ଆଗରୁ ମହିଳାଙ୍କୁ ପିଟିଥିଲେ ସ୍ଵିଗି ବଏ..ଏବେ ସ୍ଵିଗି ବଏଙ୍କୁ ପିଟିଲେ ମହିଳା… ଦେଖନ୍ତୁ Video

ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ଯାହା ସମସ୍ତ ଙ୍କୁ ଚମକାଇ ଦେଇଥାଏ ଆଉ ଏହିଠାରେ ସେହିପରି ଏଇ ଘଟଣା ସାମ୍ନାକୁ ଆସିଛି ତାହା ପୁଣି ଜନସାଧାରଣ ସ୍ଥାନରେ। ଏହି ଘଟଣା ଟିରେ ଜଣେ ସ୍ୱିଗ ବଏ ସହିତ ଜଣେ ମହିଳା ଯାହା କଲେ ଆପଣ ମାନେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ତାଙ୍କର ଭୁଲ ରହିଥିବା ବେଳେ। ଆଉ ଏହି ଘଟଣା ଟି ଜବଲ ପୁର ଥରେ ଦେଖା ଦେଇଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏହିଠାରେ ଏମିତି କିଛି ଭିଡ଼ିଓ ସାମ୍ନାକୁ ଆସିଛି ଯାହା ଆପଣ ମାନେ ଦେଖିବା ପରେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏମିତି ଘଟଣା ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଏହିପରି ଗୋଟିଏ ରହସ୍ୟ ଜନକ ଘଟଣା ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି। ଆଉ ଏଠାରେ ଏମିତି ଜଣେ ମହିଳା ଜଣେ ପୁରୁଷ କୁ ରାସ୍ତା ମଝିରେ ବହୁତ ମାଡ଼ ମାରିଥିଲେ ଏବଂ ଯାହା କୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ଦେଖିବା ପରେ ନିନ୍ଦା ମଧ୍ୟ କରିଥିଲେ ଯାହା ଜଣେ ସମାଜ ବିରୋଧୀ କାମ କରିଛନ୍ତି। ଆଉ ନିକଟରେ ଆପଣ ମାନେ ମଧ୍ୟ ଦେଖିଥିବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ଧରିଥିଲା।

ଏହିଠାରେ ଏମିତି କିଛି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ନଜରକୁ ଆସିଛି ଯାହା ସମସ୍ତ ଙ୍କୁ ଏମିତି ଆଶ୍ଚର୍ଯ୍ୟ କରି ଦେଉଛି।ଆଉ ନିକଟରେ ଘଟିଥିବା ଘଟଣା ଟିରେ ସ୍ୱିଗ ବଏ ଯୁବକ ଟି ଜଣେ ମହିଳା ଙ୍କୁ ଆଖିବୁଝା ମାଡ଼ ମାରିଥିଲେ ଯାହା ସମସ୍ତ ଙ୍କୁ ଚମକାଇ ଦେଇଥିଲେ ଏବଂ ଏହି ଘଟଣାଟି ରାଜଧାନୀ ଭୁବନେଶ୍ବର ଠାରେ ଦେଖୁବାକୁ ମିଳି ଥିଲା। କିନ୍ତୁ ଏବେ ଏହି ଘଟଣା ଟିରେ ଜଣେ ମହିଳା ସ୍ୱିଗ ବଏ ଙ୍କୁ ଚପଲ ରେ ପିଟିବା ସହିତ ବହୁତ ମାଡ଼ ମାରିଥିଲେ ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣା ଟିରେ ଶୁଣିବାକୁ ମିଳିଛି ଯେ ମହିଳା ଜଣଙ୍କ କାର ଚଲେଇବା ସମୟରେ ଫୋନ ରେ କଥା ହୋଇକି ଆସୁଥିଲେ ଏବଂ ଅନ୍ୟ ପଟେ ସେହଜ ସ୍ୱିଗ ବଏ ଯୁବକ ଟି ବାଇକ ଆଣି ଆସିବା ବେଳେ ଏମିତି କିଛି ଘଟଣା ହୋଇଛି ଯାହା ପାଇଁ ହଠାତ ରାଗି ଯାଇ ତାଙ୍କୁ ମାରିଥିଲେ।

ଏହିଠାରେ ସେହି ମହିଳା ଜଣଙ୍କର କାର ସହିତ ମୁହାଁ ମୁହିଁ ବାଇକ ଧକ୍କା ହୋଇଛି ଯାହା ପାଇଁ ସେହି ମହିଳା ଉତକ୍ଷିପ୍ତ ହୋଇ ଯାଇଥିଲେ ଏବଂ ପରେ ଏମିତି କିଛି ଘଟଣା ସୃଷ୍ଟି କରିଥିଲେ। ହେଲେ ସେଠାରେ ଥିବା ଲୋକ ମାନେ କହୁଛନ୍ତି ଯେ ସେହି ମହିଳା ଜଣଙ୍କ ର ଭୁଲ ରହିଛି ହେଲେ ସେ ମାନିବାକୁ ରାଜି ନାହାଁନ୍ତି। ତାଙ୍କର ଦୋଷକୁ ସ୍ୱୀକାର ମଧ୍ୟ କରୁ ନାହାଁନ୍ତି। ଏପଟେ ସେହି ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ସେହି ଘଟଣା ର ତଦନ୍ତ ଚାଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment