ଏହି ଫୁଲ ଖାଆନ୍ତୁ, ହାଇ ବ୍ଳଡପ୍ରେସର ( High Blood Pressure ) କଣ୍ଟ୍ରୋଲ କରନ୍ତୁ ଗ୍ୟାରେଣ୍ଟି

ଉଚ୍ଚରକ୍ତଚାପ ଆମ ଶରୀରରେ ଅନେକ ରୋଗ ଭିତରୁ ଏମିତି ଗୋଟାଏ ରୋଗ ଯାହା ଆଜିକାଲି ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି ।ଆଉ ଏହା ପାଇଁ ଆମକୁ ବହୁତ ସମସ୍ୟାର ସମ୍ମୁଖୀନ ଓ ମୃତ୍ୟୁ ପରି ପରିସ୍ଥିତି ବି ଆସି ଯାଉଛି ।ତେବେ ଏହାକୁ କିପରି ନିୟନ୍ତ୍ରଣ କଟିବେ ଘରୋଇ ଉପାୟରେ ଆସନ୍ତୁ ଜାଣିବା ।ଆଜିର ଏହି ଫୁଲକୁ ଖାଇ ଦେଖି ପାରିବେ କେମିତି ଖୁବ କମ ସମୟରେ ଆପଣଙ୍କ ହାଇବ୍ଲଡ଼ପ୍ରେସର ପୁରା କମିଯିବ ।

ପ୍ରଥମ ଉପାୟ:-

ଜରୁରୀ ସାମଗ୍ରୀ-

ପୋସ୍ତ, ତରଭୁଜ ମଞ୍ଜି

ସେବନ ଉପାୟ:-

ତେବେ ଏହି ଉପାୟ ପାଇଁ ଆପଣ ପ୍ରଥମେ କିଛି ପୋସ୍ତ ଓ ଚୋପା ନଥିବା ତରଭୁଜ ମଞ୍ଜି ନିଅନ୍ତୁ ।ଆଉ ଦୁଇଟିକୁ ସମାନ ପରିମାଣରେ ନେଇ ତାକୁ ଗୁଣ୍ଡ କରନ୍ତୁ ଓ ସେହି ଗୁଣ୍ଡକୁ ଗୋଟିଏ କାଚ ଜାର ଭିତରେ ପୁରେଇ ରଖନ୍ତୁ ।
ସବୁଦିନ ସକାଳର ଜଳଖିଆ ଖାଇବାର ଅଧଘଣ୍ଟା ଆଗରୁ ସେହି ଗୁଣ୍ଡରୁ ଅଧ ଚାମୁଚ ଚାମୁଚ ଗୋଟିଏ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ ।

-ତେବେ ତରଭୁଜ ମଞ୍ଜି ଓ ତରଭୁଜରେ କ୍ୱିକ ଭିଟାମିନ ନାମକ ଏକ ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ରକ୍ତ କୋଶିକାକୁ ଡାଇଲେକ୍ସ କରିବାରେ ସାହାଯ୍ୟ କରିଥାଏ ଏହା ବ୍ୟତୀତ ଏହା ଆମ କିଡନୀର କାର୍ଯ୍ୟ କ୍ଷମତା ବଡାଇଥାଏ ।ତେବେ ପୋସ୍ତରେ ଆଇରନ, ଭିଟାମିନ ବି 6 ଓ ପୋଟାସିୟମର ମାତ୍ରା ବହୁତ ଅଧିକ ରହିଥାଏ ।ତେଣୁ ପ୍ରତିଦିନ ଏହାର ସେବନ ଦ୍ଵାରା ଉଚ୍ଚରକ୍ତଚାପ ସବୁବେଳେ ନିୟନ୍ତ୍ରଣ ହେଇଥାଏ ।

ଦ୍ଵିତୀୟ ଉପାୟ:-

ଜରୁରୀ ସାମଗ୍ରୀ-

ଅଁଳା ରଶ,

ଡାଲଚିନି ଓ ମହୁ

ରେମେଡି ପ୍ରଣାଳୀ:-

ତେବେ ଏହି ରେମେଡି ପାଇଁ ପ୍ରଥମେ ଅଧା ଗ୍ଲାସ ପାଣିରେ 3ରୁ 4 ଚାମୁଚ ଅଁଳା ରଶ ମିଶାନ୍ତୁ ।ତାପରେ ଏକ ଚାମୁଚ ଡାଲଚିନି ଗୁଣ୍ଡ ଓ ଏକ ଚାମୁଚ ମହୁ ମିଶାଇ ସେ ସବୁକୁ ଭଲ ଭାବରେ ଗୋଳାଇ ନିଅନ୍ତୁ ।ଆଉ ଏହି ଡ୍ରିଙ୍କ କୁ ଦିନରେ ପିଅନ୍ତୁ 3ରୁ 4 ଦିନ ପିଇବା ପରେ ଦେଓହିବେ ଶରୀରର ବ୍ଲଡ଼ପ୍ରେସର ଖୁବ ଜଲଦି କମିବାକୁ ଲାଗିବ ।

-ଅଁଳାରେ ଭିଟାମିନ ବି ଓ ସି ପ୍ରଚୁର ପରିମାଣରେ ମିଳିଥାଏ ଓ ଡାଲଚିନି ସୁଗାର ଲେବୁଲକୁ କୋନ୍ତ୍ରଲ କରିଥାଏ ।

ତୃତୀୟ ଉପାୟ:-

ଜରୁରୀ ସାମଗ୍ରୀ-

ମନ୍ଦାର ଫୁଲ, ଅଳେଇଚ

ରେମେଡି ପ୍ରଣାଳୀ:-

ପଥମେ ଦୁଇଟି ମନ୍ଦାର ଫୁଲ ନିଅନ୍ତୁ ଆଉ ତାର ପାଖୁଡା କୁ ପାଣିରେ ପକେଇ ଫୁଟାନ୍ତୁ ଆଉ ସେଥିରେ ଚିମୁଟାଏ ଅଳେଇଚ ଗୁଣ୍ଡ ବି ପକାଇ ଫୁଟେଇବେ ।ତେବେ ପାଣି ଫୁଟି ଯେତେବେଳେ ଏକ ଗ୍ଲାସ ହେଇଯିବ ସେତେବେଳେ ତାକୁ ଛାଣି ଦିନକୁ ଦୁଇ ଥର ସେବନ କରନ୍ତୁ ।ଦେଖିବେ 15 ଦିନ ଭିତରେ ଆପଣଙ୍କ ବ୍ଲଡ଼ପ୍ରେସର ପୁରା କୋନ୍ତ୍ରଲ ହେଇଯିବ ।

ତେବେ ଏହି ସବୁ ନିୟମ ଗୁଡିକ ବ୍ୟତୀତ କିଛି ଖାଦ୍ୟ ପଦାର୍ଥ ଗୁଡିକ ଉପରେ ବି ବିଶେଷ ଧ୍ୟାନ ଦେବା ଦରକାର ଯାହା ଆପଣଙ୍କ ଉଚ୍ଚରକ୍ତଚାପ ଭଲ ଓ ଖରାପ ଅଟେ ।ତେବେ କମଳା,ନ୍ୟାସପାଟି,ସେଓ,ତରଭୁଜ,କାକୁଡି,ପାଳଙ୍ଗ ଗାଜର,ବିଟ ଆଦି ହାଇବ୍ଲଡ଼ପ୍ରେସର ଥିବା ଲୋକମାନେ ଖାଇବା ଉଚିତ ।ଏହା ବ୍ୟତୀତ ଉଚିତ ଦାଏଟ ଓ ଏକ୍ସାସାଇଜ ଦ୍ୱାରା ହାଇବ୍ଲଡ଼ପ୍ରେସର କୁ ରୋକା ଯାଇ ପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment