ବନ୍ଧୁଗଣ ଆପଣ କୁନି ପିଲା ମାନଙ୍କ ର ଅନେକ ଭିଡିଓ ସମୟକ୍ରମେ ଦେଖିବାକୁ ପାଉଥିବେ। ଆଉ ସେହିସବୁ ଭିଡିଓ ଯେମିତି ବି ହୋଇ ଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଭଲ ଲାଗେ ଏବଂ ଏକ ଭିନ୍ନ ଖୁସି ମିଳିଥାଏ। ଛୋଟ ପିଲା ମାନଙ୍କର ନାଚ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ। ସେହିଭଳି ଏକ କୁନି ଝିଅର ଜବରଦସ୍ତ ଡାନ୍ସ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଆପଣ ତ ଅନୁଭବ କରିଥିବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।
ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।ଏହାଛଡା ନୃତ୍ୟ ଦେଖି ମନୋରଞ୍ଜନର ସୁରାକ ମଧ୍ଯ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏବଂ କୁନି ପିଲାମାନଙ୍କ ର ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ସେମାନେ ପିଲା ମାନଙ୍କ ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ।
ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି।ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖୁ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ।ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି।ତେଣୁ ଆପଣ ଏହିଭଳି ଭାବରେ ଅନେକ ନାଚ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। ସେହିପରି ଏକ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଠି ଜଣେ କୁନି ଝିଅ ତାର ଜବରଦସ୍ତ ଡାନ୍ସ ଦେଖାଉଛି।ଏହି ଝିଅଟି ଏକ ଜବରଦସ୍ତ ହିନ୍ଦି ଗୀତ, ମୁଝେ ୟାଦ ସତାୟେ ତେରୀ ଗୀତରେ ଡାନ୍ସ କରୁ ଥିବାର ଦେଖିବାକୁ ମିଳୁଛି।
ମାତ୍ର ୫ ବର୍ଷର ଏହି କୁନି ଝିଅଟି ଯେଉଁଭଳି ଭାବରେ ତାର ଅଙ୍ଗଭଙ୍ଗୀ ଦେଖାଇ ଡାନ୍ସ ର ପୋଜ ସବୁ ଦେଖାଉଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି। ବ୍ଲାକ ଡ୍ରେସ୍ ରେ ଝିଅଟି ବହୁତ୍ କ୍ୟୁଟ ଦେଖାଯିବା ସହ ବଢିଆ ଡାନ୍ସ ବି କରୁଛି। ଏହା କେଉଁ ସ୍ଥାନର ତାହା ଜଣା ପଡିନାହିଁ କିନ୍ତୁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏବେ ସୁଦ୍ଧା ଏହି ଡାନ୍ସ ଭିଡିଓ ଟିକୁ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।