ଅସୀମା ( Aseema ) ଏବଂ ମଣ୍ଟୁ ଛୁରିଆ ( Mantu Chhuria ) ଙ୍କ ଏହି ଗୀତ ” Chala Jiba BULLET Nei ” ମାତ୍ର 4 ଘଣ୍ଟାରେ 16 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଭାଇରାଲ ହେଉଛି ଏପରି ଗୋଟିଏ ଭିଡିଓ ଯାହା ବିଷୟରେ ଆପଣ ମଧ୍ୟ ଜାଣିଲେ ବହୁତ ଖୁସି ହୋଇଯିବେ |ତେବେ ଆମ ଅଲିଉଡ ଇଣ୍ଡୋଷ୍ଟ୍ରି ଏବେ ଏତେ ଆଗକୁ ଗଲାଣି କି ଆମର ଗୀତ ହେଉ କି ନାଚ ତାହା ସାରା ବିଶ୍ୱରେ ନିଜର ନାଁ କୁ ବଜାଇ ରଖିଛି | ତେବେ ବିଶେଷ କରିକି ଗୀତ ଏତେ ଭଲ ହୁଏ କି ତାହା ଦର୍ଶକ ମାନଙ୍କର ମନକୁ ଛୁଇଁ ଦେଇଥାଏ | ଆଉ ଏଇଟା କେବଳ ସମ୍ଭବ ହୋଇଥାଏ ଆମର ସଂଗୀତ କାର ମାନଙ୍କ ପାଇଁ | ତାହେଲେ ଆସନ୍ତୁ ସେହି ଭଳି ଦୁଇଜଣ ସିଙ୍ଗର ଙ୍କ ବିଷୟରେ ଆଜି ଆମେ ଜାଣିନ ଯାହାଙ୍କର ଗୀତ ଏବେ ଅଲ ଓଡିଶା ରେ ଖୁବ ଭାଇରାଲ ହେବାରେ ଲାଗିଛି |

ତେବେ ସୂଚନା ଅନୁସାରେ ଦେଖିବାକୁ ମିଳିଛି କି ଆମ ଓଡିଶା ର ସଂଗୀତ ଜଗତରେ ନିଜର ଟେଲେଣ୍ଟ ବଳରେ ବହୁତ ମାତ୍ରାରେ ଲୋକ ମାନଙ୍କର ମନ କୁ ଛୁଏଇ ପାରୁଥିବା ସିଙ୍ଗର ଦୁଇ ଜଣ ହେଉଛନ୍ତି ଅସୀମା ପଣ୍ଡା ଆଉ ମଣ୍ଟୁ ଛୁରିଆ | ଆମ ଅଲିଉଡ ଜଗତ ପାଇଁ ସବୁବେଳେ ଦମଦାର ଗୀତ ଆଣି ଦର୍ଶକ ମାନଙ୍କୁ ତାଙ୍କର ଯାଦୁରେ ଝୁମେଇ ଥିବା ସିଙ୍ଗର ଦୁଇଜଣ ହେଉଛନ୍ତି ଆସିମା ପଣ୍ଡା ଆଉ ମଣ୍ଟୁ ଛୁରିଆ | ତେବେ ଖାଲି ଆଜି ନୁହଁ ସେମାନେ ଏହି ଅଲିଉଡ ଜଗତ ପାଇଁ ସବୁବେଳେ ତାଙ୍କର ସଂଗୀତ ର ଯାଦୁରେ ଝୁମେଇ ଥାନ୍ତି|

ତେବେ ଏବେ ପୁଣି ଥରେ ସେହି ଦମଦାର ସିଙ୍ଗର ଦୁଇଜଣଙ୍କର ଦମଦାର ଗୀତ ଗୋଟିଏ ପ୍ରକାଶ ପାଇବାକୁ ଯାଉଛି ତାହା ହେଉଛି “ଚାଲ ଯିବା ବୁଲେଟ ନେଇ ” | ତେବେ ଏହି ଗୀତ ଟି ପ୍ରକାଶ ପାଇବା ପରେ ଲୋକ ମାନଙ୍କ ମନରେ ଗୀତ ପ୍ରତି ଥିବା ଭଲ ପାଇବା ଟା ଆଉ ଟିକିଏ ବଢ଼ି ଯାଇଛି | କାରଣ ଆମେ ଜାଣିଛୁ କି ମଣ୍ଟୁ ଛୁରିଆ ଆଉ ଅସୀମା ହେଉଛନ୍ତି ଆମ ଅଲିଉଡ ଜଗତ ର ନାମ କରା କଳାକାର | ଆଉ ଯିଏକି ନିଜର କଳା ଅର୍ଥାତ ଟେଲେଣ୍ଟ ମାଧ୍ୟମରେ ଅନେକ ଗୀତ ଗାଇ ଆସିଛନ୍ତି |

ତେବେ ସେମାନଙ୍କ ଗୀତ ରେ ଏତେ ଯାଦୁ ଥାଏ କି ଯିଏ ବି ଶୁଣିବ ମୁଗ୍ଧ ହୋଇଯିବ | ତେବେ ସେମାନଙ୍କର ବହୁତ ଗୀତ ବାହାରିଥିଲେ ମଧ୍ୟ |ମଣ୍ଟୁ ଛୁରିଆ ଆଉ ଅସୀମା ଙ୍କୁ ନେଇକି ଆଜି ଯେଉଁ ଗୀତ ଟି ବାହାରିଛି, ତାହା ଦର୍ଶକ ମାନଙ୍କ ହୃଦୟକୁ ଅଧିକ ଛୁଇଁ ପାରିବ ବୋଲି ଆଶା ରହିଛି | ତେବେ ଏବେ ଯାହା ପାଖରେ ଦେଖିବ କେବଳ ଗୋଟିଏ ଗୀତ ବାଜୁଛି ସେହି ବୁଲେଟ ଗୀତ ଟି | ତେବେ ଏହି ଗୀତଟି ବର୍ତ୍ତମାନ ଭାଇରାଲ ହେବା ପରେ ଗୀତ ପ୍ରତି ସମସ୍ତ ଙ୍କର ଆଗ୍ରହ ବଢ଼ି ଯାଇଛି ଓ ଯାହା ମୁହଁରେ ଶୁଣିବ ସେହି ଗୋଟିଏ ଗୀତ ବାହାରୁଛି | ଯାହା ଏବେ ଖୁବ ମାତ୍ରା ରେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ଓ ଆସିମା ଆଉ ମଣ୍ଟୁ ଛୁରିଆ ଙ୍କୁ ମଧ୍ୟ ଅନେକେ ପ୍ରସଂଶା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment