ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ ୧୦ ଥର ଦେଖିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ଯେତେବେଳେ ବି କେଉଁଠି ଆପଣ ଭଗବାନଙ୍କ ନାମ ସଂକୀର୍ତ୍ତନ କୁ ଶୁଣିବାକୁ ପାଉଥିବେ ସେତେବେଳେ କିଛି ସମୟ ଏହି ଦିବ୍ୟ ନାମ କୁ ମନରେ ଚିନ୍ତନ କରି ଶାନ୍ତି ଅନୁଭବ କରିବାକୁ ଚେଷ୍ଟା କରୁଥିବେ। କାରଣ ଭଗବାନଙ୍କ ନାମ, ଜପ ଠାରୁ ମନକୁ ଅଧିକ ଶାନ୍ତି ଦେବା ଭଳି ଜିନିଷ ଆଉ କିଛି ନାହିଁ। ଯାହା ନିରସ ଜୀବନରେ ରସ ଭରିଦିଏ ଏବଂ ତାଙ୍କ ନିକଟରେ ନିଜର ଭକ୍ତି କୁ ଓଜାଡି ଦେଲେ ମନ ପ୍ରାଣ ଧନ୍ୟ ହୋଇଯିବା ଭଳି ଲାଗେ। ବାସ୍ତବରେ ଠାକୁରଙ୍କ ନାମ ସଂକୀର୍ତ୍ତନ ରେ କେଉଁ ରସ ରହିଛି ତାହା ଜାଣିବା କଷ୍ଟକର। ଯେଉଁ ନାମ ସଙ୍କୀର୍ତ୍ତନ କୁ ଶୁଣିବା ମାତ୍ରେ ମନରେ ଭକ୍ତି ଜାଗ୍ରତ ହୋଇଥାଏ।

ଅନେକ ସମୟରେ ଆପଣ ଅନେକ ନାମ ସଂକୀର୍ତ୍ତନ କୁ ଶୁଣିବାକୁ ପାଉଥିବେ।ଅନେକ ସ୍ଥାନରେ ଅଷ୍ଟମ ପ୍ରହରୀ, ଯଜ୍ଞ ମାନଙ୍କରେ ଏସବୁ କୁ ଆପଣ ଶୁଣିବାକୁ ପାଉଥିବେ। ଏବେ ଅଷ୍ଟମ ପ୍ରହରୀ ପ୍ରାୟତଃ ଗାଆଁ ଗାଆଁ ମାନଙ୍କରେ ଆୟୋଜିତ ହେଉଛି। ଲୋକେ ବହୁତ୍ ଉତ୍ସାହର ସହିତ ଏସବୁକୁ ଉପଭୋଗ କରୁଛନ୍ତି, ନାମ ଶୁଣୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅନେକ ନାମ ସଂକୀର୍ତ୍ତନ ର ଦୃଶ୍ୟ ଦେଖିବାକୁ ମିଳୁଛି। ଅବଶ୍ୟ ପୂର୍ବ ସମୟ ର ନାମ ସଂକୀର୍ତ୍ତନ ର ଢାଞ୍ଚା ଏବଂ ଏବେର ନାମ ସଂକୀର୍ତ୍ତନ ର ଢାଞ୍ଚା ଭିତରେ ସାମାନ୍ଯ ପାର୍ଥକ୍ୟ ରହିଛି।

କିନ୍ତୁ ଯାହାବି ହେଉ ଏସବୁ କୁ ଦେଖି ଏବେବି ଏକ ଭାବ ପ୍ରକାଶ ପାଉଛି ଏବଂ ମନ ଭିତରେ ଏକ ଭକ୍ତି ଜାଗ୍ରତ ହେଉଛି।ସେହିଭଳି ଏକ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି। ଏଠାରେ ଉଭୟ ମହିଳା ଏବଂ ପୁରୁଷ କୀର୍ତନ କରୁଥିବା ଗାୟକ ବହୁତ୍ ସୁନ୍ଦର୍ ଭାବରେ ବଙ୍ଗଳା ରେ ମିଠା ସ୍ଵରରେ ହରେକୃଷ୍ଣ ହରେରାମ ନାମ ନେଉଛନ୍ତି। ସେମାନେ ଯେଉଁଭଳି ଭାବରେ ଗାଉଛନ୍ତି ତାହା ଶୁଣିଲେ ଆପଣ ବି ମୁଗ୍ଧ ହୋଇଯିବେ। ତାଙ୍କ ସ୍ୱର ଶୁଣି ଲାଗୁଛି ସେମାନେ ଭକ୍ତି ଗଦଗଦ କଣ୍ଠରେ ଏହାକୁ ଗାଉଛନ୍ତି।ଅଷ୍ଟମପ୍ରହରୀ ର ନାମ ସଙ୍କୀର୍ତ୍ତନ ର ଭିଡିଓ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

କାରଣ ଏହି ଭିଡିଓ ରେ ଯେଉଁଭଳି ଭାବରେ ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ନାମ ସଙ୍କୀର୍ତ୍ତନ ହେଉଛି ତାକୁ ଦେଖିଲେ ଏବଂ ଶୁଣିଲେ ଆପଣ ବି ଆନନ୍ଦିତ ହେବା ସହିତ ଏହାକୁ ଦେଖିବାକୁ ଇଚ୍ଛା କରିବେ। ଏଠାରେ କିପରି ଭାବରେ ମହିଳା ମାନେ ହରି ନାମର ତାଳେ ତାଳେ ନାଚୁ ଅଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ବହୁତ୍ ସୁନ୍ଦର୍ ଭାବରେ ସେମାନେ ଭଜନ ସଙ୍କୀର୍ତ୍ତନ କରୁଛନ୍ତି ଏବଂ ଖୁସିର ସହିତ ଏହି ମାହଲ ତିଆରି କରୁଛନ୍ତି। ଏହାକୁ ଦେଖି ଆପଣ ନିଶ୍ଚିତ ଆନନ୍ଦିତ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment