Swastik Tv News Odisha

ଏହାକୁ ପାଦରେ ଲଗେଇ ଶୋଇପଡନ୍ତୁ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ, ଅନିଦ୍ରା ରୋଗ ଦୂର ହେବ | Insomnia Home Remedy

0

ହଁ ଦର୍ଶକ ବନ୍ଧୁ ଆଜି କାଲି ନିନ୍ଦ ନ ହେବା ଗୋଟିଏ ବଡ ସମସ୍ୟା ଯାହା ଦୂର କରିବା ପାଇଁ ଆମେ ସବୁବେଳେ ଚିନ୍ତା ଥାଉ | କାରଣ ମଣିଷ କୁ ଯଦି ଟିକେ ଭଲ ନିନ୍ଦ ନ ହୁଏ ତାହେଲେ ତାକୁ ସେହିଦିନ ଜମାରୁ ଭଲ ଲାଗି ନଥାଏ ଓ ଶରୀର ମଧ୍ୟ ଅସୁସ୍ଥ ଲାଗି ଥାଏ |ତେଣୁ ମଣିଷ ଦିନକ ରେ 8 ଘଣ୍ଟା ଶୋଇବା ଆବଶ୍ୟକ ବୋଲି କୁହାଯାଏ | ହେଲେ କିଛି ବ୍ୟକ୍ତି ଙ୍କୁ ନିନ୍ଦ ନ ହେବା କାରଣ ରୁ ସେମାନେ ଅନେକ ସମୟରେ ଡାକ୍ତର ଙ୍କୁ ପରାମର୍ଶ ନେଇ ନିନ୍ଦ ପାଇଁ ନିନ୍ଦ ବଟିକା ସେବନ କରନ୍ତି | ଯାହା ଶରୀର ପାଇଁ କ୍ଷତି କାରକ ବୋଲି କୁହା ଯାଏ | ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସେବନ ସାମଗ୍ରୀ ର ପ୍ରସ୍ତୁତି ବିଷୟରେ କହିବୁ ତାହା ସେବନ କରିଲେ ଓ ଶୋଇବା ପୂର୍ବରୁ ପାଦ ରେ ଲଗାଇଲେ ଆପଣଙ୍କୁ ସୁଖ ନିନ୍ଦ୍ରା ହେବ |

ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ନିନ୍ଦ୍ରା ହେବା ପାଇଁ କିଛି ଘରେଇ ଉପାୟ ବିଷୟ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମରେ ଏକ ଗ୍ଲାସ ରେ ଏକ ଗ୍ଲାସ କ୍ଷୀର ନିୟନ୍ତୁ ଓ ସେଥିରେ ଏକ ଚାମଚ ମହୁ ମିଶାଇ ତାକୁ ଭଲ ଭାବରେ ମିକ୍ସ କରନ୍ତୁ ଓ ତାପରେ ଏହାକୁ ପ୍ରତେକ ଦିନ ଶୋଇବା ପୂର୍ଵ ରୁ ସେବନ କରନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ନିନ୍ଦ ବହୁତ ଭଲ ହେବ | ଯଦି ଆପଣଙ୍କୁ କ୍ଷୀର ପିଇବା କୁ ଭଲ ଲାଗେନି ତାହେଲେ ଏହାର ଦ୍ୱିତୀୟ ଉପଚାର କୁ ମଧ୍ୟ୍ୟ ବ୍ୟବହାର କରି ପାରିବେ |

ଦ୍ୱିତୀୟ ରେ :- ଏକ ପାତ୍ର ନେଇ ସେଥିରେ ଦୁଇ ଗ୍ଲାସ ପାଣି ନିୟନ୍ତୁ ଓ ସେଥିରେ ଦୁଇ ଚାମଚ ପାନ ମହୁରି ସେହି ପାଣି ରେ ମିଶାନ୍ତୁ ଓ ସେଥିରେ ଲେମ୍ବୁ ମଧ୍ୟ ମିଶାନ୍ତୁ | ଓ ଏହାକୁ ପ୍ରତେକ ଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ପିୟନ୍ତୁ ଦେଖିବେ ଏହା ପିଇବା ଦ୍ୱାରା ଆପଣଙ୍କ ନିନ୍ଦ ବହୁତ ଭଲ ହେବା ସହିତ ଆପଣଙ୍କ ଶରୀର କୁ ମଧ୍ୟ ସୁସ୍ଥ ଲାଗିଥାଏ |

ତେବେ ଆସନ୍ତୁ ଏବେ ଏହାର ତୃତୀୟ ଓ ଶେଷ ଘରେଇ ଉପଚାର ବିଷୟରେ ଜାଣିବା | ଏକ ଚାମଚ ସୋରିଷ ତେଲ ସହିତ ଆପଣ ଏଥିରେ ଏକ ଲେମ୍ବୁ ଚିପୁଡ଼ି ଏହାକୁ ଗରମ କରି ପ୍ରତେକ ଦିନ ଶୋଇବା ପୂର୍ବ ରୁ ପାଦ ରେ ଭଲ ଭାବରେ ମାଲିସ କରି ଶୁଅନ୍ତୁ |ଦେଖିବେ ଆପଣଙ୍କ ନିନ୍ଦ ବହୁତ ଭଲ ରେ ହେବ |

ତାହେଲେ ଏହା ଥିଲା ସେହି ଘରେଇ ଉପଚାର ଯାହାକୁ ଆପଣ ମାନେ ବ୍ୟବହାର କରି ନିଦ୍ରା ଜନିତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.