ଏଭଳି ମଣିଷ ପଣିଆ ଆପଣ ଜୀବନରେ କେବେ ଦେଖିନଥିବେ.. ଦେଖନ୍ତୁ Viral ଭିଡ଼ିଓ

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଭାଇରଲ ହୋଇଛି ଯାହା ମଣିଷ ପାଖରେ ମାନବିକତା ରହି ନାହିଁ। ଏମିତି ସମୟରେ ଲୋକ ମାନେ ନିଜେ ନିଜର ମଣିଷ ପଣିଆ କୁ ହରେଇବା ବେଳେ ଜଣେ ମହିଳା ଏମିତି କିଛି ଏବେ ସମାଜ କୁ ପ୍ରେରଣା ଦେଇଛନ୍ତି। ତେବେ ଏଠାରେ ସେହିପରି ମହିଳା କିଛି କରିଛନ୍ତି ଆସନ୍ତୁ ଦେଖିବା। ଏଠାରେ ସେ ଯାହା କରିଲେ ତାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହେବାରେ ଲାଗିଛି ଯେଉଁଠାରେ ମଣିଷର ମାନବିକତା ଆଉ ଦେଖିବାକୁ ମିଳି ନାହିଁ। ଆଉ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ଭାଇରଲ ହୋଇଥିବାର ସମ୍ନାକୁ ଆସୁଛି।

ଏମିତି ମଣିଷ ପାଖରେ ମଣିଷ ପଣିଆ ଆଉ ଦେଖିବାକୁ ମିଳି ପାରୁନାହିଁ ଯାହା ସୋସିଆଲ ମିଡ଼ିଆରେ ଅନେକ ସମୟରେ ନଜରକୁ ଆସିଥାଏ। ଏବେ ଏହିଠାରେ ଜଣେ ଟ୍ରାଫିକ ପୋଲିସ ଙ୍କ ଏମିତି ଅବସ୍ଥାରେ କେହି ବି ଲୋକ ଟିକେ ଆହାଃ ପଦେ କହିବା ପାଇଁ ନାହାଁନ୍ତି ଆଉ ଏପଟେ ତାଙ୍କର ଅଵସ୍ଥା ମଧ୍ୟ ଶୋଚନୀୟ। ଆଉ ଜଣେ ଟ୍ରାଫିକ ଏମିତି ପରିସ୍ଥିତି ଆସିବା ପରେ ରାସ୍ତା ରେ ଯାଉଥିବା ଲୋକ ମଧ୍ୟ କେହି ଦେଖି ପାରିନଥିଲେ। ଆଉ ଏହି ଘଟଣା ଟିରେ ଜଣେ ଟ୍ରାଫିକ ପୋଲିସ ତାହାର କାମ କରିବା ସମୟରେ ଯେପରି ଗ୍ରୀଷ୍ମର ତାଣ୍ଡବ ହୋଇଛି ଯାହା ଦ୍ୱାରା ଜଣେ ଟ୍ରାଫିକ ପୋଲିସ ର ଏମିତି କିଛି ଘଟି ଯାଇଛି ।

ଏହି ଠାରେ ଜଣେ ଟ୍ରାଫିକ ଲୋକଙ୍କୁ ସୁରକ୍ଷା ଦେବା ସମୟରେ ସଙ୍ଗେ ସଙ୍ଗେ ଅଂଶୁଘାତ ହେବା ବେଳେ ସେଠାରେ ବେହୋସ ହୋଇ ପଡ଼ିଥିଲେ ଯାହା ପାଇଁ ସେ ଏଠାରେ ଟଳି ପଡ଼ିଥିଲେ। ଆଉ ସେହି ସମୟରେ ରାସ୍ତାରେ ଅନେକ ଲୋକ ଯାତାୟାତ କରୁଥିଲେ ହେଲେ କେହି ଟିକେ ଆସି ତାଙ୍କୁ ଦେଖୁ ନଥିଲେ ଆଉ ଏହି ସବୁ ଭିଡ଼ିଓ ସିସିଟିଭି ରେ ରେକର୍ଡ ହୋଇ ଯାଇଛି। ଜଣେ ଟ୍ରାଫିକ ଏମିତି ଅବସ୍ଥାରେ କେହି ଟିକେ ଆସି ପାଣି ମଧ୍ୟ ଦେଇ ନାହାଁନ୍ତି ହେଲେ ଜଣେ ଛୁଆ ଓ ମାଆ ତାଙ୍କୁ ଦେଖିବା ପରେ ମାନବିକତା ଦେଖାଇ ଥିଲେ।

ଆଉ ସେହି ଠାରେ ଛୁଆ ଟି ପ୍ରଥେମେ ଦେଖିଥିଲେ ସେହଜ ଟ୍ରାଫିକ ପୋଲିସ ଜଣଙ୍କୁ ଆଉ ତାଙ୍କ ମାଆ ଙ୍କୁ ଦେଖାଇ ଥିଲେ। ଆଉ ଶେଷରେ ସେହି ମହିଳା ଜଣଙ୍କ ସଂଗେ ସଂଗେ ଯାଇ ପାଣି ଦେଇଥିଲେ ଆଉ ତାଙ୍କର ଚେତା ଆସିଥିଲା ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ଏବେ ସେହି ଠାରେ ଦେଖିବା ପରେ ତାଙ୍କର ମଣିଷ ପଣିଆ ଏମିତି ଯାହା ସମସ୍ତଙ୍କୁ ପ୍ରେରଣା ଦେଇଛି। ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ଆଉ ମଣିଷ ପଣିଆ ଟିକେ ଦେଖିବାକୁ ମିଳି ନାହିଁ କିନ୍ତୁ ଏଠାରେ ଏମିତି କିଛି ମହିଳା କଲେ ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment