ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି। ଏଠାରେ ଦୁଇଜଣ କୁନି ବାଳକ ବାଳିକାଙ୍କର ଏକ ଜବରଦସ୍ତ ଡାନ୍ସ ଭିଡିଓ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି।
ତେବେ ଏହି ଭିଡିଓ ରେ ଯେଉଁ ପିଲା ଦୁଇଟି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲା ଦୁଇଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ।
ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଆମେ ସେମାନଙ୍କ କାର୍ଯ୍ୟ କଲାପରେ ବହୁତ୍ ଖୁସି ହୋଇଥାଉ। କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଏହା ମଧ୍ଯ ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ।
ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି। ସେହିପରି ଏଠାରେ ପିଲା ଦୁଇଟି ଯେଉଁଭଳି ଭାବରେ ଷ୍ଟେଜରେ ନାଚୁଛନ୍ତି, ଯେଉଁଭଳି ଭାବରେ ଷ୍ଟେପ ପକାଉଛନ୍ତି, ହାତରେ ଏବଂ ଗୋଡ଼ରେ ସେମାନେ ଯେଉଁଭଳି ତାଳ ପକାଉଛନ୍ତି ତାହା ଟିକେ ହଟକେ ଲାଗୁଛି।ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ଏହି ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି। ଏହାକୁ ଦେଖି ଅନେକ ପିଲା ଦୁଇଟିର ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।