Swastik Tv News Odisha

ଆକସ୍ମିକ ଭାବରେ ଠାକୁର ଘରେ ଆବିର୍ଭାବ ହେଲେ ନାଗ ଦେବତା ପରେ ମହିଳା ଯେତେବେଳେ ତାଙ୍କୁ କ୍ଷୀର ପିଏଇବାକୁ ଗଲେ ଯାହା ହେଲା ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

0

ଯଦିଓ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ସମାଜ ରେ ବସବାସ କରୁଛନ୍ତି ତଥାପି ଭଗବାନ ଙ୍କର ଉପରେ ଆମେ ବିଶ୍ଵସ ରଖିଥାଉ। ଏହି ସଂସାରର ସୃଷ୍ଟି କର୍ତ୍ତା ହେଉଛନ୍ତି ଭଗବାନ ଆଉ ଏହାର ସଂହରକର୍ତା ମଧ୍ୟ। ତାଙ୍କର ଲୀଳା କାହାକୁ ବି ବୁଝି ଆସେ ନି ।ଖାଲି ଏତିକି ନୁହେଁ ବରଂ ନିଜର ଭକ୍ତ ମାନଙ୍କ ପାଖକୁ ଭଗବାନ କେତେ ବେଳେ କେଉଁ ରୂପରେ ଆସିଥାନ୍ତି ତାହା ଜାଣିବା କଷ୍ଟକର ହୋଇଥାଏ। ତେବେ ପୁରାଣ ଶାସ୍ତ୍ର ଅନୁସାରେ ଆମର ୩୩ କୋଟି ଦେବାଦେବୀ ରହିଛନ୍ତି। କିନ୍ତୁ ଏହି ୩୩ କୋଟି ଦେବା ଦେବୀ ମଧ୍ୟରୁ ଭଗବାନ ଶିବ କିଛି ନିଆଁର ଅଟନ୍ତି ।

ଭଗବାନ ଶିବ ତାଙ୍କର ବେଶ ପୋଷାକ ତଥା ତାଙ୍କର ଶାରୀରିକ ଗଠନ ସବୁ ଭଗବାନ ଙ୍କ ଠାରୁ ବହୁତ ଭିନ୍ନ ଓ ସ୍ଵତନ୍ତ୍ର ଅଟେ ।ତେବେ ତେବେ ଆପଣ ମାନେ ତ ଜାଣିଥିବେ କି ଆମ ପୁରାଣ ଶାସ୍ତ୍ର ଅନୁସାରେ ତଥା ଆମର କିମ୍ବଦନ୍ତୀ ଅନୁସାରେ ସମସ୍ତ ଦେବା ଦେବୀ ଙ୍କର ଏକ ବାହାନ ରହିଥାଏ ।ଯିଏକି ଭଗବାନ ଶିବ ଙ୍କର ପ୍ରିୟ ହୋଇଥାଏ ତେବେ ଭଗବାନ ଶିବ ଙ୍କର ପ୍ରିୟ ହେଉଛନ୍ତି ନାଗ ସାପ ଯାହାକୁ ସେ ତାଙ୍କର ଗଳା ରେ ସର୍ବଦା ଧାରଣ କରିଥାନ୍ତି ।

ତେବେ କେବେ କେବେ ଏପରି ମଧ୍ୟ କୁହାଯାଏ କି ନାଗ ସାପ ଯେଉଁ ଘରେ ଦେଖା ଦେଇଥାଏ ସେଠାରେ ଭଗବାନ ଶିବ ନିଜେ ସାପ ରୂପରେ ଯାଇଥାନ୍ତି। ତେବେ ଆମେ ଆଜି ଆପଣଂକୁ ଯେଉଁ ଘଟଣା ଟି ବିଷୟରେ ଜଣେଇବାକୁ ଯାଉଛୁ ତାହା ଏହିପରି ଏକ ଘଟଣା ଅଟେ ଯାହା ଜାଣିଲେ ଆପଣ ଚକିତ ହେବେ।

ସୂଚନାଯୋଗ୍ୟ ଯେ , ଭଦ୍ରକ ଜିଲ୍ଲା ର ସମୀପପୁର ଗ୍ରାମ ରେ ଜଣେ ଲୋକ ଙ୍କର ଠାକୁର ଘରେ ଏକ ନାଗ ସାପ ପ୍ରକଟ ହୋଇଥିଲା। ତେବେ ଏହାକୁ ଦେଖି ସେମାନେ ପ୍ରଥମେ ଡରି ଯାଇଥିଲେ ଏବଂ ଆଶ୍ଚର୍ଯ୍ୟ ହୋଇଥିଲେ କି ଏହା କିପରି ସମ୍ଭବ ପର ଅଟେ ।ତେବେ ଦେଖିବାକୁ ମିଳିଥିଲା କି ସାପ ଟି ସମ୍ପୂର୍ଣ୍ଣ ଫଣା ଉଠାଇ ଠାକୁର ଘରେ ଥିବା ଶିବ ଙ୍କ ଫୋଟ ପାଖରେ କିଛି ସମୟ ରହିଥିଲା। ତେବେ ଏହା ଦେଖି ସେହି ଘରର ଲୋକ ମାନେ ଡର ମଧ୍ୟରେ ବହୁତ ଭକ୍ତି ଦେଖାଇଥିଲେ।ସାପ ଟିକୁ ପରିବାର ଲୋକେ କ୍ଷୀର ଖାଇବାକୁ ଦେଉଥିଲା।ଏବଂ ପରେ ସେଠାରେ ବହୁତ ଲୋକ ଏକାଠି ହୋଇଥିଲେ ଏବଂ ସେମାନେ ପରେ ସାପ ଟିକୁ ସୁରକ୍ଷିତ ଭାବରେ ଧରିବା ପାଇଁ ଏକ ସାପ ଧରାଳି (ଜଙ୍ଗଲ ବିଭାଗ) କୁ ଜଣେଇଥିଲେ ।

ସେମାନେ ଏହା ଜାଣିବା ପରେ ଜଣେ ସାପ ଧରାଳି ଙ୍କୁ ସେହି ସ୍ଥାନକୁ ପଠାଇଥିଲେ। ଏବଂ ସେହି ସାପ ଧରାଳି ଜଣଙ୍କ ସେଠାରେ ପହଞ୍ଚିବା ପରେ ବହୁତ ଚତୁରତା ର ସହ ସାପ ଟିକୁ ଧରି ଏକ ବଡ଼ ଡବା ରେ ଭର୍ତ୍ତି କରି ନେଇଯାଇଥିଲେ ଏବଂ ଲୋକଙ୍କୁ ପରାମର୍ଶ ଦେଇଥିଲେ କି କେହି ବି କିଛି ବି ବିଷଧର ସାପ କୁ ଦେଖିବା ପରେ ତାକୁ ନମାରି ଜଙ୍ଗଲ ବିଭାଗ କୁ ଜଣାଇବାକୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.