ଓଃ କି ଡ୍ୟାନ୍ସ ! ବରକୁ ନାଚି ନାଚି ସ୍ୱାଗତ କଲେ ଦୁଲହନ, କନ୍ୟାଙ୍କ ନାଚ ଦେଖି ୟୁଜରସ ଫିଦା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଦୃଶ୍ୟ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହେଇଯିବେ, କାରଣ ଆପଣ ମାନେ ତ ଅନେକ ବାହାଘର କୁ ଆଉ ବରଯାତ୍ରୀ ଭାବରେ ଯାଇଥିବେ | ଆଉ ସେଠାରେ ବାହାଘର ମଧ୍ୟ ଦେଖୁଥିବେ, ତେବେ ସବୁବେଳେ ଦେଖା ଯାଏ କି ଦୁଲ୍ହା ରାଜା ଆସିଥାନ୍ତି ବାଣ ଆଉ ରସଣି କୁ ଧରିକି ଆଉ ନାଚି ନାଚି ବର ଯାତ୍ରୀ ମଧ୍ୟ ବର କୁ ସ୍ୱାଗତ କରିଥାନ୍ତି | କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ଟି ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ନିଆରା | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭାଇରାଲ ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ବିବାହ ଜୀବନରେ ଥରେ ହୋଇଥାଏ | ଆଉ ଯେଉଁ ବାହାଘର କୁ ନେଇକି ପୁଅ ଝିଅ ମାନଙ୍କର ନିଜର ଅନେକ ଆଶା ରହିଥାଏ | ଆଉ ସବୁ ବେଳେ ସମସ୍ତେ ଚାହାଁନ୍ତି କି ତାଙ୍କର ବାହାଘର ଟି ବହୁତ ଧୁମ ଧାମ ରେ ହେଉ | ଆଉ ଏତେ ଭଲ ଆଉ ନୂଆ ଢଙ୍ଗରେ ହେଉ କି ଯାହାକୁ ଦେଖିଲେ ସମସ୍ତେ ଦେଖିକି ରହିଯିବେ | ତେବେ ସେପରି ଗୋଟିଏ ଭିଡିଓ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି | ଆଉ ଯୋଉଠି ଦେଖା ଯାଇଛି କି ବର ଜଣଙ୍କ ବିବାହ ପାଇଁ ବରଯାତ୍ରୀ ଧରିକି ଆସିଛନ୍ତି ଆଉ ତାଙ୍କୁ ସ୍ୱାଗତ ପାଇଁ ଯାଇଛନ୍ତି ଦୁଲହ୍ନ ବେଶରେ ଥିବା ଝିଅଟି ନିଜେ |

ତେବେ ଦେଖା ଦେଇଛି କି ଦୁଲହ୍ନ ଜଣଙ୍କ ନାଲି ରଙ୍ଗର ସୁନ୍ଦର ଲେହେଙ୍ଗା ଟିଏ ପିନ୍ଧି ସୁନ୍ଦର ଭାବରେ ସଜେଇ ହେଇଛନ୍ତି | ଆଉ ନିଜର ଦୁଲ୍ହା କୁ ସ୍ୱାଗତ କରିବା ପାଇଁ ଯାଇଛନ୍ତି | ତାହା ପୁଣି ନିଆରା ଢଙ୍ଗରେ | ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖା ଦେଇଛି କି ଦୁଲହ୍ନ ଜଣଙ୍କ ନାଚି ନାଚି ସ୍ୱାଗତ କରୁଛନ୍ତି ତାଙ୍କ ବର କୁ | ଆଉ କୁଚ କୁଚ ହତା ହେ ଫିଲ୍ମ ର ଗୋଟେ ଗୀତ ସାଜନ ଜି ଘର ଅୟେ, ସଲମାନ ଙ୍କ ଗୋଟିଏ ଗୀତରେ ସୁନ୍ଦର ଭାବରେ ନାଚୁଛନ୍ତି, ଆଉ ନିଜର ବର କୁ ଗୋଟିଏ ନିଆରା ଢଙ୍ଗ ରେ ସ୍ୱାଗତ ମଧ୍ୟ କରୁଛନ୍ତି |

ତେବେ ଏହି ନାଚର ଭିଡିଓ ଟି ଇନ୍ଷ୍ଟଗ୍ରାମ ରେ ଜଣେ ପୋଷ୍ଟ କରିଥିବା ବେଳେ ଏହାକୁ ଦେଖି ଅନେକ ଇଉଜର୍ସ ମାନେ ଅନେକ ପ୍ରକାରର କମେଣ୍ଟ ମଧ୍ୟ ଦେବା ସହିତ, ସମସ୍ତେ ଏହି ନିଆରା ଢଙ୍ଗ ରେ ହେଉଥିବା ବାହାଘରକୁ ପସନ୍ଦ ମଧ୍ୟ କରୁଛନ୍ତି | ଆଉ ଯାହା ସେସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକ ମାନେ ବିଭିନ୍ନ ପ୍ରକାରର ମତ ଦେଇଛନ୍ତି ଏହି ନିଆରା ଢଙ୍ଗ ରେ ବର ର ସ୍ୱାଗତ କୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment