Swastik Tv News Odisha

ଏହି 6 ଟି ଉପାୟ ମାଧ୍ୟମରେ ଜାଣନ୍ତୁ , ପେଟରେ ଥିବା ଛୁଆ ପୁଅ ହେବ ନା ଝିଅ ୧୦୦% ଗ୍ୟାରେଣ୍ଟି

0

ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ , ସେତେବେଳେ ସର୍ବପ୍ରଥମେ ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । କିନ୍ତୁ ଆମ ଦେଶରେ ଭୃଣ ର ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ , କିନ୍ତୁ ପ୍ରତ୍ୟେକ ମାଆ ଙ୍କର ଇଚ୍ଛା ହୋଇଯାଏ ଯେ ତାଙ୍କ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ । କାରଣ ସେହି ଅନୁସାରେ ତାର ସ୍ୱାଗତ କରିପାରିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣିପାରିବେ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ ।

1. ପେଟର ଆକାର :-

ଯେଉଁ ମହିଳା ମାନଙ୍କର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲିଥାଏ , ତେବେ ଏହା ପୁଅ ହେବାର ଲକ୍ଷଣ ଅଟେ । ସେହିପରି ଯଦି ପେଟର ଆକାର ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

2. ମିଞ୍ଜାସ୍ ରେ ପରିବର୍ତ୍ତନ :-

ଯେଉଁ ମହିଳାଙ୍କ ପ୍ରେଗନେନ୍ସି ର ପ୍ରଥମ ତିନି ମାସ ରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତ୍ତୀ ତିନି ମାସରେ ଅଧିକାଂଶ କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ । ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମେଳାମେଳା ଭାବନା ପ୍ରକାଶ କରିଥାନ୍ତି ।

3. ଖାଦ୍ୟରୁ ଘୃଣା ହେବା :-

ପ୍ରଗନେନ୍ସି ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି , ଆଉ କେତେକ ମହିଳାଙ୍କୁ ଖାଦ୍ୟର ଘୃଣା ହୋଇଥାଏ । ସାଧାରଣତଃ ଶରୀରର ଏହି ପରିବର୍ତ୍ତନ ପେଟରେ ଥିବା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ । ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେଶି ହୋଇଥାଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ ।

4. ବେକିଙ୍ଗ ସୋଡା :-

ଗୋଟିଏ ପାତ୍ର ରେ ସକାଳର ପ୍ରଥମ ପରିସ୍ରା ନେବେ , ଏଥିରେ ଗୋଟିଏ ଚାପଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯେ , ଯଦି ବେକିଙ୍ଗ ସୋଡା ପକାଇଲା ପରେ ପରିସ୍ରାରେ ଫେଣ କିମ୍ୱା ଫୋଟକା ହେବାକୁ ଲାଗେ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇଲା ପରେ କୌଣସି ପରିବର୍ତ୍ତନ ନଆସିଲା ତେବେ ଗର୍ଭରେ ଥିବା ଶିଶୁ ପୁଅ ହୋଇଥାଏ ।

5. ଚଟପଟା ବା ମିଠା ଖାଇବାର ଇଚ୍ଛା ହେବା :-

ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଚ୍ଛା ହୁଏ , ତେବେ ତାଙ୍କ ପେଟରେ ଝିଅ ହୋଇଥାଏ । ଅନ୍ୟପଟେ ଯଦି ତାଙ୍କୁ ଅଧିକ ଖଟା , ଚଟପଟା ଏବଂ ମସଲାଯୁକ୍ତ ଖାଦ୍ୟ ଏବଂ ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ , ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ ।

6. ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ହେବା :-

ଯଦି ମହିଳାଙ୍କ ପେଟରେ ପୁଅ ଥାଏ , ତେବେ ତାଙ୍କ ଫେସ୍ ରେ ବ୍ରଣ ଆଦି ସମସ୍ୟା ଦେଖାଦିଏ । ଅନ୍ୟପକ୍ଷରେ ଯଦି ମହିଳାଙ୍କର ରୂପ ରଙ୍ଗରେ ନିଖାର ଆସିଥାଏ , ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.