Swastik Tv News Odisha

ଓଃ କି ଡ୍ୟାନ୍ସ ! Saami Saami ଗୀତ ଡ୍ୟାନ୍ସ ରେ ମାଉସୀଙ୍କ ପାଖେ ହାର ମାନିଛି ବୟସ… ମାତ୍ର 2 ଦିନରେ 3 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଅନେକ ସମୟରେ ଆମେ ଆପଣଙ୍କୁ ବହୁତ କିଛି ଘଟଣାର ଭିଡିଓ ଆପଣଙ୍କୁ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ। ଏପରି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।

ତେବେ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର।

ଏଠାରେ ଦେଖନ୍ତୁ କିପରି ଜଣେ ମହିଳା ଜଣେ ଯୁବକଙ୍କ କହିବା ଅନୁସାରେ ତାଙ୍କ ପାଖରୁ ଦେଖି ନିଜେ ନାଚୁଛନ୍ତି। ଲୋକପ୍ରିୟ ତେଲୁଗୁ ଫିଲ୍ମ୍ ପୁଷ୍ପା ର ଏକ ଭାଇରାଲ ଗୀତ ସାମିସାମି ଗୀତରେ ସେ ତାଙ୍କର ଡାନ୍ସ ଷ୍ଟେପ ଦେଖାଉଛନ୍ତି। ଯୁବକ ଜଣଙ୍କ ତାଙ୍କୁ କିପରି ନାଚିବାକୁ ହେବ କହୁଛନ୍ତି ଏବଂ ଏହାକୁ ଦେଖି ଏହି ବୃଦ୍ଧ ମହିଳା ଜଣଙ୍କ ତାପରେ ନାଚୁଛନ୍ତି।ଏହି ଦୃଶ୍ୟକୁ ଭିଡିଓ ରେକର୍ଡ କରୁଥିବା ଲୋକେ ବହୁତ୍ ଉପଭୋଗ କରୁଛନ୍ତି। ବୃଦ୍ଧ ମହିଳା ଜଣଙ୍କର ନାଚ ଏବଂ ତାଙ୍କର ଷ୍ଟେପକୁ ଦେଖି ସମସ୍ତେ ବହୁତ୍ ଖୁସି ହେଉଛନ୍ତି। ତେବେ ଏହି ଯୁବକ ଜଣଙ୍କ ସମସ୍ତଙ୍କୁ ହସାଇବା ପାଇଁ ଏହି ଭିଡିଓ କରିଥିବା ବେଳେ ଏହାକୁ ଯିଏ ଦେଖୁଛି ସେ ବହୁତ୍ ଖୁସି ହୋଇ ଯାଉଛି।

ଯଦିଓ ଏହି ଭାଷାକୁ ବୁଝି ହେଉନାହିଁ କିନ୍ତୁ ଏହି ଦୃଶ୍ୟ ରୁ ଏହା ବୁଝା ପଡ଼ୁଛି ଯେ ଏହା କେତେ ମଜାଦାର ଅଟେ। ସବୁଠୁ ବେଶି ଭଲ ଲାଗୁଛି ଏଠାରେ ଡାନ୍ସ କରୁଥିବା ଏହି ସରଳ, ନିରୀହ ବୃଦ୍ଧ ମହିଳା ଜଣଙ୍କ ର ଡାନ୍ସ। ଆଉ ଏହି ଭିଡିଓ ଦେଖି ସମସ୍ତେ ଏବେ ବହୁତ୍ ଖୁସି ହେବା ସହିତ ଏହାକୁ ଦେଖି ବହୁତ୍ ମଜା ମଜା କମେଣ୍ଟ ସବୁ ଦେଉଛନ୍ତି। ଆପଣ ବି ଏହି ଭିଡିଓ ଦେଖିଲେ ଆପଣଙ୍କ ହସକୁ ଅଟକାଇ ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.