Swastik Tv News Odisha

ଏମିତି ଶାଶୁ ସମସ୍ତଙ୍କ ଭାଗ୍ୟ ରେ ଥାଉ… ଖୁସି ପୂର୍ବରୁ ହଠାତ କଣ ହେଲା ରୂପା ( Rupa ) ଙ୍କର… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ। ତେବେ ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି। ସେମାନେ ଏବେ ଏକ ସେଲିବ୍ରିଟି ଯୋଡି। ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି।

ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି।

ଏବେ ସେମାନେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରୁଛନ୍ତି। ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ଶାଶୁ ବୋହୂର ଯତ୍ନ ନେଉଛନ୍ତି।ଯାହା ବାସ୍ତବରେ ଏକ ସୁନ୍ଦର୍ ଦୃଶ୍ୟ।ଏଠାରେ ଏହି ବ୍ଲଗ ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଙ୍କ ମୁଣ୍ତ ବିନ୍ଧୁଥିବା ବେଳେ ତାଙ୍କ ଶାଶୁ ଅର୍ଥାତ ପିଣ୍ଟୁ ଙ୍କ ମାଆ ରୂପା ଙ୍କ ମୁଣ୍ତ ଘଶି ଦେଉଛନ୍ତି। କେଡେ ସୁନ୍ଦର୍ ଭାବରେ ତାଙ୍କ ପାଖରେ ବସି ସେ ତାଙ୍କ ବୋହୂଙ୍କ ଯତ୍ନ ନେଉଛନ୍ତି ସେବା କରୁଛନ୍ତି। ଆଉ ତାଙ୍କୁ ବୁଝେଇ ଅନେକ କଥା ବି କହୁଛନ୍ତି।

ରୂପା ଙ୍କ ଶାଶୁ କହୁଛନ୍ତି ଯେ ପାଣି ବାରମ୍ଵାର ପରିବର୍ତ୍ତନ ହେବା କାରଣରୁ ଏମିତି ମୁଣ୍ତ ବିନ୍ଧୁଛି।କେତେବେଳେ ଥଣ୍ଡା କେତେବେଳେ ଗରମ ପାଣି ପିଇବା, ଏସି ରେ ଯିବା ଏବଂ ଠିକ୍ ଭାବରେ ପ୍ରତିଦିନ ନ ଗାଧୋଇବା କାରଣରୁ ଏଭଳି ସମସ୍ୟା ହେଉଛି। ଏମିତି କଥା କହୁ କହୁ ସେ ଦୁଇ ହାତରେ ରୂପାଙ୍କ ମୁଣ୍ଡ ଘସି ଦେଉଛନ୍ତି। ଜଣେ ମାଆ ର ସ୍ନେହ ମମତା ର ହୃଦୟସ୍ପର୍ଶୀ ଦୃଶ୍ୟ ଆପଣ ଏଠାରେ ଦେଖି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.