Swastik Tv News Odisha

ଅଭିନେତ୍ରୀ Debjani ଙ୍କ ଘରକୁ ଆସିଲା ବଡ ଦୁଖଦଃ ଖବର, ଦେଖିଲେ ଆଖୁ ଲୁହ ଆସିଯିବ, ଦେଖନ୍ତୁ ଭିଡିଓ

0

ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା କଳାକାର ଭାବରେ ଅଭିନେତ୍ରୀ ଦେବଯାନୀ ଙ୍କୁ କିଏ ବା ନଜାଣେ। ଯିଏକି ଅନେକ ସମୟରେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ, ବ୍ୟକ୍ତିଗତ ଜୀବନର ଅନେକ ମୁହୂର୍ତ୍ତକୁ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ଆପଣ ତ ଜାଣିଛନ୍ତି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ସେହି କାରଣରୁ ଟିକେ ଭିନ୍ନ ଧରଣର ହୋଇଥାଏ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ଏହି ଅଭିନୟ ଜଗତରେ।

ଆଉ ଯେଉଁଥିପାଇଁ କଳାକାର ମାନଙ୍କ ପାଇଁ ଦର୍ଶକଙ୍କ ଏକ ଭିନ୍ନ କ୍ରେଜ୍ ଥିବା ଦେଖିବାକୁ ମିଳିଥାଏ।ତେବେ ଆପଣ ଅନେକ ସମୟ ରେ ଜାଣିବାକୁ ପାଉଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ କିପରି ଅନେକ କଥାକୁ ନେଇ ରହସ୍ୟ ଭରି ରହିଥାଏ। ସେମାନେ ତାଙ୍କ ଜୀବନର ଅନେକ କଥାକୁ, ଅନେକ ମୁହୂର୍ତ୍ତକୁ ଦର୍ଶକଙ୍କ ସାମ୍ନାକୁ ଆଣିଥାନ୍ତି। ଯେଉଁଥି ପାଇଁ ଦର୍ଶକ ମାନେ ସେମାନଙ୍କ ବିଷୟରେ ଜାଣିବାକୁ ସୁଯୋଗ ପାଇଥାନ୍ତି।ଆଉ ଅଭିନୟ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ହୋଇଥାଏ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା ବୈବାହିକ ଜୀବନ କଥା ହେଉ ସବୁଥିରେ ଏକ ନିଆରା ଉପସ୍ଥାପନା ଦେଖିବାକୁ ମିଳିଥାଏ ଅଭିନୟ ଜଗତରେ।

ତେବେ ସେହିପରି ଅନ୍ୟ ମାନଙ୍କ ଭଳି ଲୋକପ୍ରିୟ ଅଭିନେତ୍ରୀ ଦେବଯାନୀ ମଧ୍ୟ ତାଙ୍କର ଫଟୋ, ଭିଡିଓ ଆଦି ସେୟାର, ପୋଷ୍ଟ କରିବାକୁ ନେଇ ସୋସିଆଲ ମିଡିଆରେ ସମୟ ସମୟରେ ବେଶ ଚର୍ଚ୍ଚାରେ ରହିଥାନ୍ତି।ଓଡ଼ିଆ ସିନେମା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ସେ ହେଉଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ। ତାଙ୍କର ଅଭିନୟ ଏବଂ ବ୍ୟକ୍ତିତ୍ଵ ଉଭୟ ଆକର୍ଷଣୀୟ ଏବଂ ନିଆରା ଅଟେ। ଏବେ ତାଙ୍କର ଏକ ଦୁଃଖଦ ମୁହୂର୍ତ୍ତ ର ଭିଡିଓ ସାମ୍ନାକୁ ଆସିଛି।ଯେଉଁ ଭିଡିଓ ରେ ସେ ଦୁଃଖରେ ଥିବା ଏବଂ କାନ୍ଦୁ ଥିବାର ଦେଖିବାକୁ ମିଳିଛି। କାରଣ ସେ ତାଙ୍କର ଅତି ପ୍ରିୟର ପୋଷା କୁକୁର କୁ ହରାଇ ଅଛନ୍ତି। ତାର ମୃତ୍ୟୁ ଘଟିଛି। ଏହାପରେ ତାକୁ ପୋତି ଦେବାକୁ ସେ କୁକୁରକୁ ନେଇ ଆସିଛନ୍ତି।

ଏକ ସ୍ଥାନରେ ଗାତ ଖୋଳି ସେ ତାଙ୍କ ମୃତ କୁକୁରକୁ ଫୁଲ ମାଳ ଦେଇ ପୋତି ଦେଉଥିବାର ଦେଖିବାକୁ ମିଳିଛି। ଏହାପରେ ସେ ତା ଉପରେ ବାଲି ପକାଇ ସେ ତାକୁ ସମାନ କରୁଛନ୍ତି ଏଵଂ କୁକୁର କୁ ପୋତିଥିବା ସ୍ଥାନ ଉପରେ ଫୁଲ ମାଳ ଦେଉଛନ୍ତି। କୁକୁରକୁ ହରାଇ ସେ ଯେଉଁଭଳି ଭାବରେ କାନ୍ଦୁଛନ୍ତି ଏବଂ ଦୁଃଖ କରୁଛନ୍ତି, ତାକୁ ଦେଖି ଜଣା ପଡୁଛି ଯେ ଏହି ଅଭିନେତ୍ରୀ ଜଣଙ୍କ ବାସ୍ତବରେ ପଶୁ ମାନଙ୍କୁ କେତେ ଭଲ ପାଆନ୍ତି ଏବଂ ତାଙ୍କ କୁକୁରକୁ କେତେ ସେ ସ୍ନେହ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.