Swastik Tv News Odisha

ଏମିତି ବିବାହ ଜୀବନରେ କେବେ ଦେଖି ନ ଥିବେ…ଦେଖନ୍ତୁ Viral ଭିଡ଼ିଓ

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ ଅଟେ। ବିବାହକୁ ନେଇ ପୁଅ ଓ ଝିଅ ମାନେ ବହୁତ ଖୁସି ହୋଇ ଥାଆନ୍ତି। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ ବଚନ ଦେଇ ଥାଆନ୍ତି। ବିବାହ ପରେ କେହି କାହାରିକୁ ଛାଡି ମଧ୍ୟ ରହି ପାରନ୍ତି ନାହିଁ। ବିବାହ କାର୍ଯ୍ୟ ବୈଦିକ ରୀତି ନୀତି ଓ ପ୍ରଥା ପରମ୍ପରା ଅନୁସାରେ ହୋଇ ଥାଏ। କିନ୍ତୁ ଆଜିକାଲିର ଯୁବ ପିଢ଼ି ମାନେ ଏ ସବୁ ରୀତି ନୀତି ନିୟମ ନକରି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି। ଏଭଳି କିଛି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ବିନା ବ୍ରାହ୍ମଣରେ ବର ଓ କନ୍ୟା ଉଭୟ ବିବାହ କରୁଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ। ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ପୁଅ ଓ ଝିଅ ଦୁହେଁ ବିନା ମନ୍ଦିର ଓ ବ୍ରାହ୍ମଣ ବିନା ବିବାହ କରୁଛନ୍ତି। ସେହି ବାହାଘରକୁ ନେଇ ଉଭୟ ବହୁତ ଖୁସି ମଧ୍ୟ ଅଛନ୍ତି। କିନ୍ତୁ ସେଠାରେ ଥିବା ଘରର କେହି ଜଣେ ବ୍ୟକ୍ତି ଝିଅଟିକୁ ପଚାରୁଛନ୍ତି ଯେ, ତୁମେ ଏ ବାହାଘରରେ ଖୁସି ଅଛତ ଓ ତୁମେ ତମ ନିଜ ଇଚ୍ଛାରେ ବିବାହ କରୁଛତ? ଏଭଳି ଅନେକ ପ୍ରଶ୍ନ ଝିଅଟିକୁ ପଚାରି ଥିଲେ। ଝିଅଟି କହିଥିଲେ ଯେ ସେ ନିଜ ଇଚ୍ଛାରେ ହିଁ ବିବାହ କରୁଛନ୍ତି ଓ ତାଙ୍କୁ କେହି ହେଲେ ବି ଜୋର ଜବରଦସ୍ତ କରି ବିବାହ କରି ନାହାନ୍ତି। ସେ ବାହାଘରକୁ ନେଇ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ କହି ଥିଲେ। ଝିଅଟିର ଏଭଳି କଥା ଶୁଣି ବର ଓ ତାଙ୍କ ପରିବାର ଲୋକ ମାନେ ବହୁତ ଖୁସି ହୋଇ ଯାଇ ଥିଲେ।

ତେବେ ଏହା ପରେ ଉଭୟ ଉଭୟଙ୍କୁ ମାଳ ପିନ୍ଧାଇଥିଲେ, ବର କନ୍ୟା ମୁଣ୍ଡରେ ସିନ୍ଦୁର ପିନ୍ଧାଇଲେ ଓ ପରେ ମଙ୍ଗଳସୁତ୍ର ପିନ୍ଧାଇ ତାଙ୍କୁ ସାରା ଜୀବନ ପାଇଁ ସାତ ଜନ୍ମର ସାଥି କରି ଦେଇ ଥିଲେ। ଏହା ପରେ କନ୍ୟାଟି ବରକୁ ନମାସ୍କର କରି ତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ଘର ଭିତରକୁ ପ୍ରବେଶ କରି ଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.