Swastik Tv News Odisha

ଆଜି ପୁଣି ସେହୱାଗଙ୍କ ବଡ ଭବିଷ୍ୟବାଣୀ T20 Cricket World Cup ରେ ଚମ୍ପିଆନ ହେବ ଏହି ଟିମ…ଦେଖନ୍ତୁ ସେ କେଉଁ ଟିମ ଜିତିବ ବୋଲି କହିଲେ…

0

ଆମ ଭାରତର ଲୋକ ମାନେ କ୍ରିକେଟକୁ ଅଧିକ ଭାବରେ ପ୍ରାଧନ୍ୟ ଦେଇଥାନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଥିଲା, ସାରା ଭାରତ ବାସୀ ଭାରତ ବିଜୟୀ ଆଶାରେ ଜଗି ରହିଥିଲେ। କିନ୍ତୁ ଭାରତ ପାକିସ୍ତାନ ଠାରୁ ମ୍ୟାଚ ରେ ହାରି ଯାଇଥିଲା। ଏହାପରେ ସାରା ଭାରତ ବର୍ଷରେ ଏକ ପ୍ରକାର ଦୁଃଖର ବାତାବରଣ ଖେଳି ଯାଇଥିଲ। କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ସମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତାହା ହେଉଛି ଟି-୨୦ ବିଶ୍ୱକପରେ କେଉଁ ଟିମ ଚମ୍ପିୟାନ ହେବ,ତାହାକି ନେଇ ସେହୱାଗ ଭବିଷ୍ୟବାଣୀ କରିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଟି-୨୦ ବିଶ୍ୱକପ ନେଇ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗ ବଡ଼ ଭବିଷ୍ୟ ବାଣୀ କରିଛନ୍ତି। ସେ ସବୁବେଳେ ମ୍ୟାଚକୁ ନେଇ ସିଧାସଳଖ କଥା କହି ଥାଆନ୍ତି। ଚଳିତ ବର୍ଷରେ ସେ ଯେଉଁ ଟିମକୁ ଟାଇଟେଲ ଫେବରେଟ ବୋଲି କହିଥିଲେ, ସେହି ଟିମ ବର୍ତ୍ତମାନ ଦମଦାରରେ ରହିଛି। ସେ ଟି-୨୦ ବିଶ୍ୱକପର ପ୍ରତିଟି ମ୍ୟାଚ ଉପରେ ସେ ନଜର ରଖି ଥାଆନ୍ତି। ବର୍ତ୍ତମାନ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମ୍ୟାଚ ପୂର୍ବରୁ ବା ମ୍ୟାଚ ପରେ ନଜବଗଡ଼ର ନବାଵ ଏହାର ପୋଷ୍ଟମର୍ଟମ କରି ଥାଆନ୍ତି।

ବର୍ତ୍ତମାନ ସୁପର ବାର ପର୍ଯ୍ୟାରେ ଆଉ ଅଳ୍ପ ମ୍ୟାଚ ବାକି ରହିଛି କିନ୍ତୁ ଫାଇନାଲକୁ ଯିବା ପାଇଁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ସୁପର ମ୍ୟାଚ ଶେଷ ହେବା ପୂର୍ବରୁ କେଉଁ ଟିମ ସେମି ଫାଇନାଲ ଖେଳିବ ଓ ଚମ୍ପିୟାନ ହେବ ଏହା ଉପରେ ମଧ୍ୟ ସେବକ ଭବିଷ୍ୟବାଣୀ କରିଛନ୍ତି। ସୋସିଆଲ ମିଡିଆରେ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବହୁ ସାହସର ସହିତ କ୍ରିକେଟ ପ୍ରଶଂସକ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଓ ଇଂଲଣ୍ଡ ଟାଇଟେଲ ପାଇଁ ସମ୍ନା ସାମ୍ନି ହୋଇଛନ୍ତି। ଆଉ ଫାଇନାଲରେ ପାକିସ୍ଥାନକୁ ବାତ ଦେଇ ଇଂଲଣ୍ଡ ଟି-୨୦ ବିଶ୍ୱକପ ଚମ୍ପିୟାନ ହୋଇପାରେ ବୋଲି ସେ କହିଛନ୍ତି।

ପ୍ରତ୍ୟକ କ୍ଷେତ୍ରରେ ଇଂଲଣ୍ଡର ଖେଳାଳୀଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଚଳିତ ବିଶ୍ୱକପରେ ଦମଦାର ଖେଳି ଥିଲେ ଓ ଯାହାର ଫଳାଫଳ ପଏଣ୍ଟ ଟେବୁଲରେ ଦେଖିବାକୁ ମିଳିଛି। ଗ୍ରୁପ ପର୍ଯ୍ୟାରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଚାରୋଟି ମ୍ୟାଚରୁ ଚାରୋଟିରେ ବିଜୟୀ ହେବା ସହିତ ଶୀର୍ଷରେ ରହିଛି। ଏଥି ସହିତ ସେମୀ ଫାଇନାଲ ଟିକେଟ ମଧ୍ୟ ନେଇଛି। ଟି-୨୦ ବିଶ୍ୱକପ ସୁପରବାର ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ବୋଲର ସେନୱାନ ଟାଇଟେଲ ଡ୍ରେସରେ ଇଂଲଣ୍ଡକୁ ଆଗରେ ରଖିଛନ୍ତି। ଏଥି ସହିତ ସେମି ଫାଇନାଲ ଟିକେଟ ପାଇଁ ଟିମ ଇଣ୍ଡିଆ ଆଶା ରଖିଛନ୍ତି। ନ୍ୟୁଜଲ୍ୟାଣ୍ଡ ପରାଜିତ ହେଲେ ଟିମ ଇଣ୍ଡିଆ ପାଇଁ ଖୁସି ହୋଇଯିବ। ତେବେ ନ୍ୟୁଜଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ ଉପରେ ଟିମ ଇଣ୍ଡିଆ ନଜର ରଖିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.