Swastik Tv News Odisha

ଆଶ୍ଚର୍ଯ୍ୟ ! ବାହାଘର ର 12 ଘଣ୍ଚା ପରେ କନିଆଁ ଦେଲା ଗୋଟିଏ ଛୁଆ କୁ ଜନ୍ମ ବାପ ନା ଶୁଣି ଶାଶୁ ଘର ଲୋକ ହୋଇଗଲେ ବେହୋସ…

0

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥାଏ , ଯାହାକୁ ବିଶ୍ୱାସ କରିବା ବହୁତ ମୁସକିଲ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଶୁଣିବା ମାତ୍ରେ ଆପଣ ମାନେ କେବେହେଲେ ବିଶ୍ୱାସ କରି ପାରିବେ ନାହିଁ । ତେବେ ଘଟଣାଟି ହେଉଛି ଜଣେ ମହିଳାଙ୍କର ବିବାହ ର 12 ଘଣ୍ଟା ପରେ ଜଣେ ଶିଶୁଙ୍କୁ ଜନ୍ମ ଦେଇଛନ୍ତି , ଯାହାକୁ ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଘଟଣାଟି ସତ୍ୟ ଅଟେ ଏବଂ ଲଜ୍ୟାଜନକ ମଧ୍ୟ , ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଏମିତି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡ ରେ , ସୂଚନା ଅନୁସାରେ ଜଣେ ଯୁବକ ଯାହାର ନା ହେଉଛି କାର୍ଲି ଏବଂ ତାଙ୍କର ବୟସ 26 । ତେବେ କାର୍ଲି ତାଙ୍କର 19 ବର୍ଷୀୟ ପ୍ରେମିକା ଡେନିଙ୍କୁ ବିବାହ କରିଥିଲେ । ତେବେ ସେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ , ବହୁଦିନ ଧରି ପ୍ରେମ ସମ୍ପର୍କ ରେ ରହିବା ପରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ । ବିବାହର ଡେଟ ମଧ୍ୟ ଫିକ୍ସ କରିଥିଲେ , କାର୍ଲି ନିଜ ବିବାହରେ ଡ୍ୟାନ୍ସ ର ଆୟୋଜନ କରିଥିଲେ । ସେହି ଡ୍ୟାନ୍ସ ରେ ତାଙ୍କ ସ୍ତ୍ରୀ ଡେନି ମଧ୍ୟ ଅଂଶ ଗ୍ରହଣ କରିଥିଲେ , ଡ୍ୟାନ୍ସ କରୁ କରୁ ଡେନି ବେହୋସ ହୋଇ ପଡିଥଲେ ।

ପରିବାର ଲୋକେ ବ୍ୟସ୍ତ ହୋଇ ତାଙ୍କର ପରୀକ୍ଷା ପାଇଁ ହସ୍ପିଟାଲକୁ ନେଇ ଯାଇଥିଲେ । ଏହାର କିଛି ସମୟ ପରେ ଡେନି ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ , କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ବିବାହ ର 12 ଘଣ୍ଟା ପରେ ହିଁ ମହିଳା ଜଣକ ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଉଭୟ ଶିଶୁ ଓ ମା ସୁସ୍ଥ ଥିବାର ଡକ୍ଟର କହିଛନ୍ତି , ଏଥିରୁ ଜଣା ଯାଉଛି କି ବିବାହ ପୂର୍ବରୁ କାର୍ଲି ଏବଂ ଡେନିଙ୍କର ଶାରୀରିକ ସମ୍ପର୍କ ଥିଲା । ଯାହାର ଉଦାହରଣ ସ୍ୱରୂପ ସେ ଶିଶୁ ପୁତ୍ର ଅଟେ , କିନ୍ତୁ ସେ ଦୁହେଁ ବର୍ତ୍ତମାନ ତାଙ୍କ ଶିଶୁ ପୁତ୍ରକୁ ନେଇ ବହୁତ ଖୁସୀ ଅଛନ୍ତି ।

କିନ୍ତୁ ଲୋକମାନଙ୍କ ପାଇଁ ଏପରି ଏକ ପରିସ୍ଥିତି ଲଜ୍ୟାଜନକ ଅଟେ , କାରଣ ବିବାହର 12 ଘଣ୍ଟା ପରେ କନ୍ୟାର ଶିଶୁ ଜନ୍ମ ହେବା । ସମାଜ ପାଇଁ ମଧ୍ୟ ଏକ ଲଜ୍ୟାକର ପରିସ୍ଥିତି ସୃଷ୍ଟି କରୁଥିବାର କୁହାଯାଇଛି । ପରିବାର ଲୋକମାନେ ଏ ନେଇ ଲଜ୍ୟା ଅନୁଭବ କରିବା ସହ ଖୁସୀ ମଧ୍ୟ ଅଛନ୍ତି । ବର୍ତ୍ତମାନ ମା ଏବଂ ଶିଶୁ ପୁତ୍ର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.