Swastik Tv News Odisha

ଓଃ କି ଡ୍ୟାନ୍ସ ! ମାଉସୀଙ୍କ ପାଖେ ହାର ମାନିଛି ବୟସ…2 ଦିନରେ 3 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ଭିଡିଓ କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ହସି ହସି ଗଡି ଯିବେ ଏବଂ ବହୁତ୍ ଖୁସି ହେବେ। ତେବେ ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ ତ ପୁଣି କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ଆମ ଖୁସିର ସୀମା ରୁହେ ନାହିଁ ତେଣୁ ଆମେ ବହୁତ ଖୁସି ବି ହୋଇଥାଉ।ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ।

ତେବେ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି। କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ। ତେବେ ଆପଣ ଅନେକ ପ୍ରକାରର ଡାନ୍ସ ଭିଡିଓ ସବୁକୁ ଦେଖିଥିବେ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ଡାନ୍ସ ଭିଡିଓ ଦେଖାଇବୁ ଯାହା ବାସ୍ତବରେ ଆପଣଙ୍କୁ ଚକିତ କରିବ। କାରଣ ଏହି ଭିଡିଓ କୌଣସି ପ୍ରୋଗ୍ରାମ ର ନୁହେଁ କିମ୍ୱା ଷ୍ଟେଜ ଉପରେ ନୁହଁ।ଏହି ଡାନ୍ସ ଭିଡିଓ ଟି ଏକ ଖୋଲା ସ୍ଥାନରେ ପ୍ରାକୃତିକ ପରିବେଶ ଭିତରେ। ଏଠାରେ ନୃତ୍ୟ ପରିବେଷଣ କରୁଛନ୍ତି ଜଣେ ବୃଦ୍ଧ ମହିଳା। ଆପଣ ଜାଣିଛନ୍ତି ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହାକୁ ଦେଖିଲେ ଆପଣ ଚକିତ ହେବା ସହିତ ଖୁସି ବି ହେବେ।

ଏଠାରେ ଜଣେ ବୃଦ୍ଧ ମହିଳା ଙ୍କ ଏକ ଡାନ୍ସ ଭିଡିଓ କୁ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ବୁଢ଼ୀ ମହିଳା ଜଣଙ୍କ ଡିଜେ ର ତାଳେ ତାଳେ ଯେମିତି ପାରୁଛନ୍ତି ସେମିତି ନାଚୁ ଛନ୍ତି। ମନଖୋଲି ସେ ସାଉଣ୍ଡ କୁ ଉପଭୋଗ କରି ଜବରଦସ୍ତ ନାଚ ଦେଖାଉଛନ୍ତି।ତାଙ୍କର ଏହି ଭିଡିଓ କୁ ଅନେକ ଦେଖି ଖୁସି ହେବା ସହ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ବୃଦ୍ଧ ମହିଳା ଙ୍କ ଏହି ନାଚ ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.