ଏହି ମହିଳା IAS ଅଫିସର Srushti Deshmukh ଙ୍କ ପାୱାର ଦେଖିଲେ ଆପଣ ବି ଗର୍ବ ଅନୁଭବ କରିବେ… ବନ୍ଦ କର କ୍ୟାମେରା.. ଭିଡ଼ିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ…

ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଦାୟିତ୍ଵ ଏବଂ ତାଙ୍କର କର୍ତ୍ତବ୍ୟ ସବୁବେଳେ ଗୁରୁତ୍ଵପର୍ଣ୍ଣ ହୋଇଥାଏ। କାରଣ ସେମାନଙ୍କ ଉପରେ ଦେଶର ସୁରକ୍ଷା ଏବଂ ନ୍ୟାୟିକ ବ୍ୟବସ୍ଥା ନ୍ୟସ୍ତ ଥାଏ। ତେବେ ଜଣେ ପୋଲିସ ମଧ୍ୟ ଏହି ବିଭାଗର ଏକ ଅଂଶ ସ୍ଵରୂପ କାର୍ଯ୍ଯ କରିଥାଏ। କିନ୍ତୁ ଜଣେ ଆଇ ଏ ଏସ କିମ୍ୱା ଆଇ ପି ଏସ ଅଧିକାରୀଙ୍କ ଦାୟିତ୍ଵ ଏବଂ କର୍ତ୍ତବ୍ୟ ଓ ତାଙ୍କର ପଦବୀ କିଛି ଅଧିକ ଗୁରୁତ୍ବ ବହନ କରେ। କାରଣ ସେମାନେ ହେଉଛନ୍ତି ଜଣେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସବୁଠାରୁ ଅଧିକ କ୍ଷମତା ଥିବା ଦେଶର ପ୍ରଶାସନିକ ଅଧିକାରୀ। ବହୁତ୍ ପରିଶ୍ରମ କରି ସେମାନେ ଏପରି ସମ୍ମାନର ଅଧିକାରୀ ହୋଇ ପାରନ୍ତି।

ତେବେ ସେମାନଙ୍କ କାର୍ଯ୍ଯ କଳାପକୁ ଅନୁଧ୍ୟାନ କଲେ ଆପଣ ଜାଣି ପାରିବେ ଯେ କେଉଁଭଳି ଭାବରେ ସେମାନେ ଦାୟିତ୍ବବାନ ଅଟନ୍ତି ଏବଂ ନିଜର କର୍ତ୍ତବ୍ୟକୁ ସୁଚାରୁରୂପେ ଏବଂ ଗୁରୁତ୍ୱ ର ସହ ନିର୍ବାହ କରିଥାନ୍ତି। ଆପଣ ଜାଣିଛନ୍ତି କି ଅନେକ ଜଣ ତାଙ୍କର ଦୃଢ଼ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ଏହିଭଳି ଏକ ସମ୍ମାନସ୍ପଦ ଏବଂ ଉଚ୍ଚ ପଦସ୍ଥ ଚାକିରୀ କୁ କରି ଦେଶର ଏବଂ ଜନତାର ସେବା କରିବାର ସୁଯୋଗ ପାଇଥାନ୍ତି।ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିବା ଟିକେ କଷ୍ଟକର ହୋଇଥାଏ। କିନ୍ତୁ ଯିଏ ନିଷ୍ଠାର ସହିତ ପରିଶ୍ରମ କରିବ ଏବଂ ଅନବରତ ପ୍ରୟାସ ଜାରି ରଖିବ ସିଏ ଏଭଳି ଏକ ଉଚ୍ଚ ପଦସ୍ଥ ବିଶିଷ୍ଟ ଚାକିରି କୁ ପାଇବାରେ ସଫଳ ହୋଇ ପାରିବ।

ତେବେ ଆଇ ଏ ଏସ ଅଫିସର୍ ହେବା ଏକ ବହୁତ୍ ବଡ ସଫଳତା ହୋଇଥାଏ ଜଣଙ୍କ ପାଇଁ। ଏହି ଚାକିରି ପାଇଁ ମାନସିକ ଦକ୍ଷତା କୁ ପରୀକ୍ଷା କରା ଯାଇଥାଏ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ। ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ଆଉ ଏଥିରେ ବିଭିନ୍ନ ପ୍ରକାର ଦୃଷ୍ଟି କୋଣରୁ ଆପଣଙ୍କୁ ପ୍ରଶ୍ନ ପଚରା ଯାଇଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦିଆ ଯାଇଥାଏ। ତେବେ ସାକ୍ଷାତକାର ରେ ପାସ୍ କଲେ ଆପଣଙ୍କୁ ଚାକିରି ମିଳିଥାଏ।ଆପଣ ଆଇ ଏ ଏସ ଅଧିକାରୀଙ୍କ କିଛି ଭିଡିଓ ସୋସିଆଲ୍ ମିଡ଼ିଆରେ ଦେଖିଥିବେ।

ସେହିପରି ଏଠାରେ ଏହି ଭିଡିଓ ରେ ଜଣେ ମହିଳା ଆଇ ଏ ଏସ ଅଧିକାରୀ,ସୃଷ୍ଟି ଜୟନ୍ତ ଦେଶମୁଖ, ତାଙ୍କର କିଛି କାର୍ଯ୍ଯ କଳାପ ଏବଂ ଲୋକଙ୍କୁ ବୁଝାଉ ଥିବାର ଏକ ଭିଡିଓ ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖି ନିଶ୍ଚିତ ଭାବରେ ଆପଣଙ୍କୁ ପୁଣିଥରେ ଏଭଳି ଉଚ୍ଚ ପଦସ୍ଥ ଚାକିରି ପାଇବା ପାଇଁ ପରିଶ୍ରମ କରିବାକୁ ପ୍ରେରଣା ମିଳିଯିବ। ଏଠାରେ ମହିଳା ଅଧିକାରୀ ଜଣଙ୍କ ତାଙ୍କର ଭିଡିଓ କରୁଥିବା ଜଣେ ବ୍ୟକ୍ତିଙ୍କୁ ଭିଡିଓ କରିବାକୁ ମନା କରୁଥିବାର ଦୃଶ୍ୟ ମଧ୍ୟ ଆପଣ ଦେଖିବାକୁ ପାଇବେ। ଏଭଳି ଆକ୍ସନ ମୁଡ ରେ ଜଣେ ଆଇ ଏ ଏସ ଅଧିକାରୀଙ୍କୁ ଦେଖି ଆପଣଙ୍କୁ ବି ଖୁସି ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment