ଡାନ୍ସ ଦେଖିବାକୁ ତ ଆପଣ ନିଶ୍ଚିତ ଭଲ ପାଉଥିବେ। ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ଆପଣ ତ ଜାଣିଛନ୍ତି ଅନେକ ଙ୍କ ସଉକ ଥାଏ ଡାନ୍ସ କରିବାକୁ ଏବଂ ଦେଖିବାକୁ। ତେଣୁ ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ଯେମିତି ବି ହେଉ ନିଜେ ନିଜେ ସେମାନେ ନାଚି ପକାନ୍ତି।
ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେଥିରେ ଜଣେ ବାଳକ ଏବଂ ବାଳିକାଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି।ଏକ ଷ୍ଟେଜ ରେ ସେମାନେ ଏହି ଡାନ୍ସ କୁ ଦେଖାଉଛନ୍ତି।ଏକ ଲୋକପ୍ରିୟ ଏଭର୍ ଗ୍ରିନ୍ ହିନ୍ଦି ଗୀତ ର ଡିଜେ ଭର୍ସନ କରି ସେମାନେ ତାଙ୍କର ଏହି ନାଚ ଦେଖାଉଛନ୍ତି।ଏହି ଗୀତଟି ହେଉଛି ଟିଙ୍କୁ ଜିୟା। ଆପଣ ତ ଜାଣିଛନ୍ତି ଲୋକପ୍ରିୟ ଗୀତ ଟୀଙ୍କୁ ଜୀୟା ବେଶ୍ ଜଣାଶୁଣା ସଙ୍ଗୀତ। ଏହାକୁ ସମସ୍ତେ ବେଶ୍ ପସନ୍ଦ କରନ୍ତି।ଏହି ଗୀତରେ ଏହି ଦୁଇ ବାଳକ ବାଳିକା କିଭଳି ଭାବରେ ଜବରଦସ୍ତ ଡାନ୍ସ କରୁଛନ୍ତି ତାହା ଥରେ ଦେଖନ୍ତୁ।
ତେବେ ଡାନ୍ସ କରୁଥିବା ଏହି ବାଳକ ବାଳିକା ଡାନ୍ସ ଶିଖିଥିବା ଜଣା ପଡୁଛି ତାଙ୍କର ଏଭଳି ନାଚ କୁ ଦେଖି। ସେମାନେ ବହୁତ୍ ସୁନ୍ଦର୍ ଭାବରେ ଏହି ନାଚ ଦେଖାଉଛନ୍ତି। ଏମାନେ ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ ରେ ଡାନ୍ସ କରୁଛନ୍ତି ଏକ ଷ୍ଟେଜ ଉପରେ। ତେବେ ତାଙ୍କର ଏହି ଡାନ୍ସ ର ପ୍ରତିଭାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ପ୍ରଶଂସା କରିବେ। ସେମାନେ ଯେଉଁଭଳି ଭାବରେ ଗୀତରେ ଝୁମି ଯାଇ ମନଖୋଲି ନାଚୁଛନ୍ତି ଏହାକୁ ଦେଖି ଲାଗୁଚି ଯେମିତି ସେମାନେ ଜଣେ ଜଣେ ପ୍ରଫେସନାଲ ଡାନ୍ସର ଅଟନ୍ତି। ଏହି ଡାନ୍ସ ଯୋଡି ଙ୍କ ଏପରି ଡାନ୍ସ କୁ ବହୁତ୍ ଲୋକେ ପସନ୍ଦ କରୁଛନ୍ତି।
ଏହି ଭିଡିଓ କୁ ଏକ ୟୁ ଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରା ଯାଇଛି। ଏଭଳି ଚମତ୍କାର ଡାନ୍ସ ଭିଡିଓକୁ ଏବେ ସୁଦ୍ଧା ସାଢେ଼ ଚାରି କୋଟିରୁ ଉର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି।ଏତେ ସଂଖ୍ୟାରେ ଦର୍ଶକଙ୍କୁ ପସନ୍ଦ ଆସୁଥିବା ଏହି ଭିଡିଓ ଟି ଦେଖିଲେ ଆପଣ ଜାଣି ପାରିବେ ଯେ ଏଠାରେ ଏହି ପିଲା ଦୁଇଟି ଝିଲିମିଲି ଗେଟ୍ ଅପ୍ ରେ କେଡେ ସୁନ୍ଦର୍ ଭାବରେ ଆକର୍ଷଣୀୟ ଡାନ୍ସ କରୁଛନ୍ତି। ଏହାକୁ ଦେଖିଲେ ଆପଣ ବି ନିଶ୍ଚିତ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।