ଏହି ଛୋଟ ପିଲାର Excellent ଭିଡ଼ିଓ ହେଲା ଭାଇରାଲ୍… ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ବି ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ।

ସେହିପରି ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।

ସେମାନେ ଅନେକ କଥାକୁ ଶୁଣିବି ମନେ ରଖି ଥାଆନ୍ତି। ଆଉ ଏଥିପାଇଁ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି। ତେବେ ଯାହାବି ହେଉ ପିଲା ମାନଙ୍କର ବଦମାସୀ ତ ଆପଣ ଦେଖିଥିବେ ଏବଂ ପାଠ ପଢ଼ାକୁ ନେଇ ସେମାନେ କିପରି ବଦମାସୀ କରନ୍ତି ତାହା ବି ଆପଣ ଜାଣିଥିବେ। ସେହିପରି ଏକ ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଯେ ପାଠ ପଢାକୁ ନେଇ ଏଠାରେ ପିଲାଟିର ପ୍ରତିକ୍ରିୟା କିପରି ରହିଛି। ହୋମ ୱାର୍କ ନକରି ସେ କିପରି ଭାବରେ କାନ୍ଦୁଛି କିଛି କଥା ଶୁଣୁ ନାହିଁ। ଆଉ ଏଠାରେ ପିଲାଟି ଏଭଳି କଥା କହୁଛି ଯାହାକୁ ଦେଖିଲେ ଆପଣଙ୍କ ର ବି ଏହି ପିଲାଟି ପ୍ରତି ଦୟା ଆସିବ।

ମାଆ ତାକୁ ପଚାରୁଛନ୍ତି ତୁ କାନ୍ଦୁଛୁ କଣ ପାଇଁ, କଣ ହେଇଛି କହ।ସେ ଏହାର ଉତ୍ତର ଦେବା ପରିବର୍ତ୍ତେ ଆହୁରି ଅଧିକ କାନ୍ଦିବାକୁ ଲାଗୁଛି। ପାଠ ପଢିବ ନାହିଁ ବୋଲି କହୁଛି ଏବଂ ବହିକୁ ବନ୍ଦ କରି ରଖି ଦେଉଛି। ମାଆ ତାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ଯେମିତି ହେଉଛି ତାକୁ ଦେଖିଲେ ଆପଣ ହସି ହସି ଗଡି ଯିବେ। ବଙ୍ଗଳା ଭାଷାରେ ଉଭୟ ମାଆ ଏବଂ କୁନି ପିଲାଟିର କଥାବାର୍ତ୍ତା ର ଏହି ଭିଡିଓ ଦେଖି ଦର୍ଶକ ବେଶ୍ ଖୁସି ହେଉଛନ୍ତି ଏବଂ ସୋସିଆଲ ମିଡିଆରେ ଏହା ବହୁତ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment