Swastik Tv News Odisha

ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅ Paruguralla pataladhipa ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ… ସୋସିଆଲ ମିଡିଆରେ ଏବେ ସୁଦ୍ଧା 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓ ଗୁଡିକ ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ, ସେହି ସବୁ ଭିଡିଓ ଗୁଡିକ କିଛି କାରଣ ପାଇଁ ଲୋକ ମାନଙ୍କର ଟିକିଏ ଅଧିକ ପସନ୍ଦ ହୋଇଥାଏ। ତେଣୁ ଏହିଭଳି ଭିଡିଓ ଲୋକଙ୍କର ବେଶ୍ ପସନ୍ଦ ଆସିଥାଏ। ତେବେ ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ ଏବଂ ଖୁସି ମଧ୍ଯ ଦେବ। କାରଣ ସେହିଭଳି ଏକ ଭାଇରାଲ ହେଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି।

ଆପଣ ତ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଲୋକେ ଆଚମ୍ବିତ ହୋଇ ଯାଉଛନ୍ତି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଜଣେ ମହିଳା ଙ୍କ ଏକ ଭିନ୍ନ ଧରଣର ଡାନ୍ସ ର ଭିଡିଓ ସାମ୍ନାକୁ ଆସିଚି। ଯେଉଁ ଭିଡିଓ ରେ ସେ ତାଙ୍କର ନିଜର କଳା ଅନୁସାରେ ତାଙ୍କର ଡାନ୍ସ ପ୍ରତିଭା କୁ ଦେଖାଉ ଅଛନ୍ତି। ଯେମିତି ତାଙ୍କୁ ଠିକ୍ ଲାଗୁଛି ଖୁସି ଲାଗୁଛି ସେ ନାଚିବାରେ ଲାଗିଛନ୍ତି।

ଯଦିଓ ସେ ନାଚୁଥିବା ଭିଡିଓ ରେ ଯେଉଁ ଗୀତରେ ସେ ନୃତ୍ୟ କରୁଛନ୍ତି ତାହା ବୁଝା ପଡୁନି କିନ୍ତୁ ତାଙ୍କର ଡାନ୍ସ କରିବାର ତରିକା ଏବଂ ଢଙ୍ଗ କୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଯେମିତି ଖୁସି ଲାଗୁଚି, ସେହିଭଳି ଭାବରେ ଖୁସି ମଜାରେ, ବିନ୍ଦାସ ଭାବରେ ସେ ଏହି ଡାନ୍ସ କରୁଛନ୍ତି।ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଏହାଛଡା ନୃତ୍ୟ ଦେଖି ମନୋରଞ୍ଜନର ସୁରାକ ମଧ୍ଯ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ସେହିପରି ଭାବରେ ଏହି ମହିଳା ଜଣଙ୍କ ନିଜେ ଖୁସି ହୋଇ ତାଙ୍କର ନାଚ ଦେଖାଇବା ସହିତ ତାଙ୍କ ନୃତ୍ୟରେ ଅନ୍ଯ ମାନଙ୍କୁ ମଧ୍ୟ ବେଶ୍ ଖୁସି କରାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.