ଏହି ସୁପରଷ୍ଟାର Contestant କଲେ Mind-blowing Performance, ଦେଖିଲା ପରେ ଆପଣ ବି ପ୍ରଶଂସା କରିବେ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ପୁଣି ଏକ କୁନି ଝିଅ ଜଣଙ୍କର ସୁମଧୁର ସ୍ୱରର ସଙ୍ଗୀତ ଗାଉ ଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। ଆଉ ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏହାକୁ ଶୁଣି ସମସ୍ତେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଇଛନ୍ତି। ଯାହାକୁ ଶୁଣି ସତରେ ବହୁତ୍ ଖୁସି ଲାଗୁଛି ଏବଂ ମନ ଭିତରେ ଏକ ଭିନ୍ନ ପୁଲକ ଖେଳି ଯାଉଛି।କାରଣ ଏଠାରେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଛୋଟ ପିଲାଟି ବହୁତ୍ ସୁନ୍ଦର ଭାବରେ ତାର ସୁମଧୁର ସ୍ୱରରେ ହୃଦୟକୁ ଛୁଇଁଲା ଭଳି ଗୀତଟିଏ ଗାଉଛି।

ଶୋନି ଟିଭିରେ ଆୟୋଜିତ ହେଉଥିବା ସୁପର୍ ସିଙ୍ଗର ସିଙ୍ଗୀଙ୍ଗ ରିଏଲିଟି ଶୋ ରେ ଏହି ଝିଅଟି ତାର ଦମଦାର ପ୍ରଦର୍ଶନ ଦେଖାଇଛି।ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।

ତେବେ ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ସେହିପରି ଏଠାରେ ଜଣେ ଛୋଟ ଝିଅ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି। ଏକ ସୁନ୍ଦର୍ ହିନ୍ଦୀ ସଙ୍ଗୀତ, ଢ଼ୋଲ୍ ବଜନେ ଲଗା, ଗାଉଁ ସଜନେ ଲଗା ଗୀତକୁ ସେ ଗାଉଛନ୍ତି।ଏତେ ଚମତ୍କାର ଭାବରେ ଭାବର ସହିତ ସେ ଏହି ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ। ସେଠାରେ ଉପସ୍ଥିତ ବଡ ବଡ଼ ସିଙ୍ଗର ଏବଂ ବିଚାରକ ମାନେ ମଧ୍ୟ ଝିଅଟିର ଏହି ଗୀତକୁ ଶୁଣି ବହୁତ୍ ଖୁସି ହେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment