ବନ୍ଧୁଗଣ ଆପଣ ତ ଅନେକ ପୂଜାର୍ଚ୍ଚନା ଏବଂ ଭକ୍ତିପୂଜାର ଭିଡିଓ ସବୁ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେହିପରି ଆଜିର ଏହି ଭିଡିଓରେ ଆସନ୍ତୁ ଦେଖିବା ଆଉ ଏକ ଭଜନ କୀର୍ତ୍ତନର ଭାବପୂର୍ଣ୍ଣ ଏବଂ ଭକ୍ତିପୂର୍ଣ୍ଣ ଦୃଶ୍ୟ। ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆକର୍ଷିତ କଲାଭଳି ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ସେହିଭଳି ଏକ ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ଯେଉଁଠି ବେଶ୍ ଧୁମ୍ ଧାମର ସହିତ ଭଜନ ହେବା ସହିତ ନୃତ୍ୟ ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି।
ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏଠାରେ ଏକ କୀର୍ତ୍ତନୀୟା ଦଳ ସୁନ୍ଦର୍ ଭାବରେ ସଙ୍ଗୀତ ପରିବେଷଣ କରୁଛନ୍ତି। ସମସ୍ତେ ସମାନ ରଙ୍ଗର ପୋଷାକ ପରିଧାନ କରିବା ସହିତ ସମାନ ଭାବରେ ନିଜକୁ ସଜାଇ ସେମାନେ ଯେଉଁଭଳି ଭାବରେ ଏଠାରେ ସଙ୍ଗୀତ ଏବଂ ମୃଦଙ୍ଗ ବଜାଇ ଏହାକୁ ଦେଖାଇଛନ୍ତି ତାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଆଉ ଏହି ସମୟରେ ତାଙ୍କର ବେଶ ଭୂଷା ଏବଂ ତାଙ୍କର କୀର୍ତ୍ତନ ର ମଜ୍ଜିଯିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ଦେଖି ବେଶ ଖୁସି ହେଉଛନ୍ତି।
ଆଜିକାଲି ଭୋଜନ କୀର୍ତ୍ତନ ମନୋରଂଜନ ଭିତ୍ତିରେ କରା ଯାଉଛି। ଆଉ ଏପରି ନୃତ୍ୟ ଏବଂ ମନୋରଞ୍ଜନ ସବୁ ସଂକୀର୍ତ୍ତନ ମଣ୍ଡଳୀ ମାନେ ଆୟୋଜିତ କରୁଛନ୍ତି।ଲୋକେ ବି ଏସବୁ କାର୍ଯ୍ୟକ୍ରମ କୁ ବହୁତ୍ ପଶନ୍ଦ କରୁଛନ୍ତି। ମହିଳା ମାନଙ୍କ ଏପରି କୀର୍ତ୍ତନ କରିବା ଗୀତ ଗାଇବାର ଦୃଶ୍ୟ ହୁଏତ ଅନେକ ଲୋକ ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ପାଉଥିବେ। ଯାହାକୁ ସେମାନେ ଉପଭୋଗ ବି କରୁଥିବେ। ତେବେ ସୂଚନା ଅନୁସାରେ ଏଠାରେ ଏକ କୌଣସି କାର୍ଯ୍ୟକ୍ରମ ଅବସରରେ ଏପରି ସଙ୍କୀର୍ତ୍ତନ ର ଆୟୋଜନ କରା ଯାଇଛି। ଅନେକ ଭକ୍ତ ଏବଂ ଶ୍ରଦ୍ଧାଳୁ ଏଠାରେ ଏହାକୁ ଦେଖି ବହୁତ୍ ଆନନ୍ଦିତ ହେଉଛନ୍ତି।
ତେବେ ଏଥିରେ ମହିଳା ଜଣଙ୍କ କିପରି ଭାବରେ ମାଇକ ଧରି, ଝିଅ ବିଦାୟୀ ବେଳର ଗୀତ, ଝିଅ ଜନମ ପର ଘରକୁ ଲୋ, ଗୀତ ଗାଉଛନ୍ତି ତାହା ଥରେ ଶୁଣନ୍ତୁ।ତାଳରେ ଝୁମି ଝୁମି ମହିଳା ମାନେ ସମାନ କପଡ଼ା ରେ ସଜାଇ ହୋଇ ଏପରି ଗୀତରେ ନୃତ୍ୟ ପରିବେଷଣ ବି କରୁଛନ୍ତି। ତେବେ ଏହି ଦୃଶ୍ୟ ବାସ୍ତବରେ ମନ ମୁଗ୍ଧକର ହୋଇଛି।ଏହା ହେଉଛି କୁଡପାଲି କୀର୍ତ୍ତନ ଦଳ। ଗାଆଁ ପରିବେଶର ବାଦି ପାଲା କଥା ଏହାକୁ ଦେଖି ମନେ ପଡ଼ି ଯାଉଛି। ଗାଆଁ ପରିବେଶରେ ଲୋକଙ୍କ ଗହଣରେ ଏପରି କାର୍ଯ୍ୟକ୍ରମ ଦେଖିଲେ ମନ ଭିତରେ ଏକ ଭକ୍ତି ଏବଂ ଭାବ ଜାତ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।