ଅଶ୍ରୁମୋଚନ ମହାନ୍ତି ଙ୍କ ନିର୍ଦେଶନା “ମୋ ବର୍ଣ୍ଣବୋଧ ହଜିଯାଇଛି “ରାଜଧାନୀ ଅପେରା… ଦେଖନ୍ତୁ ଜବରଦସ୍ତ ରିହଲସେଲ…

ବନ୍ଧୁଗଣ ଯାତ୍ରା ଜଗତର ଅନେକ ଦୃଶ୍ୟ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ। ଯାହା ଆପଣ ଷ୍ଟେଜରେ ଦେଖିବାକୁ ପାଇଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଷ୍ଟେଜ ରେ ଯାତ୍ରା ହେବା ପୂର୍ବରୁ କିପରି ଏହାର ରିଆରସେଲ ହୋଇଥାଏ ସେହି ଦୃଶ୍ୟକୁ ଦେଖାଇବାକୁ ଯାଉଛୁ। ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାତ୍ରା ଜଗତର କିଛି ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ ଏବଂ ନିଜର ପ୍ରିୟର କଳାକାର କୁ ଏପରି ଭାବରେ ଦେଖିବାକୁ ପାଇ ନିଶ୍ଚିତ ଆନନ୍ଦିତ ମଧ୍ୟ ହେବେ। ସେହିପରି ଜଣେ କଳାକାର ଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ବହୁତ୍ ଭଲ ପାଆନ୍ତି।

ତେବେ ଏହି କଳାକାର ଜଣଙ୍କ ନାମ ହେଉଛି ଅଶ୍ରୁମୋଚନ ମହାନ୍ତି। ଯିଏକି ଜଣେ ଟିଭି, ସିରିଏଲ୍ କଳାକାର ଅଟନ୍ତି। ଜଣେ ଅଭିନେତା ଭାବରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ତାଙ୍କର ଆକର୍ଷନୀୟ ଅଭିନୟ କରି ସମସ୍ତଙ୍କୁ ତାଙ୍କର ଭଲପାଇବା ର ଡୋରରେ ବାନ୍ଧି ରଖିଛନ୍ତି।ସେ ଅନେକ ଲୋକପ୍ରିୟ ଓଡ଼ିଆ ସିନେମା କରି ଏକ ଭିନ୍ନ ଲୋକପ୍ରିୟତା ପାଇଥିଲେ। ଯେଉଁଠି ତାଙ୍କ ଚରିତ୍ର ବେଶ୍ ଆକର୍ଷଣୀୟ ରହିଥିଲା।ସାରା ଓଡ଼ିଶା ରେ ସେ ବେଶ ପରିଚିତ ଚେହେରା। ଆଜିବି ଅଗଣିତ ଦର୍ଶକ ତାଙ୍କୁ ବହୁତ୍ ଭଲ ପାଆନ୍ତି। ସିନେମା, ଧାରାବାହିକ ଦୁନିଆରେ ଯୋଗ ଦେବା ପରେ ସେ ଯାତ୍ରା ଜଗତରେ ପାଦ ଦେଇଥିଲେ।

ଆଉ ଯାତ୍ରା ଜଗତରେ ଯୋଗ ଦେବା ପରେ ଲୋକ ତାଙ୍କୁ ପାଖରୁ ଦେଖିବାକୁ ପାଇ ବହୁତ୍ ଖୁସି ହୋଇଥିଲେ। ତେବେ ଆପଣ ମାନେ ଜାଣିଛନ୍ତି ଏବେ ଯାତ୍ରା ଜଗତର ସେ ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ କଳାକାର।ଜଣେ ଯାତ୍ରା କଳାକାର ଭାବରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ। ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି। ଭାରି ନିଆରା ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ ଯାତ୍ରା ପ୍ୟାଣ୍ଡେଲରେ।ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ଜୀବନ କୁ ଅତିବାହିତ କରି ଥାଆନ୍ତି।

ତାଙ୍କ ଅଭିନୟ କେତେ ଆକର୍ଷଣୀୟ ଏବଂ ଜୀବନ୍ତ ତାହା ଆପଣ ତାଙ୍କର ଅଭିନୟ ଦେଖିଲେ ଜାଣି ପାରିବେ।ତେବେ ଯାତ୍ରା ପେଣ୍ଡଲ ରେ ଚହଳ ସୃଷ୍ଟି କରୁଥିବା ଏହି ଅଭିନେତା ଜଣଙ୍କୁ ତାଙ୍କର ଅଗଣିତ ପ୍ରସଂଶକ ମାନେ ବହୁତ୍ ଭଲ ପାଇଥାନ୍ତି।ବାସ୍ତବ ଜୀବନରେ ବହୁତ୍ ସୁନ୍ଦର୍ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି ଅଶ୍ରୁ ମୋଚନ ମହାନ୍ତି।ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ସେ ଏକ ଯାତ୍ରାର ରିଆରସେଲ ପାଇଁ ନିର୍ଦ୍ଦେଶନା ଦେଉଥିବାର ଦେଖିବାକୁ ମିଳୁଛି।ଏହା ହେଉଛି ରାଜଧାନୀ ଅପେରା ର ଏକ ସୁନ୍ଦର୍ ନାଟକ ମୋ ବର୍ଣ୍ଣବୋଧ ହଜିଯାଇଛି।ଏହି ସୁନ୍ଦର୍ ଦୃଶ୍ୟ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment