ହଁ ବନ୍ଧୁଗଣ ଆଜିକାଲି ଉଚ୍ଚତା କମିଯିବ ବା ନ ବଢିବା ଗୋଟିଏ ସବୁଠାରୁ ବଡ ସମସ୍ୟା ହେଇଗଲାଣି ଆମ ଯୁବ ପିଢ଼ି ମାନଙ୍କ ପାଇକି |ତେବେ ଆମେ ଜାଣିଛି ସେ ପୁଅ ହେଉ କି ଝିଅ 20 ବର୍ଷ ପୂର୍ବରୁ ସେମାନଙ୍କର ଉଚ୍ଚତା ବଢିଥାଏ ତାହା ପରେ କମି ଯାଇଥାଏ ଆଉ ଉଚ୍ଚତା ବଢିବାର ମାତ୍ରା ଟି | ତେବେ ଆମେ ଜାଣିଛୁ କି ଝିଅ ମାନଙ୍କ ପାଖରେ 10-12 ବର୍ଷ ବୟସରେ ଅଧିକ ଉଚ୍ଚତା ବଢିବାକୁ ଲାଗୁଥିବା ବେଳେ ପୁଅ ମାନଙ୍କ ପାଖରେ 20 ବର୍ଷ ମଧ୍ୟରେ ଅଧିକ ଉଚ୍ଚତା ର ବୃଦ୍ଧି ହୋଇଥାଏ | ତେବେ ଏହି ଉଚ୍ଚତା ବଢିବା ଆମର ବଂଶ ଗତ ପ୍ରଭାବ ପକାଉଥିବା ବେଳେ କେତେକ ଅଂଶରେ ଏହା ଖାଦ୍ୟ ଯୋଗୁଁ ମଧ୍ୟ ହୋଇଥାଏ | ତାହେଲେ ଆସନ୍ତୁ ଆଜି ଆମେ ଉଚ୍ଚତା ବୃଦ୍ଧି କରିବାର କେତେକ ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ଉଚ୍ଚତା ବଢାଇବା ପାଇଁ କଣ ଖାଇବା ଉଚିତ :-
1- ପ୍ରଥମେ ଆମେ ଚିମୁଟାଏ ଚୂନ ନେବା ଓ ତାକୁ ଦହିରେ ଭଲ ଭାବରେ ମିଶେଇ ଦେବା ଆଉ ପ୍ରତେକ ଦିନ ସେଥିରୁ କିଛି ଖାଇବା | କାରଣ ଆମେ ଜାଣିଛୁ କି ଚୂନ ରେ କ୍ୟାଲସିୟମ ଥାଏ ଯାହା ଆମର ଦାନ୍ତ, ଆଉ ହାଡ଼ କୁ ଶକ୍ତ କରିବା ସହିତ ଆମ ଉଚ୍ଚତା ବୃଦ୍ଧି ରେ ମଧ୍ୟ ସାହାଯ୍ୟ କରିଥାଏ | ଏହା ବ୍ୟତୀତ ଆମେ ଖାଉଥିବା ଦହି ମଧ୍ୟ ଉଚ୍ଚତା ବଢ଼ାଇଥାଏ | ଯାହାର ଷ୍ଟୋନ ହୋଇଥିବ ସିଏ ଚୂନ କୁ ବ୍ୟବହାର କରିବା ଅନୁଚିତ ହୋଇଥାଏ |
2- ଦ୍ୱିତୀୟ ରେ ଆମେ ମାନେ ନେଇ ପାରିବା ଆଲମଣ୍ଡ,କଳାଜିରା, ଲାଉ ମଞ୍ଜି ଓ ଆସ୍ଵଗନ୍ଧା ପାଉଡର କୁ ମଧ୍ୟ ନେଇ ପାରିବା |ଏଥିପାଇଁ ଆପଣ ଙ୍କୁ ଏହି ସବୁ କୁ ଭଲ ଭାବରେ ଅଲଗା ଅଲଗା ଭାବରେ ଗୁଣ୍ଡ କରିବା ପାଇଁ ପଡିବ | ରାତିରେ ଖାଇବା ପରେ ଗୋଟିଏ ଗ୍ଲାସ କ୍ଷୀର ରେ ଗୋଟିଏ ଚାମଚ ଆଲମଣ୍ଡ, ଗୋଟିଏ ଚାମଚ ଲାଉ ମଞ୍ଜି ଗୁଣ୍ଡ ନେବା ଓ ଅଧା ଚାମଚ କଳାଜିରା ଓ ଅଶ୍ଵଗନ୍ଧା ପାଉଡର ନେଇକି ମିଶେଇକି ପିଇବା ଦ୍ୱାରା ଆମର ଉଚ୍ଚତା ବଢିଥାଏ |
3-ତୃତୀୟ ରେ ଆମେ ଓଟ କ୍ଷୀର କୁ ନେଇ ପାରିବା , ଆଉ ଯଦି ତାହା ନ ମିଳୁଛି ତାହେଲେ ଆପଣ ଓଟ କ୍ଷୀର ରୁ ପ୍ରସ୍ତୁତ ପାଉଡର ମଧ୍ୟ ନେଇପାରିବେ |
4- ଏହା ବ୍ୟତୀତ ଆପଣ ପ୍ରତେକ ଦିନ 6-7 ଘଣ୍ଟା ଶୋଇବା ସହିତ ବେଲେନ୍ସ ଡାଏଡ଼ ନେବା ଆବଶ୍ୟକ ହୋଇଥାଏ | ଯାହା ଆମର ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରିଥାଏ |
5-ତେବେ ଏହା ବ୍ୟତୀତ କ୍ଷୀର ପ୍ରତେକ ଦିନ ଖାଇବେ ଓ ନିୟମିତ ଏକସେସାଇଜ ଦୌଡିବା ସହିତ ହେଗିଙ୍ଗ ଏକସେସାଇଜ କରିବା ଆବଶ୍ୟକ ହୋଇଥାଏ ଓ ନିୟମିତ କେତୋଟି ୟଗ ମଧ୍ୟ କରିପାରିବା |
ରହିଭଳି ଭାବରେ ଆମେ ଆମର ଉଚ୍ଚତା ଜନିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।