ ବିଶ୍ୱାସକୁ ଭରଷା କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.