Swastik Tv News Odisha

ଅସହାୟ ଭୋକିଲା ବୁଢ଼ୀ ମା” ଘରେ ଏକୁଟିଆ ଥିଲା ବେଳେ ହଠାତ ବାହାରିଲା ଭୟଙ୍କର ନାଗ ସାପ ( Cobra )… ଆଉ ତା’ ପରେ ଯାହା ଘଟିଲା ଆଖିରେ ଦେଖିବା ଅସମ୍ଭବ….

0

ପୁଣିଥରେ ଏକ ବିଷଧର ଏଵଂ ଭୟାନକ ସାପ ଉଦ୍ଧାରର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ ନିଶ୍ଚିତ।ଏହା ଏକ ଏପରି ବିରଳ ସାପ ଯାହା ବହୁତ୍ କମ୍ ଦେଖିବାକୁ ମିଳିଥାଏ। ସାପ ଏମିତି ଏକ ଜୀବ ଯାହାକୁ ସମସ୍ତେ ଭୟ କରନ୍ତି। ନିଶ୍ଚିତ ଭାବରେ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।

ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଭୟ ସୃଷ୍ଟି କରିଥାଏ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ତେଣୁ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା ଏବଂ ଦେଖିବା ଏମିତି ଏକ ସାପ ଉଦ୍ଧାରର ଭିଡିଓ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ତେବେ ଏହି ସାପ ଉଦ୍ଧାର ର ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏବେ ଯେଉଁ ଖତରନାକ ସାପର ଭିଡିଓ ଭାଇରାଲ ହେଉଛି ତାହା ହେଉଛି ଏକ ବିଶାଳକାୟ ନାଗ ସାପର ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। କାରଣ ଏହା ଏମିତି ହିଁ ଏକ ଭିଡିଓ ଯେଉଁଥିରେ ସାପ ମଣିଷ ଭଳି ଗର୍ଜନ କରୁଛି।ଏହା ଦେଖିବାକୁ ମଧ୍ଯ ଅଜବ ଭଳି ହୋଇଛି। ସୂଚନା ଅନୁସାରେ ଓଡ଼ିଶା ରାଜ୍ୟରେ ଦେଖିବାକୁ ମିଳିଛି ଏହି ଅଜବ ଧରଣର ସାପ। ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ଆଉ ଏହାର ଭିଡିଓ ବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଓଡ଼ିଶା ରାଜ୍ୟର ଏକ ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଜବ ଧରଣର ସାପ।

ଜଣେ ବୁଢୀ ମାଆ ଏହି ସାପକୁ ଦେଖିବାକୁ ପାଇ ଅନ୍ଯ ମାନଙ୍କୁ କହିବା ପରେ ସେମାନେ ସାପ ଧରାଳି ଙ୍କୁ ଜଣାଇ ଥିଲେ। ସାପଟି ଏକ ଗୋବର ରେ ନିର୍ମିତ ଘଶି ଗଦା ତଳେ ରହିଥିଲା। ସାପ ଧରାଳି ଜଣଙ୍କ ଆସି କୌଶଳ କ୍ରମେ ଏହି ଭୟଂକର ସାପକୁ ଉଦ୍ଧାର କରିଥିଲେ।ସେ କିପରି ସାପଟିକୁ ଉଦ୍ଧାର କରୁଛନ୍ତି ତାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।ଏହି ସାପଟି କେତେ ଭୟଙ୍କର ସେ ବିଷୟରେ ସେ କହିଛନ୍ତି। ଯିଏ କାମୁଡିବା ମାତ୍ରେ ହଠାତ୍ ଚିକିତ୍ସା ନହେଲେ ମୃତ୍ୟୁ ହେବା ନିଶ୍ଚିତ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.