Swastik Tv News Odisha

ଆଜି କରନ୍ତୁ ଏହି ଛୋଟିଆ କାମ, 24 ଘଣ୍ଟାରେ ସବୁ କଷ୍ଟ ଦୂର କରିବେ ପ୍ରଭୁ ହନୁମାନ – Sadhu bani

0

ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ମନୁଷ୍ୟର କୌଣସି ଅସୁବିଧା ସମୟରେ ବା ବିପଦ ସମୟରେ ହନୁମାନଙ୍କ ଏହି ମନ୍ତ୍ର କୁ ଜପ କରିଥାଏ , ତେବେ ସଙ୍କଟ ମୋଚନ ହନୁମାନ ଆପଣଙ୍କ ପାଖକୁ ଟାଣି ହୋଇ ଆସିବେ । ଆପଣମନେ ଯେତେ ସଙ୍କଟରେ ଥିଲେ ମଧ୍ୟ ହନୁମାନଙ୍କର ଏହି ମନ୍ତ୍ର ର ସମ୍ନାରେ ସେହି ସବୁ ସମସ୍ୟା ବା ସେହି ସବୁ କଷ୍ଟ ଦୂର ହୋଇଥାଏ । ହନିମାନଜୀ ଙ୍କୁ ପୃଥିବୀରେ ଅମର ରହିବାର ବରଦାନ ସ୍ୱୟଂ ଭଗବାନ ଶ୍ରୀରାମ ଏବଂ ମାତା ସୀତା ଦେଇଥିଲେ । ତେଣୁ ଏଥିପାଇଁ ଆଜିବି ମଧ୍ୟ କୌଣସି ଭକ୍ତ ସ୍ୱଚ୍ଛା ଶ୍ରଦ୍ଧା ରେ ରାମ ଏବଂ ହନୁମାନଜୀଙ୍କର ନାମ ଡାକେ , ତେବେ ହନୁମାନଜୀ ସେହି ଭକ୍ତଙ୍କର ଦୁଃଖ କୁ ଦୂର କରିବାକୁ ଦୌଡି ଆସୁଛନ୍ତି।

ଆପଣ ମାନଙ୍କୁ ଯେଉଁ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ , ତାହା ହନୁମାନଜୀଙ୍କର ସବୁ ମନ୍ତ୍ର ମାନଙ୍କ ମଧ୍ୟରୁ ମହାଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଇଛି । କାରଣ ଏହି ମନ୍ତ୍ରରେ ହନୁମାନଜୀ ଙ୍କର 5 ଟି ବିଶେଷ ରୂପର ସ୍ତୁତି ଏକା ସହିତ କରାଯାଇଛି । ଏମିତିକି ଯେଉଁ ଭକ୍ତ ଏହି ମନ୍ତ୍ରକୁ ଥରୁଟିଏ ଶୁଣିଦିଏ ତାହାର ସବୁ ଅସୁବିଧା ପ୍ରଭୁ ବଜରଙ୍ଗବାଲୀ ଙ୍କ କୃପାରୁ ସବୁଦିନ ପାଇଁ ଦୂର ହୋଇ ଯାଇଥାଏ । କିନ୍ତୁ ଧ୍ୟାନ ରଖିବେ ଏବି ମନ୍ତ୍ରକୁ ଜପ କରିବା ସମୟରେ ସଠିକ୍ ଉପାୟରେ ଜପ କରିବା ଉଚିତ , ଯଦି ଆପଣ ଅଧା ଅଧୁରା ବିଧିରେ ହନୁମାନଙ୍କର ଏହି ମନ୍ତ୍ରର ଜପ କରିବେ ତେବେ ଆପଣଙ୍କୁ ଏହାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇ ପାରିବ ନାହିଁ ।

ତେଣୁ ଏହି ମନ୍ତ୍ରକୁ ପୂର୍ଣ୍ଣ ବିଧି ସହିତ ଜୁ କରନ୍ତୁ ,ଯାହା ଫଳରେ ଆପଣ ମନ୍ତ୍ରର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ କରି ପରିବେ । ଏହି ମନ୍ତ୍ରର ଜପ ଆପଣଙ୍କୁ କୌଣସି ମଙ୍ଗଳବାର ଦିନ ବା ଶନିବାର ଦିନ କରିବାକୁ ପଡିବ । ଏହି ମନ୍ତ୍ରର ଜପ ପାଇଁ ସବୁଠାରୁ ଉତ୍ତମ ସମୟ ହେଉଛି ସୂର୍ଯ୍ୟଦୋୟ ସମୟ ବା ମଧ୍ୟରାତ୍ରୀ ସମୟ । କାରଣ ଏହି ଦୁଇ ସମୟରେ ଦିବ୍ୟଶକ୍ତି ଗୁଡିକ ପୃଥିବୀରେ ବିଚରଣ କରନ୍ତି । ମଙ୍ଗଳବାର ବା ଶନିବାର ଦିନ ସକାଳୁ ସ୍ନାନ ଇତ୍ୟାଦି କରିସାରି ସ୍ୱଚ୍ଛ ହୋଇ ଘରର ମନ୍ଦିରରେ ସାମାନ୍ୟ ପୂଜା କରି ଏହି ମନ୍ତ୍ରକୁ 5 ଥର ଜପ କରିଦିଅନ୍ତୁ ।

ତେବେ ସେହି ଖାସ୍ ତମତ୍କାରୀ ମନ୍ତ୍ରଟି ହେଉଛି ଓଁ ନମୋ ପଞ୍ଚବାଦନ୍ୟୈ ସର୍ବେ ହୈଗ୍ରୀବ ଗରୁ଼ଡ ଶତ୍ରୁ ସଂହାର ଭୂତ ପ୍ରେତ ପ୍ରମଦାୟ ସ୍ୱାହା । ଏହି ମନ୍ତ୍ରକୁ ଆପଣ ଘରେ ପୂଜା ସାରି ଶନିବାର ଦିନ କିମ୍ୱା ମଙ୍ଗଳବାର ଦିନ ସକାଳୁ 5 ଥର ଜପ କରି ଦିଅନ୍ତୁ । ଯାହାଫଳରେ ଆପଣଙ୍କର ସବୁ ଦୁଃଖ ସବୁ କଷ୍ଟ ଓ ସବୁ ଅସୁବିଧା ଦୂର ହେବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.