Swastik Tv News Odisha

ଓଃ କି ଡ୍ୟାନ୍ସ । ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଗାଁ ଝିଅର ଜବରଦସ୍ତ ଡ୍ୟାନ୍ସ…..60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଅନେକ କିଛି ଏମିତି ଭିଡିଓ ଆପଣ ଦେଖିବାକୁ ପାଇଥିବେ ଯେଉଁ ଭିଡିଓ ରେ କିଛି ଲୋକ, କିମ୍ୱା କୁନି ପିଲା ମାନଙ୍କର ଙ୍କ କିଛି ପ୍ରତିଭା ସେଥିରେ ଦେଖିବାକୁ ମିଳିଥାଏ। ଏହିଭଳି ନିଶ୍ଚିତ ଭାବରେ ପ୍ରତିଦିନ ସୋସିଆଲ ମିଡିଆରେ ଆପଣମାନେ ଅନେକ ଭାଇରାଲ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ଅନେକ ପ୍ରକାର ଏମିତି ଘଟଣା ଆମ ସମ୍ମୁଖକୁ ନିୟମିତ ଭାବରେ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ ଏବଂ ଖୁସି ବି ହେଉ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଅଜିବ ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଦେଖି ପ୍ରଶଂସା କରୁଛି।

କାରଣ ଏଠାରେ ସ୍କୁଲ ପିଲା ମାନଙ୍କର ଆକର୍ଷଣୀୟ ପ୍ରତିଭା ଦେଖିବା ପାଇଁ ମିଳିଛି।ତେବେ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏହିପରି ଭାଇରାଲ ଘଟଣା ସବୁ ଦେଖୁଥିବେ ଏବଂ ସେୟାର ମଧ୍ୟ କରୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ ଯାହାକୁ ଦେଖିଲେ ବହୁତ୍ ଖୁସି ମଧ୍ଯ ଲାଗିଥାଏ। ତେବେ ସେହିପରି କିଛି ଖୁସି ମଜାର ଭିଡିଓ ବ୍ୟତୀତ କିଛି ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଥାଏ, ଯାହା ସାଧାରଣରେ ସମସ୍ତଙ୍କୁ ଭୟଭୀତ କରାଇଥାଏ ଏବଂ ତାହା ବେଶ୍ ଭାଇରାଲ ହୋଇଥାଏ।

କିନ୍ତୁ ଏଠାରେ ଏହି ଭିଡିଓ ରେ ପିଲା ମାନଙ୍କର ଡାନ୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସରକାରୀ ସ୍କୁଲର ଏହି ପିଲାମାନେ କେଡେ ସୁନ୍ଦର୍ ଭାବରେ ନୃତ୍ୟ କରୁଛନ୍ତି ତାହା ଥରେ ଦେଖନ୍ତୁ। ସମସ୍ତେ ଏକାଠି ହୋଇ ଏଠାରେ ନୃତ୍ୟ ପରିବେଷଣ କରୁଛନ୍ତି।ଏହି ପିଲାମାନେ ସମସ୍ତଙ୍କୁ ସଚେତନ କରାଇବା ସହିତ ନିଜେ ସଚେତନ ହେବା ପାଇଁ କିପରି ସ୍ବଚ୍ଛ ଭାରତ ମୋ ସ୍ୱଚ୍ଛ ଭାରତ ଗୀତରେ ଅଭିନୟ ଦେଖାଇ ଗୀତର ତାଳେ ତାଳେ ଡାନ୍ସ କରୁଛନ୍ତି ତାହା ଦେଖିଲେ ନିଶ୍ଚିତ ଭାବରେ ଆପଣ ଖୁସି ହେବେ। ତେବେ ଯାହା ଜଣା ପଡ଼ିଛି ବାର୍ଷିକ ଉତ୍ସବ ପାଳନ ଅବସରରେ ଏହି ପିଲାମାନେ ଏପରି ନୃତ୍ୟ ପରିବେଷଣ କରୁଛନ୍ତି।

ସୂଚନା ଅନୁସାରେ ବିଲିପଦା ସ୍କୁଲର ଏହା ହେଉଛି ବାର୍ଷିକ ଉତ୍ସବ ପାଳନ ର ଦୃଶ୍ୟ। ଏଠାରେ ପିଲାମାନେ ଗୀତରେ ଝୁମି ଝୁମି, ଖୁସି ହୋଇ, ଯେଉଁ ଭଳି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖିବାର କଥା। ଏହାକୁ ଅନେକ ଲୋକ ଦେଖି ବହୁତ୍ ଖୁସି ହେଉଛନ୍ତି। ସୋସିଆଲ ମିଡିଆରେ ଏହା ଏବେ ବହୁତ୍ ମାତ୍ରାରେ ଲୋକଙ୍କ ଦ୍ଵାରା ଆଦୃତ ହେବା ସହ ସେୟାର ହେବାରେ ଲାଗିଛି। ଏହାକୁ ଏବେ ସୁଦ୍ଧା ୫୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣ ବି ଥରେ ପିଲା ମାନଙ୍କର ଏହି ନାଚକୁ ଦେଖନ୍ତୁ, ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.