Swastik Tv News Odisha

ଆଳତୀ ବେଳେ ହଠାତ ଜୀବନ୍ତ ହେଲେ ମା କାଳୀ, ହେଲା ଚମତ୍କାର…ଦେଖନ୍ତୁ ଭିଡ଼ିଓ

0

ଆଳତୀ ସମୟରେ ମୋବାଇଲ କ୍ୟାମେରା ରେ କଏଦ ହେଲା ମା କାଳୀଙ୍କ ଏକ ଅଦ୍ଭୁତ ଦୃଶ୍ୟ । ଆଳତୀ ବେଳେ ଜୀବନ୍ତ ହେଲା ମା କାଳୀଙ୍କ ର ପ୍ରତୀମୂର୍ତ୍ତି , ତେବେ ମା କାଳୀର ଙ୍କର ଏମିତି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓଟିକୁ ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଚିନ୍ତାରେ ପଡିଯିବେ କି ଏହା କିପରି ସମ୍ଭବ ହେଲା । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ଖବର ବିଷୟରେ ।

ତେବେ ପୂଜା ହେଉ ବା ଆଳତୀ କିଛି ଲୋକ ଅନେକ ସମୟରେ ନିଜ ମୋବାଇଲରେ ଫୋଟ କିମ୍ୱା ଭିଡିଓ କରିବାକୁ ଭଲ ପାଆନ୍ତି । କିନ୍ତୁ ସେହି ଭିଡିଓ କରୁ କରୁ କ୍ୟାମେରାରେ କଏଦ ହେଲା ମା କାଳୀଙ୍କର ଏକ ଅଦ୍ଭୁତ ପୂର୍ବ ଦୃଶ୍ୟ । ଆଉ ଏହି ଦୃଶ୍ୟରେ ଦେକିବାକୁ ମିଳିଛି ଯେ କ୍ୟାମେରା ଯୁଆଡେଁ ବି ଯାଉଛି ଲାଗୁଛି ମା କାଳୀ ଚାହିଁ ରହିଛନ୍ତି । ଆଉ ଲାଗୁଛି ସତେ ଯେମିତି ପ୍ରତିମୂର୍ତ୍ତିରେ ଜୀବିତ ଅଛନ୍ତି ମା । ମା କାଳୀଙ୍କର ଏଭଳି ଅଦ୍ଭୁତ ପୂର୍ବ ଦୃଶ୍ୟ ଭାଇରାଲ ହେବା ପରେ ଏବେ ଏହି ମନ୍ଦିରରେ ମାକାଳୀ ଙ୍କୁ ଦର୍ଶନ କରିବାକୁ ଭକ୍ତ ମାନଙ୍କର ଭିଡ ଜମିବାର ଦେଖିବାକୁ ମିଳୁଛି ।

ଦୁନିଆରେ ଇଶ୍ୱର ବୋଲି ଜିନିଷ ରହିଛି , ଯାହା ଆମ ସାମ୍ନରେ ପ୍ରତୀତମାନ ହେଉ ନଥିଲେ ବି ଅନ୍ୟ କୌଣସି ବସ୍ତୁ ମାଧ୍ୟମରେ ଆମ ଦୁଃଖ ଦୁର୍ଦ୍ଦଶା ଦୂର କରିଥାନ୍ତି । ତେଣୁ ଆମ ହିନ୍ଦୁ ସଂସ୍କୃତିରେ ଇଶ୍ୱରଙ୍କୁ ବିଶ୍ୱାସ କରୁଥିବା ଅନେକ ଭକ୍ତ ମନାନଙ୍କୁ ଦେକିବାକୁ ମିଳିଥାଏ । ସେମାନେ ନିଜର ଭକ୍ତି ମାଧ୍ୟମରେ ଭଗବାନଙ୍କର ପ୍ରିୟ ହୋଇ ପାରିଥାନ୍ତି । କୌଣସି ସ୍ଥାନରେ ଅନିତୀ , ଅତ୍ୟାଚାରର ମାତ୍ରା ବଢିଲେ ଭଗବାନ କୌଣସି ବି ରୂପେ ଆସି ଲୋକମାନହଙ୍କୁ ସାହାର୍ଯ୍ୟ କରିଥାନ୍ତି । ତେବେ ଏହି ଭିଡିଓରେ ଆପଣ ମାନେ ଏହି ଦୃଶ୍ୟ ଦେଖି ନିଶ୍ଚିତ ରୂପେ ଜାଣି ପାରୁଥିବେ ମା କାଳୀ ନିଜର ପ୍ରତିମୂର୍ତ୍ତିରେ ଜୀବିତ ଥିବାର ଦେଖା ଯାଉଛନ୍ତି ।

ସେହି ଭିଡିଓ ରେ ମୋବାଇଲ ର କ୍ୟାମେରା ଯେଉଁ ଆଡକୁ ଯାଉଛି , ଲାଗୁଛି ମା କାଳୀ ସବୁଆଡେ ଚାହିଁ ରହିଛନ୍ତି । ଏହି ଦୃଶ୍ୟ ଦେଖିବା ପରେ ଭକ୍ତ ମାନଙ୍କର ସୁଅ ଛୁଟୁଛି , ମା ଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କର ଭିଡ ଜମୁଛି । କୁହାଯାଉଛି କି ମା ସ୍ୱୟଂ ପ୍ରତିମୂର୍ତ୍ତିରେ ବିରାଜମାନ ଅଛନ୍ତି , ଭକ୍ତ ମାନଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ ବୋଲି ଆଶା କାରାଯାଉଛି । ମାଙ୍କର ଏହି ଅଦ୍ଭୁତ ପୂର୍ବ ଦୃଶ୍ୟ ଦେଖି ଲୋକମାନେ ମାଙ୍କୁ ପ୍ରତିମୂର୍ତ୍ତିକୁ ଚାହିଁ ରହିଛନ୍ତି । ଏପରି ଏକ ଅଦ୍ଭୁତ ଦୃଶ୍ୟ ଆଳତୀ ସମୟରେ ଦେଖିବାକୁ ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.