ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜର କୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ଏହି ଠାରେ ଜଣେ କୁନି ଝିଅ ରିର ଏହିଭଳି ପ୍ରତିଭା ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ଛୁଆଟିଏ ଯାହା କରୁଛି ଏବେ ସୋସିଆଲ ମିଡ଼ିଆ ରେ ବହୁଳ ଭାବରେ ଭାଇରଲ ହୋଇଛି।
ଆଉ ଏମିତି ବିଭିନ୍ନ ସମୟରେ ଅନେକ ପ୍ରତିଭାବାନ ବ୍ୟକ୍ତି ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ସାମ୍ନା କୁ ଆସି ଥାଆନ୍ତି। ଆଉ ଅନେକ ସମୟରେ ସେମାନଙ୍କର ପ୍ରତିଭା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏହିଭଳି ପ୍ରତିଭା କୁ ନେଇ ଅନେକ ସମୟରେ ଚର୍ଚା କୁ ଆସି ଥାଆନ୍ତି ଯାହା ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଁ ଥାଆନ୍ତି। ଏହିଭଳି ପ୍ରତିଭା ଅନେକ ଛୋଟ ପିଲା ମାନଙ୍କ ଦେହ ରେ ଦେଖିବାକୁ ମିଳିଛି ଆଉ ସେମାନଙ୍କର ପ୍ରତିଭା ଦେଖିବା ପରେ ଅନେକ ମଧ୍ୟ ପ୍ରେରଣା ପାଇଁ ଥାଆନ୍ତି।
ଏହି ସମୟ ରେ ଯେଉଁ ଭିଡ଼ିଓ ଟି ଭାଇରଲ ହୋଇଛି ତାହା ପୁଣି ଏକ କୁନି ପିଲା ଟିଏ ଏବଂ ତାହାର ଯେଉଁଭଳି ପ୍ରତିଭା ନଜର କୁ ଆସିଛି ତାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ଆଉ ଏହି କୁନି ପିଲାଟି ଏମିତି କିଛି କରିଛି ତାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହି ସମୟ ରେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବହୁଳ ଭାବରେ ଭାଇରଲ ହୋଇଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇ ଥାଆନ୍ତି।ଏହି କୁନି ପିଲାଟି ଏକ ଗୀତ ରେ ଏମିତି ନାଚିଛନ୍ତି ଯାହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ତାହା ମଧ୍ୟ ଭାଇରଲ ହୋଇଛି। ଆଉ କୁନି ଝିଅ ଟି ଏବେ ଏମିତି ଭାବରେ ନିଜର ପ୍ରତିଭା କୁ ସାରା ଦୁନିଆ କୁ ଦେଖାଇଛି ତାହାକୁ ଦେଖି ସମସ୍ତେ ମଧ୍ୟ ଝୁମୁଛନ୍ତି।
ଆଉ ଏହି ସମୟ ରେ କୁନି ଝିଅ ଟି କାଳିଆ ଗୀତରେ ନାଚିଛନ୍ତି ଯାହା କୁ ଦେଖି ସମସ୍ତେ ମତୁଆଲା ହୋଇ ଯାଉଛନ୍ତି। ମହାପ୍ରଭୁଙ୍କ ଗୀତ ରେ ଏହିଭଳି ଭାବରେ ନାଚିବା ସହିତ ମଝିରେ ମଝିରେ ଯେଉଁଭଳି ଟିକେ ପ୍ରତିଭା ପ୍ରଦର୍ଶନ କରିଛନ୍ତି ତାହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଆଉ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବହୁଳ ଭାବରେ ଭାଇରଲ ହୋଇଛି ଯାହା ଏବେ ଆପଣ ମାନେ ଦେଖିବାକୁ ପାଇଛନ୍ତି। ଆଉ ସେହି କୁନି ଝିଅ ଟିର ଏହି ଭିଡ଼ିଓ କୁ ଯିଏ ଦେଖୁଛି ସେ ପ୍ରଶଂସା ମଧ୍ୟ କରିଛନ୍ତି ଯାହା ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।