Swastik Tv News Odisha

” ଆଜି ରାତି ଟା ତୁ ମୋ ସଂଗେ କାଟି ଦେ ” ଟିକି ଅପା ର ଏମିତି Scene ଆଗରୁ କେବେ ଦେଖି ନଥିବେ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଯଲିଉଡ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଅଭିନେତ୍ରୀ ଟିକି ପଣ୍ଡା।ଯାତ୍ରା ମଞ୍ଚରେ ତାଙ୍କୁ ଦେଖି ରାତି ରାତି ଅନିଦ୍ରା ହୁଅନ୍ତି ତାଙ୍କର ପ୍ରେମିକ ପ୍ରବର। ତେବେ ଆପଣ ମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଏହା ନିଶ୍ଚିତ ଜାଣିଥିବେ ଯେ ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ କିପରି ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଯାତ୍ରା ଜଗତର ଏହି ଚୁଲବୁଲି ସୁନ୍ଦରୀ ନାୟିକା। ଟିକି ଅପା ଭାବରେ ସେ ବେଶ୍ ପରିଚିତ। ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ଏବଂ ତାଙ୍କର ଜ୍ୱଳନ୍ତ ଆଉ ଜୀବନ୍ତ ଅଭିନୟ ପାଇଁ ସେ ଅନେକ ପ୍ରଶଂସକଙ୍କ ଦିୱାନା ପାଲଟିଛନ୍ତି।

ସମସ୍ତଙ୍କ ହୃଦୟରେ ଜଣେ ଚୁଲବୁଲି ନାୟିକା ଏବଂ ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ ର ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।ନିଜର ଟାଲେନ୍ଟ ଯୋଗୁଁ ଅଳ୍ପ ବୟସରୁ ଏହି ଯାତ୍ରା ଜଗତରେ ପାଦ ଦେଇ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ଓଡ଼ିଶାର ଯଲିଉଡ ଜଗତରେ ଜଣେ ସୁପରଷ୍ଟାର କଳାକାର ଭାବରେ ତାଙ୍କର ନାମ ଅଛି। ଖୁବ୍ ସୁନ୍ଦର୍ ଅଭିନୟ କରି ଶ୍ରେଷ୍ଠ ଅଭିନୟ ପ୍ରଦର୍ଶନ କରି ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି କାବେରୀ। ତେବେ ବର୍ତ୍ତମାନ ସମୟରେ ମଧ୍ଯ ଯାତ୍ରା ଜଗତରେ ତାଙ୍କର ସେହିପରି କ୍ରେଜ ରହିଛି।ସେ ତାଙ୍କର ଦମଦାର ଅଭିନୟ ପାଇଁ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି।

ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କୁ କିଏ ବା ନଜାଣେ। ଆପଣ ଦେଖିଥିବେ ତାଙ୍କର ଅଭିନୟ ର ଢାଞ୍ଚା କିପରି ନିଆରା ଏବଂ ଆକର୍ଷଣୀୟ ଅଟେ।ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁପର୍ ହିଟ୍ ଯାତ୍ରା ସବୁ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ। ଏବେ ତାଙ୍କର ଏକ ଆକର୍ଷଣୀୟ ଅଭିନୟର ଝଲକ୍ ସାମ୍ନାକୁ ଆସିଛି। ଯାହା ଟିକି ଅପାଙ୍କ ବେଷ୍ଟ ସିନ ମାନଂକ ଭିତରୁ ଗୋଟିଏ ଅଟେ। ଏଠାରେ ସେ ଜଣେ କଲ୍ ଗାର୍ଲ୍ ଚରିତ୍ରରେ ଅଭିନୟ କରୁଛନ୍ତି।

ଯାହାକୁ ସେ ଏତେ ନିଖୁଣ ଭାବରେ ଲିଭାଉଛନ୍ତି ଯେ ଆପଣ ଏହାକୁ ଦେଖିଲେ ତାଙ୍କ ଅଭିନୟ ଭିତରେ ହଜିଯିବେ।ଏକ ଭିଲିଆନ ପାଖରୁ ଜଣେ ପୋଲିସ୍ ଦ୍ଵାରା ସେ ଉଦ୍ଧାର ହେବା ପରେ ସେମାନଙ୍କ ଭିତରେ ଯେଉଁ ବାର୍ତ୍ତାଳାପ ହେଉଛି,ସେହି ବାର୍ତ୍ତାଳାପ ର କାହାଣୀ, ବିଷୟବସ୍ତୁ ବେଶ୍ ଉଚ୍ଚ କୋଟୀର। ଯେଉଁଠି ଜଣେ ବେଶ୍ୟାକୁ ବିବାହ କରିବେ ବୋଲି କହୁଛନ୍ତି ଜଣେ ପୋଲିସ ଅଫିସର। ଆଉ ଏହାକୁ ଶୁଣି ବେଶ୍ୟା ଚରିତ୍ରରେ ଅଭିନୟ କରୁଥିବା ଟିକି ଅପା ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ସେଠାରେ ଯେଉଁ ଭଳି ଭାବରେ ଏକ ଭାବ ବିହ୍ୱଳ ପରିସ୍ଥିତି ସୃଷ୍ଟି ହେଉଛି ଏହି ଦୃଶ୍ୟରେ ଏହାକୁ ଦେଖିଲେ ଆପଣ ବି ଭାବ ବିହ୍ୱଳ ହୋଇ ପଡିବେ।

 

Leave A Reply

Your email address will not be published.