ତେବେ ବନ୍ଧୁଗଣ ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ରେ ଆମେ କେତେବେଳେ କଣ ଖାଉଛେ ବା କଣ କରୁଛେ ତାହା କେବେ କେବେ ଆମେ ଭୁଲି ଯିବାକୁ ଲାଗିଥାଉ | ଯେଉଁଥି ପାଇଁ ଆମକୁ ବାତ, କଫ ପୀତ ପରି ବିଭିନ୍ନ ପ୍ରକାର ରୋଗ ରେ ପଡିଥାଉ | ଯେଉଁଥି ପାଇଁ ଆଜି ଆପଣଙ୍କୁ କିଛି ଘରେଇ ଉପଚାର ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର 120 ବର୍ଷ ପୁରୁଣା ବାତ, ପୀତ, କଫ, ଓ କଲେଷ୍ଟର କୁ ମଧ୍ୟ କଂଟ୍ରୋଲ ରେ ରଖିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଘରେଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |
ତେବେ ଏହି ଘରେଇ ଉପଚାର ରେ ବିଭିନ୍ନ ପ୍ରକାର ରୋଗ ର ଉପସମ କରିପାରିବେ | ତେବେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବେଳ ଗୋଟିଏ ମାତ୍ର ଅଶ୍ଵସ୍ଥ ଗଛର ପତ୍ର ନିୟନ୍ତୁ ଓ ଏହାକୁ ଆପଣ ପାଣି ରେ ଭଲ ଭାବରେ ଧୋଇଦେଇ ପ୍ରତ୍ୟେକ ଦିନ ଏହାର ପତ୍ର କୁ ସେବନ କରନ୍ତୁ ଦେଖିବେ ଆପଣଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା, ହୃଦ ରୋଗ ଜନିତ ସମସ୍ୟା ଅତି ସହଜରେ ଦୂର ହେଇଯିବ | ଯଦି ଆପଣଙ୍କୁ ଏହାର ପତ୍ର ଏମିତି ଖାଇବାକୁ ଭଲ ଲାଗୁନି ତାହାଲେ ଆପଣ ଏହାର କାଢ ପ୍ରସ୍ତୁତ କରି ଏହାର ରସ ସେବନ କରିବା ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ରୋଗ ର ଉପସମ ମିଳିଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି କାଢା ପ୍ରସ୍ତୁତ କରିବା |
ଆବଶ୍ୟକୀୟ ଉପକରଣ :-
ଆଶ୍ୱସ୍ତ ଗଛର ପତ୍ର
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-
ତେବେ ଦର୍ଶକ ବନ୍ଧୁ ଏହି କାଢା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ୨ ରୁ 3 ଟି ଅଶ୍ୱସ୍ତ ଗଛ ର ପତ୍ର କୁ ନେଇ ତାକୁ ଭଲ ଭାବରେ ଧୋଇ ଦେଇ ଛୋଟ ଛୋଟ ପିସ କରି କାଟିଦିୟନ୍ତୁ ଓ ଏହାକୁ ଏକ ପାତ୍ର ରେ କିଛି ପାଣି ଦେଇ ଏହି ପତ୍ର ଟିକୁ ସେହି ପାଣି ରଖି ଏହାକୁ ଗ୍ୟାସ ସାହାଯ୍ୟ ରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ | ଏହା ଗରମ ହେଇ ସାରିବା ପରେ ଏହାକୁ ଉଷମ ହେବା ପାଇଁ ଛାଡି ଦିୟନ୍ତୁ | ତାପରେ ଏହାକୁ ପ୍ରତିଦିନ ସେବନ କରନ୍ତୁ |
ଦେଖିବେ ଏହି ପାଣି ବ୍ୟବହାର କରିବା ଦ୍ୱାରା ଆପଣଙ୍କର ପୁରୁଣା ରୁ ଅତି ପୁରୁଣା ରୋଗ, ଯେମିତିକି, ପେଟ ର ଗ୍ୟାସ, ମୋଟା ପଣ, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଏମିତି ବିଭିନ୍ନ ପ୍ରକାର ରୋଗ ରୁ ଆପଣ ରକ୍ଷା ପାଇ ପାରିବେ |ଏହା ବ୍ୟତୀତ ଏହାର ପତ୍ର କୁ ଭଲ ଭାବରେ ବାଟି ଆପଣଙ୍କ ଯାଦୁ, କାଛୁ କୁଣ୍ଡିଆଆଣ ଭଳି ଜାଗାରେ ଲଗାଇବା ଦ୍ୱାରା ଅଳ୍ପ ଦିନ ରେ ଏହାର ଉପସମ ମିଳିଥାଏ |
ତେବେ ଏହା ଥିଲା ବାତ, ପୀତ,କଫ ଭଳି ସମସ୍ୟାକୁ ଦୂର କରିବାର ସହଜ ଘରେଇ ଉପଚାର |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।