Swastik Tv News Odisha

( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ୨ମିନିଟ୍ ରେ ଭଲ କରିବ ଏହି ଚମତ୍କାରି ପତ୍ର – Health Tips

0

ଆଜିର ଆମ ଜୀବନଶୈଳୀ ଖରାପ ହେବା କାରଣରୁ ଯେକୌଣସି କାର୍ଯ୍ୟକୁ ଟାଇମରେ କରୁ ନାହାନ୍ତି । ଯେମିତିକି ସଠିକ୍ ଟାଇମରେ ନଶୋଇବା , ବ୍ୟାୟାମ ନକରିବା ବା ସଠିକ୍ ଭାବରେ ଖାଦ୍ୟ ଖାଇବା ପାଇଁ ସମୟ ନଥାଏ । ଅଧିକ ମାତ୍ରାରେ ଜଙ୍କଫୁଡ୍ ଖାଉଛନ୍ତି ଏବଂ ଚାହା ଆଜିକାଲି ଅଧିକ ପିଉଛନ୍ତି , ସେଥିପାଇଁ ଶରୀରରେ ବାର୍ଦ୍ଧକ୍ୟ. ଶୀଘ୍ର ଆସୁଅଛି । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣ ମାନଙ୍କୁ ପାନପତ୍ର ର ଉପକାରୀତା ବିଷୟରେ କହିବୁ , ଯାହାର ପ୍ରୟୋଗ ଆୟୁର୍ବେଦ ରେ ଉଲ୍ଲେଖ କରାଯାଇଛି ।

ଯଦି ଆଣ୍ଠୁ ଗଣ୍ଠିରେ କଷ୍ଟ ହେଉଅଛି ବା କମର ରେ କଷ୍ଟ ହେଉଅଛି ବା ପୁରୁଷଙ୍କ ର ଯେଉଁ ଅଭ୍ୟନ୍ତରୀଣ ଦୁର୍ବଳତା ରହିଛି । ଏସବୁ ରୁ ମୁକ୍ତି ପାଇବା ପାଇଁ ଆପଣ ମାନେ ପାନ ପତ୍ରରେ ଏକ ଚମତ୍କାରୀ ଉପାୟ ବିଷୟରେ ଜଣେଇବୁ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠିରେ କଷ୍ଟ ହେଉଅଛି , ହାଡରେ କଷ୍ଟ ହେଉଅଛି , କିଛି ବି କାମ କରିବାକୁ ମନ ହେଉ ନାହିଁ , ଶରୀରରେ ଦୁର୍ବଳତା ବହୁତ ଅଧିକ ରହୁଅଛି ବା ରକ୍ତ ର ଅଭାବ ଦେଖା ଦେଉଅଛି ବା ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ କଷ୍ଟ ଅନୁଭବ ହେଉଅଛି । ତେବେ ଏମିତିରେ ପାନ ପତ୍ରର କେଉଁ ପ୍ରକାର ପ୍ରୟୋଗ କରିବାକୁ ପଡିବ ।

ପ୍ରଥମେ ଆପଣଙ୍କୁ ମିଠା ପାନ ପତ୍ରର ସଂଗ୍ରହ କରିବାକୁ ପଡିବ , ଗୋଟିଏ ପାନପତ୍ର ନିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏକ ତମ୍ୱା ପାତ୍ର ରେ ପାଣି ଭର୍ତ୍ତି କରି ରଖି ନିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ହାଲକା ଉଷମ କରି ଧୀରେ ଧୀରେ କରି ପିଇ ନିଅନ୍ତୁ । ଆମର ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାପରେ ଏକ ପାନପତ୍ର ନିଅନ୍ତୁ ସେଥିରେ ଚାଉଳ ଦାନା ସଦୃଶ ଚୂର୍ଣ୍ଣ ଲଗାନ୍ତୁ । ଧୀରେ ଧୀରେ ଏହାକୁ ଚୋବାଇ ଖାଇକି ଢୁକି ନିଅନ୍ତୁ , ଏହାର ପ୍ରୟୋଗ ପ୍ରତିଦିନ ନକରି ଦିନେ ଛାଡା ଦିନେ କରନ୍ତୁ । ଅର୍ଥାତ୍ ମାସରେ ମାତ୍ର 15 ଦିନ ର ପ୍ରୟୋଗ କରନ୍ତୁ ।

ଧ୍ୟାନ ରଖିବେ ଏକ ମାସରୁ ଅଧିକ ଏହାର ପ୍ରୟୋଗ କରିବେ ନାହିଁ , ଯଦି ଆପଣ ଏହି ପ୍ରୟୋଗ ଏକ ମାସରୁ 14 ବା 15 ଦିନ କରନ୍ତି । ଯଦି ଆପଣଙ୍କର କ୍ୟାଲସିୟମର ଅଭାବ ରହୁଥାଏ ବା ଶରୀରରେ ଦୁର୍ବଳତା ରହୁଥାଏ , ଶରୀରର ପ୍ରତ୍ୟୋକ ଅଙ୍ଗପ୍ରତ୍ୟଙ୍ଗରେ କଷ୍ଟ ରହୁଥାଏ ବା ପ଼ଡିଯାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ପୁରୁଷକ ଆଭ୍ୟନ୍ତରୀଣ ଶକ୍ତିକୁ ମଜବୁତ କରିବା ପାଇଁ ଏକ ମିଠା ପାନପତ୍ର ନିଅନ୍ତୁ ।

ସେଥିରେ ଏକ ଚାମଚ ପ୍ରକୃତିକ ମହୁ ସେଥିରେ ଲଗାନ୍ତୁ , ଏହାପରେ ଏକ ରସୁଣ କୋଳିକୁ ଭଲ ଭାବରେ ଛେଞ୍ଚି ପାନପତ୍ରରେ ଲେପନ ଦିଅନ୍ତୁ । ଏହାକୁ ସେହିପରି ଦିନେ ଛା଼ଡି ଦିନେ ସେବନ କରନ୍ତି , ତା ସହିତ ଏକ ଗ୍ଲାସ ଉଷମ ପାଣିରେ ଏକ ଚାମଚ ତ୍ରିଫଳା ଚୂନ ମିଶେଇ ସେବନ କରନ୍ତି ତାହେଲେ ଆପଣଙ୍କର ଆଭ୍ୟନ୍ତରୀଣ ଶକ୍ତି ମଜବୁତ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.