ଆମେ ଜାଣିଛୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ |ତେଣୁ ପ୍ରତେକ ମଣିଷ ର ମୁଖ୍ୟ କାମ ହେଉଛି ନିଜେ ଠିକ ରହିବା ସହିତ ଆମର ସ୍ୱାସ୍ଥ୍ୟ କୁ ଠିକ ରଖିବା | ତେବେ ଆଜିର ସମୟରେ ପିଲାଠାରୁ ଆରମ୍ଭ କରିକି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଏସିଡିଟି ଆଉ ଗ୍ୟାଷ୍ଟିକ ଜଣିତ ସମସ୍ୟା ରେ ପଡିଥାନ୍ତି | ତେବେ ଏହି ଭଳି ଅସୁବିଧା ରେ ପଡିବ ପଛରେ ମଧ୍ୟ ଆମେ ଥାଉ | ଆଉ ସେହି ସବୁ ସମସ୍ୟା ଆମର ଖାଦ୍ୟ ଉପରେ ନିର୍ଭର କରିଥାଏ | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ଏହି ଏସିଡିଟି ଭଳି ସମସ୍ୟା ଆମର କାହିଁକି ହୋଇଥାଏ | ଆଉ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ କେଉଁ ସବୁ ଉପାୟ ଗୁଡିକୁ ଆପଣାଇବା ଆବଶ୍ୟକ ହୋଇଥାଏ |
ସାଧାରଣତଃ ଆମେ ଜାଣିଥାଉ କି ଏହିଁ ଏସିଡିଟି ଭଳି ରୋଗ ହେଲେ ଆପଣଙ୍କର ଛାତି ଜଳିବା, ଗଳାରେ କଫ ଜମା ହେବା, ବାନ୍ତି ଲାଗିବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ |ତେବେ ଏହି ଭଳି ସମସ୍ୟା ଆଜିର ପ୍ରାୟତଃ ଲୋକ ମାନଙ୍କ ପାଖରେ ଦେଖିବାକୁ ମିଳୁଛି |ତେବେ ସାଧାରଣତଃ ଆମେ ଜାଣିଥାଉ କି ଖାଦ୍ୟ ଆମ ପେଟ ଭିତରକୁ ଗଲେ ସେଠି ଡ଼ାଇଜେସନ ହୋଇଥାଏ | ଆଉ ଆମେ ଜାଣିଛୁ କି ଆମର ଖାଇବା ରହୁଥିବା ସ୍ଥାନରେ ଏସିଡ ଗୋଟିଏ କ୍ଷରଣ ହୋଇଥାଏ | ଆଉ କୌଣସି କାରଣ ରୁ ଯଦି ତାହା ହଜମ ନ ହୁଏ ସେଥିରେ ଏସିଡିଟି ର ମାତ୍ରା ଟା ବଢ଼ି ଯାଇଥାଏ | ଯାହା ଏସିଡିଟି ର କାରଣ ହୋଇଥାଏ |
କେଉଁ କେଉଁ ଖାଦ୍ୟ ଖାଇବା ଯୋଗୁଁ ଆମକୁ ଏସିଡିଟି ଭଳି ସମସ୍ୟା ଦେଖା ଦେଇଥାଏ :-
ତେବେ ଆମେ ଯଦି ଅତ୍ୟଧିକ ପରିମାଣରେ ଜଙ୍ଗ ଫୁଡ, ଓଏଲି ଫୁଡ ଖାଇବା, ଫାଷ୍ଟ ଫୁଡ ଖାଇବା, ଅଧିକ ବୋଟର ଜାତୀୟ ଖାଦ୍ୟ ଖାଇବା, ତାହା ବ୍ୟତୀତ ଆମେ ପିଉଥିବା କଫି ରେ ମଧ୍ୟ ଏସିଡ ର ମାତ୍ରା ଅଧିକ ଥାଏ ତାହା ଖାଦ୍ୟ ହଜମ ହେବାକୁ ଦିଏ ନାହିଁ ଓ ଏସିଡିଟି ଭଳି ସମସ୍ୟା ମାନ ସୃଷ୍ଟି ହୋଇଥାଏ |ଏହା ବ୍ୟତୀତ ଆମର ଖାଉଥିବା ଚକଲେଟ ରେ ମଧ୍ୟ ଏସିଡ ସୃଷ୍ଟି ହୋଇଥାଏ | ଆମେ ଖାଉଥିବା କେତେକ ଫଳ ଯଥା କମଳା, ଲେମ୍ବୁ, ସପୁରି ଭଳି କେତେକ ଖାଦ୍ୟରେ ଏସିଡିଟି ଅଧିକ ପରିମାଣରେ ସୃଷ୍ଟି ହୋଇଥାଏ |
କେଉଁ ସାବିତ୍ରୀ ଖାଦ୍ୟ ଖାଇଲେ ଏସିଡିଟି କମ ହୋଇଥାଏ :-
ସାଧାରଣତଃ ଆମେ ଖାଉଥିବା ଅଦା, ଦହି ଭଳି ଖାଦ୍ୟ ଖାଇଲେ ଏସିଡିଟି ଭଳି ସମସ୍ୟା କମ ହୋଇଥାଏ , ଆଉ ଯାହା ଏସିଡିଟି ହେବାକୁ ଦେଇ ନ ଥାଏ | ଏହା ବ୍ୟତୀତ ଆମେ ବ୍ୟବହାର କରୁଥିବା କେତେକ ଫଳ ଯଥା ଆପେଲ ଆଉ ତରଭୁଜ ମଧ୍ୟ ଏସିଡିଟି କୁ କମେଇ ଥାଏ | ଏହା ବ୍ୟତୀତ ଆମେ ବ୍ୟବହାର କରୁଥିବା ଉଡ୍ସ ରେ ମଧ୍ୟ ଏସିଡିଟି କମେଇବାରେ ସାହାଯ୍ୟ କରିଥାଏ |
ତେବେ ଏହିଭଳି ଭାବରେ ଖାଇବା କୁ ବ୍ୟବହାର କରିକି ଆମେ ଏସିଡିଟି ରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।