ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ। ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।
ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଖୁସିର ସୀମା ରହେ ନାହିଁ। ଆପଣ ବି ଏଭଳି ଭିଡିଓ ଦେଖି ବହୁତ୍ ଖୁସି ହେଉଥିବେ। ତେବେ ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।
ଏହା ହେଉଛି ଏକ କୁନି ପିଲାର ଗୀତ ଗାଉଥିବା ର ଭିଡିଓ। ପିଲାଟି ଯେଉଁଭଳି ଭାବରେ ଗୀତ ଗାଉଛି ତାକୁ ଦେଖିଲେ ଆପଣ ଖୁସି ହେବା ସହିତ ତାର ଏଭଳି ଗୀତକୁ ପ୍ରଶଂସା କରିବେ।ଏହା ଏକ ମଜାଦାର ମୁହୂର୍ତ୍ତର ଭିଡିଓ ଅଟେ। ପିଲାଟି ଆଗ୍ରହ, ଆତ୍ମ ବିଶ୍ୱାସ ର ସହିତ ଯେଉଁଭଳି ଭାବରେ ଗୀତ ଗାଉଛି ତାହା ବେଶ୍ ଆକର୍ଷଣୀୟ ଲାଗୁଛି। ଥରେ ଦେଖନ୍ତୁ ଭଲ ଭାବରେ ଏହି ଭିଡିଓ କୁ ପିଲାଟି କିପରି ଭାବରେ ତାର ଗାୟିକିର ପ୍ରଦର୍ଶନ କରୁଛି। ଏହାଛଡା ସେ ଟିକେ ଟିକେ ନୃତ୍ୟ ପରିବେଷଣ ବି କରୁଛନ୍ତି। ଏହାକୁ ଦେଖିବାକୁ ବହୁତ୍ ଖୁସି ଲାଗୁଛି। ଆପଣ ଏହି ଭିଡିଓ ଦେଖିଲେ ହସି ହସି ଗଡି ଯିବେ।
ତେବେ ଛୋଟ ଛୋଟ ପିଲା ମାନଙ୍କ ର ଏଭଳି କାର୍ଯ୍ୟର ଭିଡିଓ ଦେଖିବା ପାଇଁ ବାସ୍ତବ ରେ ବହୁତ୍ ଭଲ ଲାଗିଥାଏ। ସେମାନଙ୍କ ଯେ କୌଣସି ପ୍ରତିଭାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ତାଙ୍କର ଗୀତ ଗାଇବା, ଡାନ୍ସ କରିବା, ଆବୃତ୍ତ କରିବା ଆଦି କାର୍ଯ୍ୟ କଲାପ ଦେଖିବାରେ ଏକ ଭିନ୍ନ ଆନନ୍ଦ ରହିଥାଏ। ସେହିପରି ଏହି କୁନି ପିଲାଟି ଯେଉଁଭଳି ଭାବରେ ସ୍ୱର ଦେଇ ହିନ୍ଦି ଗୀତକୁ ଗାଉଛି ତାହା ବାସ୍ତବ ରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।