Swastik Tv News Odisha

ଆଶ୍ଚର୍ଯ୍ୟ ! ପଞ୍ଚୁକରେ ହଠାତ ଠାକୁର ଘରୁ ବାହାରିଲା ତମ୍ବା ନାଗ (Copper Snake), ଆଉ ତାପରେ…ଦେଖନ୍ତୁ ଭିଡ଼ିଓ

0

ଆମ ହିନ୍ଦୁ ସମାଜରେ ଲୋକମାନେ ଆଧ୍ୟାତ୍ମିକ ଉପରେ ଅଧିକ ବିଶ୍ୱାସ ରହିଥାଏ। ୩୩ କୋଟି ଦେବା ଦେବୀଙ୍କୁ ପୂଜା କରାଯାଏ। ଶାସ୍ତ୍ର ପୁରାଣ ଅନୁସାରେ ଲୋକ ମାନେ ଅନେକ ଦେବା ଦେବୀଙ୍କୁ ବିଶ୍ୱାସ କରିଥାନ୍ତି। କୁହାଯାଏ ଭଗବାନ ସର୍ବତ୍ର ବିଦ୍ୟମାନ କେତେବେଳେ କେଉଁ ରୂପରେ ଦେଖା ଦେବେ ତାହା କେହି କହିପାରିବେ ନାହିଁ। ମନୁଷ୍ୟ ଯେତେ ଆଧୁନିକତାର ପହଞ୍ଚିଥିଲେ ମଧ୍ୟ ସମସ୍ତେ ପ୍ରୟତ ଭଗବାନଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ କରିଥାନ୍ତି। ଅନେକ ସମୟରେ ଭଗବାନଙ୍କ ମହିମା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଏହି ଘଟଣାଟି ହେଉଛି, ଜଣକ ଘରେ ନାଗ ଦେବତା ବାହାରି ଥିବା ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆପଣ ମାନେ ସମ୍ପୂର୍ଣ୍ଣ ଘଟଣା ଜାଣିଲା ପରେ ହୁଏତ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସତ୍ୟତା ବିଷୟରେ। ଏଭଳି ଏକ ଘଟଣା ତେଲକୋଇ ଅଞ୍ଚଳରେ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ପଞ୍ଚୁକ ଚାଲିଥିବା ଭଳି ଏକ ପବିତ୍ର ମାହଲ ଚାଲିଥିବା ବେଳେ ଜଣକ ଘରେ ନାଗ ଦେବତା ବାହାରିଥିବା ଦେଖବା ପାଇଁ ମିଳିଛି। ସୂଚନା ଅନୁସାରେ ତେଲକୋଇ ଅଞ୍ଚଳରେ ଜଣେ ମହିଳା ଘର ପରିଷ୍କାର କରୁଥିଲେ।

ଏହାପରେ ସେ କାନ୍ଥ ରେ ସାପ ପ୍ରକାର କିଛି ଜିନିଷ ଦେଖିବା ପାଇଁ ପାଇଥିଲେ। ମହିଳା ଜଣକ ଏହାକୁ ଅନଦେଖା କରିଥିଲା ଏହାପରେ ତାଙ୍କୁ ତମ୍ବା ନାଗ ସାପ ଦେଖା ଯାଇଥିଲା। ଏଭଳି ଦୃଶ୍ୟ ଦେଖି ସେ ପ୍ରଥମେ ବିଶ୍ୱାସ କରିପାରିନଥିଲେ। ତାଙ୍କ ଝିଅ ବାହାରେ ଥିଲେ ଏହାପରେ ଝିଅକୁ ଡାକିଥିଲେ ଝିଅ ଆସି ଦେଖିଖିଥିଲେ। ଏହାକୁ ଦେଖି ସେ ପ୍ରଥମେ ଛତୁ ବୋଲି ଭାବିଥିଲେ। ଭଲ ଭାବରେ ସେମାନେ ଦେଖିଥିଲେ ତାପରେ ନାଗ ଦେବତା ବାହାରିଛି ଜାଣିବା ପାଇଁ ପାଇଥିଲେ। ଏହାପରେ ସବୁଆଡେ ଏଭଳି ଖବର ଖେଳିଯାଇଥିଲା। ଲୋକ ମାନେ ଆସି ସେମାନେ ଧୂପ ଦୀପ ଝୁଣା ରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ଯିଏ ଆସୁଛି ସିଏ ଏହାକୁ ପ୍ରଣାମ କରି ଯାଉଥିଲେ।

ତେବେ ତାଙ୍କ ଘରେ ବର୍ତ୍ତମାନ ସମୟରେ ଲୋକ ମାନେ ବହୁ ଦୂରରୁ ଦେଖିବା ପାଇଁ ଆସୁଛନ୍ତି। ବିଭିନ୍ନ ପ୍ରକାର ଭୋଗରାଗ କରାଯାଉଛି। ଅଧିକାଂଶ ଲୋକ ଏହା ଭଗବାନଙ୍କ ଅବତାର ବୋଲି କହୁଛନ୍ତି। ତେବେ ବନ୍ଧୁଗଣ ଏହା କେତେଦୂର ସତ୍ୟ ତାହା ଆମେ କହି ପାରିବା ନାହିଁ। କିନ୍ତୁ ଆମ ହିନ୍ଦୁ ଧର୍ମରେ ଲୋକ ମାନେ ଆଧ୍ୟାତ୍ମିକତା ଉପରେ ଅଧିକ ବିଶ୍ୱାସ କରନ୍ତି। ତେବେ ପଞ୍ଚୁକରେ ଏଭଳି ଘଟଣା ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାର ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଛି। ତେବେ ବନ୍ଧୁଗଣ ଏଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.