ଏହି ମହିଳା IAS ଅଫିସର Srushti jayant ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣାର ଭିଡିଓ କୁ ନିୟମିତ ଭାବରେ ଦେଖିବାକୁ ପାଉଥିବେ।ଆପଣ ଅନେକ କିଛି ମଜାଦାର ଏବଂ ଶିକ୍ଷଣୀୟ ଭିଡିଓକୁ ସୋସିଆଲ ମିଡିଆରେ ଅନେକ ସମୟରେ ଦେଖିବାକୁ ପାଉଥିବେ। ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।ଏହା ସମସ୍ତଙ୍କୁ ଚକିତ କରିବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ମନ ଭିତରେ ଦୃଢ଼ ଆତ୍ମବିଶ୍ବାସ ସୃଷ୍ଟି ହୋଇଥାଏ।

ଏହିସବୁ ଭିଡିଓ ଯାହା ଯେତିକି ପ୍ରେରଣାଦାୟୀ ସେହିଭଳି ଉତ୍ସାହ ପୂର୍ଣ୍ଣ ମଧ୍ୟ ଅଟେ। ତେବେ ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆଉ ସେହି ସବୁ ଘଟଣା ଗୁଡ଼ିକ ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ଯାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, ଏବଂ କଣ ଏମିତି ବି ଘଟିପାରେ। ସୋସିଆଲ ମିଡିଆରେ ଏହିଭଳି ବିଭିନ୍ନ ପ୍ରକାର ବିଷୟବସ୍ତୁ କୁ ନେଇ ଅନେକ ଭିଡିଓ ଦେଖିବାକୁ ମିଳିଥାଏ।

ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଚାହିଁ ରହିଯିବେ। କାରଣ ଏଠାରେ ଜଣେ ବରିଷ୍ଟ ପ୍ରଶାସନିକ ଅଧିକାରୀ ଙ୍କ ଆକ୍ସନ ମୁଡ଼ ର ଦୃଶ୍ୟ ଦେଖିବାକୁ ମିଳୁଛି।ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ଜଣେ ମହିଳା ଆଇ ଏ ଏସ, ଯାହାଙ୍କ ନାମ ହେଉଚି ସୃଷ୍ଟି ଦେଶମୁଖ।ସେ କିଭଳି ଭାବରେ ଜନସାଧାରଣ ମାନଙ୍କ ଗହଣ କୁ ଆସି ସେମାନଙ୍କ ସମସ୍ୟା ବୁଝିବା ସହିତ ଅଭିଯୋଗ ଅନୁସାରେ କାରବାୟୀ କରୁଛନ୍ତି ତାହା ମଧ୍ୟ ଏଠାରେ ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ। ଯାହା ଆପଣଙ୍କୁ ଏହି ସମ୍ମାନ ପାଇବାକୁ ମନ ଭିତରେ ଆଗ୍ରହ ସୃଷ୍ଟି କରିବ।

ତେବେ ଏହି ଭିଡିଓ ଦେଖି ନିଶ୍ଚିତ ଭାବରେ ଆପଣଙ୍କୁ ମହିଳା ଅଧିକାରୀଙ୍କ କାର୍ଯ୍ୟ ଉପରେ ଗର୍ବ ଅନୁଭବ ହେଉଥିବ। ଏହାଛଡା ଏହାକୁ ଦେଖି ଏଭଳି ଉଚ୍ଚ ପଦସ୍ଥ ଚାକିରି ପାଇବା ପାଇଁ ପରିଶ୍ରମ କରିବାକୁ ପ୍ରେରଣା ମିଳିଯିବ। ଏଠାରେ ମହିଳା ଅଧିକାରୀ ଜଣଙ୍କ ଯେଉଁଭଳି ଭାବରେ ଲୋକଙ୍କ ନିକଟକୁ ଆସି ଲୋକଙ୍କୁ ବୁଝାଉଥିବା ଏବଂ ସେମାନଙ୍କ କଥା ଶୁଣିବା ଏବଂ ଭୁଲ୍ ଠିକ୍ ର ତର୍ଜମା କରିବାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମହିଳା ଆଇ ଏ ଏସ ଅଧିକାରୀ ଙ୍କ ଏହି ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment