ବନ୍ଧୁଗଣ ଯୁଗ ବଦଳିବା ସହିତ ତା ସହ ତାଳ ଦେଇ ଚାଲିଛି ଆମ ସମାଜ। ତେଣୁ ଅନେକ କିଛି ଜିନିଷରେ, ବ୍ଯବହାର, ଚଳନୀ ରେ ପରିବର୍ତନ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଏକ ଆଲୋଚନା ଏବଂ ସମାଲୋଚନା ପୁଣି କେତେବେଳେ ପ୍ରଶଂସା ବି ହେଉଥିବା ଲକ୍ଷ୍ୟ କରା ଯାଉଛି। ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ, କିନ୍ତୁ ଏହା ଗ୍ରହଣୀୟ ବି ହୋଇଥାଏ।
ତେବେ ଏହି ଘଟଣାର ଦୃଶ୍ୟ ଯେତିକି ବିସ୍ମୟକର ସେତିକି ମଜାଦାର ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଏବଂ ଭିନ୍ନ ଧରଣର ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଏହି ଧାରଣା ମନ ଭିତରକୁ ଆଣିବେ।
ପ୍ରାୟତଃ ଏଭଳି ଦୃଶ୍ୟ ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନ ର ମଡର୍ଣ୍ଣ ରୂପ ତ ଆପଣ ଅନେକ ସ୍ଥାନରେ ଅଷ୍ଟମ ପ୍ରହରୀ ରେ ଦେଖିବାକୁ ପାଉଥିବେ। ସେହିଭଳି ଏକ ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ଯେଉଁଠି ଆଧୁନିକ ଗୀତରେ ଚାଲିଛି ହରେ କୃଷ୍ଣ ହରେ ରାମ ନାମ ସଙ୍କୀର୍ତ୍ତନ। ଆପଣ ଥରେ ଏହି ଦୃଶ୍ୟକୁ ଟିକିଏ ଭଲକି ଦେଖି ନିଅନ୍ତୁ ଏବଂ ଗିତଟିକୁ ଭଲକି ଶୁଣି ନିଅନ୍ତୁ। ବାଯୁଛି ଝାଞ୍ଜ, ମୃଦଙ୍ଗ ଆଉ ଖୋଳ। ଆଉ ଶୁଭୁଚି ହରେ କୃଷ୍ଣ ହରେ ରାମ ନାମ। କିନ୍ତୁ ସ୍ୱର ପାରମ୍ପରିକ ଶୈଳୀ ର ନୁହେଁ ବରଂ ଆଧୁନିକ ଗୀତର।
କାହିଁ କେତେ କାଳରୁ ଆମ ଓଡ଼ିଆ ପରମ୍ପରାରେ ନାମ ସଙ୍କୀର୍ତ୍ତନ, ମେଳା, ଯଜ୍ଞ, ଅଷ୍ଟପ୍ରହରୀ ଏବଂ ଚବିଚି ପ୍ରହରୀ ନାମ ସଙ୍କୀର୍ତ୍ତନ ରହି ଆସିଛି।ସେଥିରେ କୃଷ୍ଣ ନାମ ଜପ କରୁଥିବାର ଦେଖାଯାଏ। ଗାଆଁ ଗାଆଁ ରେ ଛାମୁଣ୍ଡିଆ ହୁଏ। ଗୋବରରେ ଲିପା ହୁଏ ଏବଂ ନାମ ସଙ୍କୀର୍ତ୍ତନ ସାଙ୍ଗକୁ ଯଜ୍ଞ ବି ଚାଲିଥାଏ। ବାଦି ପାଲା ବି ଅନେକ ସ୍ଥାନରେ ହୁଏ। କିନ୍ତୁ ଏବେ ଯେଉଁ ଶୈଳୀ ସବୁ ଆପଣ ଦେଖୁଛନ୍ତି ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏସବୁ ଆଧୁନିକ ରୂପ ରେଖ ଏବେ ଟ୍ରେଣ୍ଡ କରୁଛି ଏବଂ ଅନେକ ଏହାକୁ ପସନ୍ଦ ବି କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।