Swastik Tv News Odisha

ଆମ୍ବିଳା ହାକୁଡ଼ି ହେଲେ କ’ଣ କରିବେ ? | Dr. Diptiman Baliarsingh

0

ହଁ ଦର୍ଶକ ବାନ୍ଧୁ ଆଜିର ଦୁନିଆରେ ଲୋକ ମାନେ ସବୁବେଳେ ଯିଏ ଜାର ଲାଇଫ ରେ କାମ କୁ ନେଇକି ଅଧିକାଂଶ ସମୟରେ ବ୍ୟସ୍ତ ରହିଥାନ୍ତି | ଯାହା ଯୋଗୁଁ ସେମାନେ ନିଜର ଦେହ ପ୍ରତି ଯତ୍ନ ବାନ ହେଇ ନ ଥାନ୍ତି | ସେଥିପାଇଁ ଆମର ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ | ତେବେ ଏହି ଭଳି ସମସ୍ୟା ଆମର ଭୁଲ ପାଇଁ ହୋଇଥାଏ ଓ ଯାହା ଫଳରେ ଆମେ ନିଜେ ମଧ୍ୟ କଷ୍ଟ ପାଇଥାଉ | ତାହେଲେ ଆସନ୍ତୁ ଆଜି ଆମେ ଏହି ପରି ଆମ ଶରୀରରେ ଦେଖା ଦେଉଥିବା ଆମ୍ବିଳ ପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଣ କରିବା |

 

ସାଧାରଣତଃ ଆମେ ଜାଣିଛୁ କି ଯଦି ଆମ ଶରୀରର ମିଉକୋ ସେଲ ର ଡେମେଜ ହୁଏ, ତାହେଲେ ଆମ ଶରୀରରେ ଆମ୍ବିଳ ଭଳି ସମସ୍ୟା ଦେଖା ଦେଇଥାଏ | ତେବେ ଏହି ସବୁ କାରଣରୁ ଅମ ପାକସ୍ଥଳୀ ରେ ଥିବା ଖାଦ୍ୟ ମଧ୍ୟ ହଜମ ହୋଇ ନଥାଏ | ଆମେ ଜାଣିଛୁ କି ଆମ ପାକସ୍ଥଳୀ ରୁ ଗୋଟିଏ ପ୍ରକାରର ଏସିଡ କ୍ଷରିତ ହୁଏ, ଯାହା ଆମର ଖାଦ୍ୟକୁ ହଜମ କରିବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ |

କିନ୍ତୁ ବେଳେ ବେଳେ ଦେଖା ଯାଇଥାଏ କି ଆମକୁ ଆମ୍ବିଳ ହେକୁଟି ଆସିଥାଏ ଓ ପାଟି ଖଟା ମଧ୍ୟ ହୋଇ ଯାଇଥାଏ , ଯଦି ଆପଣଙ୍କ ଠାରେ ସେହି ସବୁ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ | ତାହେଲେ ଆପଣ ଜାଣିବେ ବି ଆପଣଙ୍କ ଷ୍ଟୋମାକ ରେ ଏସିଡ ର ମାତ୍ରା ବଢି ଯାଇଛି | ତାହା ବ୍ୟତିତ ଆପଣଙ୍କର ଛାତି ଜଳିବା , ପେଟ କାଟିବା, ଭୋକ ନ ଲାଗିଵା, ଶରୀରରେ ହିମୋଗ୍ଲୋବିନ ର ମାତ୍ରା କମିଯିବ ବି ଏହି ସବୁ ରୋଗର କାରଣ ରୁ ହେଇଥାଏ |

ଆମେ ସାଧାରଣତଃ ଆମର ବ୍ୟସ୍ତ ବହୁତ ଜୀବନରେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ନ ଥାଉ | ଠିକ ସେମିତି ଆମେ ଯଦି ପାଣି ନ ପିଇବା, ବାହାରର ଜିନିଷ ଜଙ୍ଗ ଫ୍ରୁଟ ଅଧିକ ଖାଇବା , ତାହା ବ୍ୟତୀତ ଅଧିକ ସମୟ ଉପାସ ରହଆପଣ ଡ୍ରିଂକ୍ସ ଵା ଯଦି ଆପଣ କୌଣସି ନିଶା ଦ୍ରବ୍ୟ ର ସେବନ କରୁଥିବେ |ତାହେଲେ ମଧ୍ୟ ଆପଣଙ୍କ ଶରୀରରେ ଆମ୍ବିଳ ହକୁଡି ହେବାର ସମ୍ଭାବନା ଥାଏ |

ତେବେ ଆମେ ମାନେ ରହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଔଷଧ ମଧ୍ୟ ବ୍ୟବହାର କରିଥାଉ | ତେବେ ଯଦି ଏମିତି ଔଷଧ ଖାଇବା ଯୋଗୁଁ ଆମ୍ବିଳ ଭଳି ସମସ୍ୟା ଦୂର ହେଇଯାଉଛି ତ ଭଲ | ନହେଲେ ଆମକୁ ଏଣ୍ଡୋସକପି କରିବା ପାଇଁ ମଧ୍ୟ ଡକ୍ଟର ପରାମର୍ଶ ଦେଇଥାନ୍ତି | ଯାହା ଯୋଗୁଁ ଆମେ ଆମ ଶରୀରରେ ହେଉଥିବା ସମସ୍ୟାକୁ ଜାଣିପାରିଥାଉ | ତେଣୁ ଏହି ସବୁ ରୋଗରୀ ମୁକ୍ତି ପାଇଁ ଠିକ ସମୟରେ ଖାଇବା ସହିତ ପାଣି ପିଇବା ଓ ଦୈନିକ ବ୍ୟାୟାମ କରିବା ଯୋଗୁଁ ମଧ୍ୟ ଆମେ କିଛି ଟା ଉପକାର ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.