ବନ୍ଧୁଗଣ ଅନେକ ଯାତ୍ରା ପ୍ରେମୀ ଏମିତି ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଅନେକ ସାରା ଭଲପାଇବା। ତେଣୁ ଯାତ୍ରା ଦେଖିବା କଥା ଆସିଲେ ସେମାନେ ଏହାକୁ ହାତଛଡ଼ା କରନ୍ତି ନାହିଁ। ତେବେ ଯାତ୍ରା ଜଗତର କିଛି ସୁନ୍ଦର୍ ଦୃଶ୍ୟ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ଯଦି ଆପଣ ଜଣେ ଯାତ୍ରାପ୍ରେମୀ ହୋଇଥିବେ ତେବେ ଜାଣିଥିବେ ଯେ ଯାତ୍ରା ଜଗତର କଥା କେତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ଅଟେ। ତେବେ ଯେତେବେଳେ ବି ଯାତ୍ରା ଜଗତର କୌଣସି କଥା ଆସେ ସେତେବେଳେ ଯାତ୍ରା ପ୍ରେମୀଙ୍କ ମନରେ ଭରି ଯାଇଥାଏ ଏକ ଭିନ୍ନ ଉତ୍ସାହ।
ଯାତ୍ରା ଏକ ଏଭଳି ମନୋରଂଜନ ର ମଞ୍ଚ ଯାହା ଦର୍ଶକ ମାନଙ୍କୁ ତାର ଆକର୍ଷଣୀୟ ପ୍ରଦର୍ଶନ ରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥାଏ।ଓଡ଼ିଶାରେ ଯଲିଉଡ ଇଣ୍ଡଷ୍ଟ୍ରି ବା ଯାତ୍ରା ଜଗତର ଲୋକପ୍ରିୟତା ବେଶ୍ ଅଧିକ ରହିଛି। ତେବେ ଯାତ୍ରା ଜଗତର ଅନେକ ଦୃଶ୍ୟ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଉଥିବେ। ଯାହା ଆପଣ ଷ୍ଟେଜରେ ଦେଖିବାକୁ ପାଇଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଷ୍ଟେଜ ରେ ଯାତ୍ରା ହେବା ପୂର୍ବରୁ ଯାତ୍ରାର ଯେଉଁ ନାଟକ ଭିତରେ ଡାନ୍ସ ରହିଥାଏ,ସେହି ନାଟକ ଡାନ୍ସ ର ରିଆରସେଲ କିପରି ହୋଇଥାଏ ସେହି ଦୃଶ୍ୟକୁ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ।
ଯାହାକୁ ଦେଖିଲେ ଆପଣ ଅନ୍ଦାଜ ଲଗାଇ ପାରିବେ ଯେ କିଭଳି ଭାବରେ ଯାତ୍ରା ଡାନ୍ସ ର ପୂର୍ବ ପ୍ରସ୍ତୁତି ବା ଅଭ୍ୟାସ ହୋଇଥାଏ। ଆପଣଙ୍କୁ କହି ରଖୁଛୁ ଯେ ଏହି ରିଆରଶେଲ ହେଉଛି କୋଣାର୍କ ଗଣନାଟ୍ୟ ର ନାଟକ ଡାନ୍ସ ର। ଏଠାରେ ଆପଣ ଏହି ଭିଡିଓ ରେ ଏହାକୁ ଦେଖି ଜାଣି ପାରୁଥିବେ ଯେ ଷ୍ଟେଜ ରେ ନାଚ ଦେଖାଉଥିବା ଏହି ଡାନ୍ସର ମାନେ କିପରି ଭାବରେ ତାଙ୍କର ଏହି ନାଚକୁ ପୂର୍ବରୁ ଅଭ୍ୟାସ କରିଥାନ୍ତି। ଏହା ହୁଏତ ଆପଣ ଆଗରୁ କେଉଁଠି ପ୍ରତ୍ୟକ୍ଷ ଭାବରେ ଦେଖିବା ପାଇଁ ପାଇଥିବେ। କିନ୍ତୁ ଅନେକ ଜଣ ଏଭଳି ଡାନ୍ସ ଅଭ୍ୟାସର ଭିଡିଓ ଆଗରୁ ଦେଖି ନଥିବେ।
ଯାହା ଆପଣ ଏଠାରେ ଏହି ବ୍ଲଗ ଭିଡିଓ ମାଧ୍ଯମରେ ଦେଖିବାକୁ ପାଇବେ।ଏହି ନାଟକ ଡାନ୍ସ ର ରିଆରସେଲ ଭିଡିଓ କୁ ୟୁ ଟ୍ୟୁବ୍ ରେ ପୋଷ୍ଟ କରିଛନ୍ତି ଜଣେ ଯାତ୍ରା ଆଙ୍କର କ୍ରିଷ୍ଣା କୁମାର।ସେ ଏହି ଭିଡିଓ କୁ ରେକର୍ଡ କରି ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରିବା ପରେ ଏହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହେବା ସହିତ ଜାଣି ପାରୁଛନ୍ତି ଯେ ଯାତ୍ରା ନାଟକର ଡାନ୍ସ କିପରି ହୋଇଥାଏ। ଆପଣ ଙ୍କୁ ବି ଏହି ବ୍ୟାକ୍ ଷ୍ଟେଜ ଡାନ୍ସ ପ୍ରସ୍ତୁତିର ଭିଡିଓ ଦେଖିଲେ ନିଶ୍ଚିତ ଖୁସି ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।