Swastik Tv News Odisha

ଏହି ଛୋଟ ଝିଅର ପ୍ରଥମ ଭିଡିଓ ଭାଇରାଲ ହେବାରୁ ପୁଣ Part -2 ଭିଡିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛି…ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

0

କିଛି ପିଲାମାନେ ଏମିତି ହୋଇଥାନ୍ତି ଯେଉଁମାନେ ପାଠ ନପଢ଼ିବା ପାଇଁ ଅନେକ ବାହାନା ଦେଖାଇ ଥାଆନ୍ତି। ଏଥିପାଇଁ ସେମାନେ ସବୁ ଏମିତି କଥା କୁହନ୍ତି ଯାହା ଶୁଣି ଆପଣ ବି ଛୋଟ ପିଲାମାନଙ୍କର ଅନେକ କଥାକୁ ଆପଣ ଶୁଣିବାକୁ ପାଉଥିବେ।ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି ତାହା ପିଲାମାନେ ହିଁ ଜାଣନ୍ତି। ସେମାନଙ୍କ କଥାକୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ। ସେମାନେ ଯାହାବି କୁହନ୍ତୁ ନା କାହିଁକି ତାହା ଶୁଣିବାକୁ ବେଶ ଭଲ ଲାଗେ।ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ ଯାହା ସମସ୍ତଙ୍କୁ ଭଲ ଲାଗେ।

ଛୋଟ ପିଲା ମାନଙ୍କର କଥା ଶୁଣିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି।ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି ଓ ପ୍ରତିକ୍ରିୟା ମଧ୍ଯ ଦେଇଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ସେହିପରି କିଛି ପିଲାମାନଙ୍କ କଥା ମଧ୍ୟ କୌତୁହଳ ପୂର୍ଣ୍ଣ ହୋଇଥାଏ।

କୁନି ପିଲାମାନଙ୍କର ଅନେକ ଭିଡିଓ ଆମେ ଆପଣଙ୍କୁ ଆଗରୁ ବି ଦେଖେଇଛୁ। ନିକଟରେ ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିଥିଲୁ ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗି ଥିଲା।ଏହି ଭିଡିଓ ରେ ଏହି ଛୋଟ ଝିଅ ଜଣଙ୍କ କେମିତି କହିଥିଲା ତାହା ତ ଆପଣ ଦେଖିଥିବେ।ତାଙ୍କ ମାଆ ତାଙ୍କୁ ପାଠ ପଢିବାକୁ କହିବାରୁ ସେ ପିଲାଟି କହୁଛି ମୋତେ ଏକ ଲାଗିଲାଣି।ସେ ଏକକୁ ମୁତ ଲାଗିଲାଣି ବୋଲି କହୁଛି। ବାରମ୍ଵାର ସେ କହୁଛି ମୋତେ ବହୁତ୍ ଜୋର୍ ରେ ଏକ ଲାଗିଲାଣି। ଟିକେ ରୁହ, ମୋତେ ଏକ ଲାଗିଛି, ସତରେ ମୋତେ ବହୁତ୍ ଜୋର୍ ରେ ଏକ ଲାଗିଛି।

ଏହି ଭିଡିଓ ଟି ଯେମିତି ଭାଇରାଲ ହେବାରେ ଲାଗିଥିଲା, ସେହିଭଳି ପୁଣି ସେହି ପିଲା ଏବେ ପାଠ ନପଢିବା ର ବାହାନା କରି ତାର ମାଆ ଙ୍କୁ କଣ କହୁଛି ଥରେ ଏହି ଭିଡିଓ ରେ ଦେଖନ୍ତୁ।ସେ ଯେମିତି କହୁଛି ତାକୁ ଦେଖି ଆପଣ ହସି ହସି ଗଡି ଯିବେ। ମାଆ କୁ ସେ କହୁଛି ମାଆ ମୁଁ ଟିକେ ବାହାରୁ କାମ ଦେଖିକି ଆସେ, ଟିକେ ଆସେ ମୁଁ। ମାଆ କହୁଛନ୍ତି ତୁ କାହିଁକି ଯିବୁ କାମ ଦେଖିବା ପାଇଁ, ପିଲାଟି କହୁଚି ମୁଁ ଟିକେ ଖାଲି ଆସେ। ପିଲାଟିର ପାଠ ନପଢ଼ିବାର ଏପରି ବାହାନା ଦେଖି ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.