Swastik Tv News Odisha

ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି ଶାଳୀ ଭିଣେଇ ଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି। ଆପଣ ତ ଜାଣିଛନ୍ତି ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଶାଳୀ ଏବଂ ଭିଣୋଇ ଙ୍କ ଡାନ୍ସ ଦେଖିବାକୁ ମିଳିଛି।

କୁହାଯାଉଛି କି ଏହି ଭିଡିଓ ରେ ଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ଶାଳୀ ଏବଂ ଭିଣୋଇ। ଯାହା ଏହି ଭିଡିଓ ରେ କୁହା ଯାଇଛି ସେହି ସଂପର୍କ କୁ ଆମେ ଆପଣଙ୍କୁ ଜଣାଉଛୁ। କିନ୍ତୁ ଏ ବିଷୟରେ ଆମେ ଆପଣଙ୍କୁ ସତ୍ୟତା ଦେଉ ନାହୁଁ। ତେବେ ସେ ଯାହା ବି ହେଉ ଏହି ଭିଡିଓ ଟି କୁ ଲୋକେ ବହୁତ୍ ସେୟାର କରୁଛନ୍ତି ଏବଂ ବହୁତ୍ ଜଣ ଏହାକୁ ଦେଖୁଛନ୍ତି ମଧ୍ଯ। ଏଠାରେ ଶାଳୀ ଭିଣୋଇ ଙ୍କ ଏପରି ଡାନ୍ସ ସମସ୍ତଙ୍କୁ ଖୁସି କରୁଛି। ଶାଳୀ ଜଣଙ୍କ ଶାଢ଼ି ପିନ୍ଧି ବହୁତ୍ ସୁନ୍ଦର ଭାବରେ ନିଜକୁ ସଜାଇ ଛନ୍ତି। ଖୁସି ଅନୁଭଵ କରିବା ପାଇଁ ସେମାନେ ଏପରି ଏକ ସୁନ୍ଦର୍ ମୁହୂର୍ତ୍ତକୁ କ୍ୟାମେରା ରେ ରେକର୍ଡ କରିଛନ୍ତି।

ଦୁଇଜଣଙ୍କର ଏପରି ଡାନ୍ସ କୁ ବହୁତ୍ ଲୋକେ ପସନ୍ଦ କରୁଛନ୍ତି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଏହାକୁ ଦେଖିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.