Swastik Tv News Odisha

ଆଙ୍ଗୁଠି ରୁ ବ୍ୟକ୍ତି ର personality ଏବଂ future ବିଷୟରେ ଜାଣନ୍ତୁ – Life Style

0

ପ୍ରତ୍ୟେକ ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗରୁ ଅଗାମୀ ଜୀବନରେ ଅନେକ ତଥ୍ୟ ଜାଣି ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କର ଭିନ୍ନ ଭିନ୍ନ ସ୍ୱାଭାବ ଓ ଚରିତ୍ର ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ବିଶି ଆଙ୍ଗୁଠି ଏବଂ ମଝି ଆଙ୍ଗୁଠି ରୁ କିପରି ଜଣେ ବ୍ୟକ୍ତିର ପର୍ସନାଲିଟି ଏବଂ ସେ କଣ ଭାବେ ଓ ତାର ଭବିଷ୍ୟତ କଣ ଅଟେ ଏବଂ ତା ପାଖରେ କଣ ସବୁ ଖାସ୍ ଗୁଣ ରହିଛି ସେହି ସବୁ ଜାଣି ପାରିବା । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କ ରେ ।

ନମ୍ୱର -1

ଯେଉଁ ବ୍ୟକ୍ତି ମାନଙ୍କର ବିଶି ଆଙ୍ଗୁଠି ମଝି ଆଙ୍ଗୁଠିର ଫାଷ୍ଟ ଫ୍ଲର ସହ ସମାନ୍ତର ହୋଇ ରହିଥାଏ ସେହି ବ୍ୟକ୍ତି ମାନେ ଲାଇଫ୍ ରେ ବହୁତ କିଛି ଭାବନ୍ତି । ବହୁତ କିଛି କରିଥାନ୍ତି , ଏହି ବ୍ୟକ୍ତି ମାନେ ସ୍ୱପ୍ନ ମଧ୍ୟ ବହୁତ ଦେଖିଥାନ୍ତି । ସ୍ୱପ୍ନକୁ ପୂରା ଦେଖିବା ପାଇଁ ରାତି ସାରା ବହୁତ ପରିଶ୍ରମ କରି ଶୋଇଥାନ୍ତି । ସକାଳେ ଉଠି ଭାବନ୍ତି କେତେ ଭଲ ସ୍ୱପ୍ନ ଟିଏ ଥିଲା ମାତ୍ର ଅଧିକ ପରିଶ୍ରମ କରିବା ପାଇଁ ପଡିବ । ତେଣୁ କାଲି କମ ପରିଶ୍ରମ ରେ ଫଳପ୍ରଦ ହେଉଥିବା ସ୍ୱପ୍ନଟିଏ ଦେଖିବି । ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ , ଏମାନଙ୍କ ମନରେ କୌଣସି ଛନ୍ଦ କପଟ ନଥାଏ ।

ନମ୍ୱର -2

ଯେଉଁ ବ୍ୟକ୍ତି ମାନଙ୍କର ବିଶି ଆଙ୍ଗୁଠି ମଝି ଆଙ୍ଗୁଳିର ଫାଷ୍ଟ ଫ୍ଲର ଠାରୁ ବଡ ହୋଇଥାଏ , ସେହି ବ୍ୟକ୍ତିମାନଙ୍କ ଜୀବନରେ କିଛି ଟାର୍ଗେଟ ବା ଏମ୍ ରହିଥାଏ । ସେହି ହିସାବରେ ସେମାନେ କାମ କରିଥାନ୍ତି , ଏପରି ବ୍ୟକ୍ତି ମାନେ ଜୀବନରେ ବହୁତ ସଫଳତା ପାଇଥାନ୍ତି । ରାଜନିତୀ ରେ ମଧ୍ୟ ବହୁତ ଭଲ କରିଥାନ୍ତି , ଏପରି ବ୍ୟକ୍ତି ମାନେ ବ୍ୟବସାୟରେ ମଧ୍ୟ ବହୁତ ଭଲ କରିଥାନ୍ତି । ଏପରି ବ୍ୟକ୍ତି ମାନେ ବହୁତ ଜିଦି ସ୍ୱଭାବର ହୋଇଥାନ୍ତି , ସେମାନେ ଯାହା କିଛି କରିବାକୁ ଇଚ୍ଛା କରିଥାନ୍ତି ତାହାକୁ ଯେମିତି ମଧ୍ୟ ସକ୍ସେସ୍ କରିବାକୁ ଲାଗି ପଡନ୍ତି ।

ନମ୍ୱର – 3

ଯେଉଁ ବ୍ୟକ୍ତି ମାନଙ୍କର ବିଶି ଆଙ୍ଗୁଠି ମଝି ଆଙ୍ଗୁଠିର ଫାଷ୍ଟ ଫ୍ଲର ଠାରୁ ସାନ ହୋଇଥାଏ , ଏପରି ଲୋକମାନେ ସାଧାରଣତଃ ନରମାଲ ହୋଇଥାନ୍ତି । ଏମାନଙ୍କ ର ବହୁତ ଭାବନା ରହିଥାଏ ଏବଂ ବହୁତ କିଛି ଭାବି ରଖିଥାନ୍ତି । ଲାଇଫ୍ କୁ କେଉଁ ଆଡକୁ ନେବେ କଣ କରିବେ କିଛି ଭାବି ପାରନ୍ତି ନାହିଁ , ଯେତେବେଳେ ଭାବନ୍ତି ଭାବିଲା ବେଳକୁ ବହୁତ ଲେଟ ହୋଇ ଯାଇଥାଏ । ଏମାନେ ନିଜ ଫେମିଲି ଓ ରିଲେଟିଭ ସହିତ ବହୁତ ଯୋଡି ହୋଇ ରହିଥାନ୍ତି । ଏମାନେ ଲାଇଫ୍ ରେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି , କିନ୍ତୁ ଅଧିକ କିଛି କରି ପାରନ୍ତି ନାହିଁ । ଏମାନଙ୍କର ଗୋଟିଏ ପ୍ଲସ ପଏଣ୍ଟ ରହିଛି ଏହା ଯେ ଏମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.